କିପରି ଲଗାଇବେ ମୁଲତାନୀ ମାଟି
ମୁଲତାନୀ ମାଟି ତ୍ୱଚା ନିମନ୍ତେ ବରଦାନ ସଦୃଶ। ଏହାକୁ ସବୁ ପ୍ରକାରର ତ୍ୱଚାରେ ଲଗାଇ ହେବ। ଏହା ତ୍ୱଚାରେ କୌଣସି ସାଇଡ୍ ଇଫେକ୍ଟ ସୃଷ୍ଟି ନ କରି ଉଜ୍ୱଳତା ବୃଦ୍ଧି କରିଥାଏ। ତେବେ କେଉଁ ତ୍ୱଚାରେ କିଭଳି ମୁଲତାନୀ ମାଟି ଲଗାଇବାର…
ଯୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା
କେବଳ ବୟସ ବଢ଼ିବା ନୁହେଁ, ଆଜିକାଲି ଅନେକ ଯୁବପିଢ଼ି ଆଣ୍ଠୁଗଣ୍ଠି ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବାର ଏକ ସରଳ ଉପାୟ ରହିଛି। ବାସ୍, ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। କେବଳ ନିଜର…
ରକ୍ତ ପରୀକ୍ଷାରୁ ଶୀଘ୍ର ଜଣାପଡିବ କ୍ୟାନ୍ସର
କଥିତ ଅଛି- ‘କ୍ୟାନ୍ସର ନୋ ଆନ୍ସର’। ହେଲେ ଆଜିକାଲି କେତେକ କ୍ୟାନ୍ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇ ତାହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ହେଲେ ଏହି ସମୟରେ କ୍ୟାନ୍ସର କେଉଁ ସ୍ତର (ଷ୍ଟେଜ୍)ରେ ଅଛି ତାହା ଉପରେ ହିଁ ଚିକିତ୍ସା ନିର୍ଭର…
ସନ୍ତୁଳିତ ଆହାର ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି
ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ(କୋଭିଡ-୧୯)ମହାମାରୀ ରୂପ ଧାରଣ କରି ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି । ଏପରିସ୍ଥଳେ ଉକ୍ତ ମହାମାରୀ ଭୂତାଣୁକୁ ପ୍ରତିରୋଧ ନିମନ୍ତେ ଆମ୍ଭେମାନେ ନିଜ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାସହ ଶରୀରରେ ରୋଗ ପ୍ରତିରୋଧକ…
ଟିଟାନ୍ରେ ଜୀବର ସମ୍ଭାବନା
ଟିଟାନ୍ ହେଉଛି ଶନିର ବୃହତ୍ତମ ଉପଗ୍ରହ। ଏହାର ବ୍ୟାସ ହେଉଛି ୫୧୫୦ କିମି ଏବଂ ଏହା ହେଉଛି ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ। ସୌରଜଗତର ବୃହତ୍ତମ ଉପଗ୍ରହ ହେଉଛି ବୃହସ୍ପତିର ଉପଗ୍ରହ ଗାନିମିଡ୍, ଯାହାର ବ୍ୟାସ ଟିଟାନଠାରୁ ମାତ୍ର ୧୧୨ କିମି…
ମାଉଥ୍ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…
ଷ୍ଟକ୍ହୋମ୍, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି ପାରିନି। ଏପରିସ୍ଥଳେ ସ୍ବିଡେନ୍ର କେତେକ ଗବେଷକ ଦାବି କରିଛନ୍ତି ଯେ, ସାଧାରଣ ଥଣ୍ଡା ଏବଂ…
ଭୁଲାପଣ ସମସ୍ୟାରୁ ଦୂରେଇ ରହିବା ଲାଗି ଆପଣାନ୍ତୁ ଏହି ସହଜ ଉପାୟ…
ସାନ୍ ଫ୍ରାନ୍ସିସ୍କୋ, ୨୬।୭: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକଙ୍କଠାରେ ଭୁଲାପଣ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି କଥା ମନେ ରଖିପାରନ୍ତି ନାହିଁ। ଏଭଳି ବ୍ୟକ୍ତିଙ୍କ ବିଚାରଶକ୍ତି ମଧ୍ୟ ହ୍ରାସ ପାଇଥାଏ। ସେମାନେ ସାଧାରଣ କାମ କରିବାରେ ମଧ୍ୟ…
ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ..
