ଜୀବନଚର୍ଯ୍ୟା

ଏହିପରି ଝିଅଙ୍କ ବାପା ହେବା ଜୀବନରେ ସବୁଠୁ ବଡ଼ କଷ୍ଟ: ମୁଣ୍ଡରେ ଛିଣ୍ଡି ପଡ଼ିବା ଭଳି ଲାଗେ ପାହାଡ଼

ମନୁଷ୍ୟ ଜୀବନରେ ସମସ୍ତ ପ୍ରକାରର ସମସ୍ୟା, ଅସୁବିଧା ସତ୍ତ୍ୱେ ସୁଖ ଏବଂ ଶାନ୍ତି ଖୋଜନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କିଛି ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିପାଇଁ ମଣିଷ ସର୍ବଦା ଅସନ୍ତୁଷ୍ଟ ଥାଏ। ସେ କହିଛନ୍ତି ଯେ, ସୁଖ…

ନବରାତ୍ରିରେ ମା’ଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ: ମନସ୍କାମନା ହେବ ପୂର୍ଣ୍ଣ

ଲବଙ୍ଗକୁ ଏକ ଚମତ୍କାର ମସଲା ସହ ପ୍ରଭାବଶାଳୀ ଶକ୍ତି ଭାବରେ ବିବେଚନା କରାଯାଏ। ନବରାତ୍ରିରେ ଦେବୀଙ୍କ ପୂଜାରେ ଲବଙ୍ଗ ବହୁଳ ବ୍ୟବହୃତ ହୁଏ। କୁହାଯାଏ ମନସ୍କାମନା ପୂରଣ ପାଇଁ ନବରାତ୍ରିରେ ଦୁର୍ଗାଙ୍କୁ ଲବଙ୍ଗ ଅର୍ପଣ କରାଯାଏ। ତେବେ ଜାଣନ୍ତୁ କିପରି ମନସ୍କାମନା…

ଘରେ ସୁଖ, ଶାନ୍ତି ପାଇଁ ରଖିଛନ୍ତି କି କ୍ରିଷ୍ଟାଲ, ଜାଣନ୍ତୁ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ ଏହା ଅନେକ ଉନ୍ନତି କରିଥାଏ। ଏହି ସ୍ଫଟିକ ଉଜ୍ଜ୍ୱଳ ଏବଂ ବହୁତ ଆକର୍ଷଣୀୟ ଦେଖାଯାଏ। ଯଦି ତୁମେ ନିଜ ଅନୁଯାୟୀ ଘରେ ସ୍ଫଟିକ ରଖିଥାଅ ତେବେ ତୁମେ ଚାହୁଁଥିବା ଲାଭ ମିଳି ନ…

ଏହି ୩ ଲୋକ ପୃଥିବୀ ପାଇଁ ବୋଝ: ଏଭଳି ଲୋକଙ୍କର ନାହିଁ ବଞ୍ଚିବାର ଅଧିକାର

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି ବ୍ୟକ୍ତି ପୃଥିବୀ ଉପରେ ବୋଝ ସଦୃସ । ଏଭଳି ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ…

ସ୍ତନ କର୍କଟ: ନିରାକରଣର ଉପାୟ

ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସଭାବେ ପାଳନ କରାଯାଏ। ସାରା ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରୁଛି। ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଏ। ତେବେ…

ଛଡ଼ାନ୍ତୁ ଦାଗ

କପଡ଼ାରେ କୌଣସି ପ୍ରକାରର ପେଣ୍ଟିଂ ରଙ୍ଗ ଲାଗିଗଲେ ତାକୁ ଛଡ଼ାଇବା ପାଇଁ କିରୋସିନ ବ୍ୟବହାର କରନ୍ତୁ। ଦାଗ ଲାଗିଥିବା ସ୍ଥାନରେ କିରୋସିନ ପକାଇ କିଛି ସମୟ ରଖି ଇୟର ବଡ୍‌ରେ କିଛି ସମୟ ଘଷିବା ପରେ ସାବୁନ ଲଗାଇ ଗରମ ପାଣିରେ…

ସାଗୁ ପକୁଡ଼ି

ଆବଶ୍ୟକ ସାମଗ୍ରୀ- ସାଗୁ-୫୦ଗ୍ରାମ୍‌, ଆଳୁ- ୨ଟି ସିଝା, ମୁଗ-୫୦ଗ୍ରାମ୍‌, ଅଟା- ୧୦୦ ଗ୍ରାମ୍‌, ଜିରା- ଅଧା ଚାମଚ, ଟମାଟୋ- ୧ଟି ଛୋଟ, ସୈନ୍ଧବ ଲୁଣ ସ୍ବାଦ ଅନୁସାରେ ପ୍ରଣାଳୀ- ଏକ ପାତ୍ରରେ ପ୍ରଥମେ ଅଟା, ସାଗୁ, ସିଝା ଆଳୁ, ଜିରା ଓ…

ନବଧା ଶକ୍ତି ସ୍ବରୂପିଣୀ

ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର ପୂଜା। ଏହି ସମୟରେ ଆଦ୍ୟାଶକ୍ତିଙ୍କୁ ନବଧା ରୂପରେ ଆବାହନ କରାଯାଏ। ନାରୀଶକ୍ତିର ପ୍ରତୀକଭାବେ କେତେକ…

ସୁନ୍ଦର ଦିଶିବ ଓଠ

ମାସ୍କ ଲଗାଇବା ଫଳରେ ଏବେ ଅନେକଙ୍କର ଲିପ୍‌ଷ୍ଟିକ୍‌ ଖରାପ ହୋଇଯାଉଛି। ତେଣୁ ଅନେକ ସମୟରେ ଲିପଷ୍ଟିକ୍‌ ମୁହଁରେ ମଧ୍ୟ ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରି ଓଠକୁ ସୁନ୍ଦର କରିବା ନିମନ୍ତେ ଲିପଷ୍ଟିକ୍‌ ଲଗାଇବା ସମୟରେ କ’ଣ କରିବେ ଜାଣି ରଖନ୍ତୁ……

ଏହାକୁ ଶୋଇବା ଘରେ ରଖିଲେ ଜୀବନସାଥୀଙ୍କ ସହ ହେବନାହିଁ ଝଗଡ଼ା

ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁର କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ ହୋଇପାରିବ। ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ…

ଏହି ୩ ଅଭ୍ୟାସ ଦେଖାଏ ସଫଳତାର ରାସ୍ତା: ଜାଣନ୍ତୁ ଏମିତି କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବ।…

ସକାରାତ୍ମକ ମାନସିକତା ପାଇଁ…

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। କାରଣ ଏଗୁଡିକରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଯଦି ଏହାକୁ ଜଣେ ବ୍ୟକ୍ତି ନିଜର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରନ୍ତି, ତେବେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?