ଆଜିକାଲି ମଧୁମେହ, ରକ୍ତଚାପ ଜନିତ ସମସ୍ୟା ସାଧାରଣ କଥା ପାଲଟିଲାଣି। ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସାରା ଜୀବନ ଏହା ପିଛା ଛାଡ଼ି ନ ଥାଏ। କାମ ଚିନ୍ତା, ଖରାପ ଜୀବନଚର୍ଯ୍ୟା ଏବଂ ଖାଇବାର ଭୁଲ ଅଭ୍ୟାସ ଯୋଗୁ ଏହି…
ଜାଣନ୍ତି କି ପ୍ଲାଜମା ଥେରାପି କ’ଣ, କାହିଁକି କରାଯାଏ ଏହି ଚିକିତ୍ସା
କରୋନା ମହାମାରୀ ସମୟରେ ପ୍ଲାଜମା ଥେରାପି ବେଶ୍ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ କରୋନା ମହାମାରୀର ଚିକିତ୍ସା ପାଇଁ ଏହା ଏକ ପ୍ରଭାବଶାଳୀ ଉପାୟ ବୋଲି ପ୍ରମାଣ ମିଳିସାରିଛି। ପ୍ଲାଜମା ଥେରାପି ମାଧ୍ୟମରେ କରୋନା ଭାଇରସ୍ର ଚିକିତ୍ସା ସମ୍ଭବ କି ନାହିଁ ତାହା…
କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣ କାନ ଦ୍ୱାରା ମଧ୍ୟ ହେବାର ଆଶଙ୍କା ରହିଛି। ଫଳରେ…
ଏହି ୪ ଜିନିଷ କରିଥାଏ ସମ୍ପର୍କକୁ ସୁଦୃଢ଼, ଜୀବନସାଥୀଙ୍କଠାରୁ ମିଳେ ଭରପୂର ପ୍ରେମ
ସମ୍ପର୍କକୁ ମଜବୁତ କରିବା ପାଇଁ ଦମ୍ପତିଙ୍କୁ ଛୋଟ ଛୋଟ ଜିନିଷରେ ଧ୍ୟାନ ଦେବାକୁ ପଡିଥାଏ। ଯଦି ଏସବୁକୁ ଅଣଦେଖା କରାଯାଏ, ତେବେ ସମ୍ପର୍କର ଦୂରତା ବଢ଼ିବା ଆରମ୍ଭ ହୋଇଥାଏ ବୋଲି କୁହାଯାଏ। ଗୋଟିଏ ସମ୍ପର୍କକୁ ସୁଦୃଢ଼ କରିବାପାଇଁ ଅନେକ ଜିନିଷ ପ୍ରତି…
ଲକ୍ଷଣ ଦେଖାଦେବା ପୂର୍ବରୁ ଏହି ବ୍ଲଡ ଟେଷ୍ଟ ଦ୍ୱାରା ଜାଣି ହେବ କ୍ୟାନ୍ସର
ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର ରୋଗରେ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗର ମୁକାବିଲା ପାଇଁ ଡାକ୍ତରମାନଙ୍କ ମଧ୍ୟରେ ଏକ ନୂତନ ଆଶା ଜାଗ୍ରତ ହୋଇଛି। ଚାଇନାର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ କ୍ୟାନ୍ସର ରୋଗର ଲକ୍ଷଣ ଦେଖାଯିବା ପୂର୍ବରୁ ଏହା…
Archives


