ଏହି ୪ ଜିନିଷ କରିଥାଏ ସମ୍ପର୍କକୁ ସୁଦୃଢ଼, ଜୀବନସାଥୀଙ୍କଠାରୁ ମିଳେ ଭରପୂର ପ୍ରେମ

ସମ୍ପର୍କକୁ ମଜବୁତ କରିବା ପାଇଁ ଦମ୍ପତିଙ୍କୁ ଛୋଟ ଛୋଟ ଜିନିଷରେ ଧ୍ୟାନ ଦେବାକୁ ପଡିଥାଏ। ଯଦି ଏସବୁକୁ ଅଣଦେଖା କରାଯାଏ, ତେବେ ସମ୍ପର୍କର ଦୂରତା ବଢ଼ିବା ଆରମ୍ଭ ହୋଇଥାଏ ବୋଲି କୁହାଯାଏ। ଗୋଟିଏ ସମ୍ପର୍କକୁ ସୁଦୃଢ଼ କରିବାପାଇଁ ଅନେକ ଜିନିଷ ପ୍ରତି ସଚେତନ ହେବାକୁ ପଡ଼ିବ। ତେବେ ଜାଣନ୍ତୁ ଏପରି କିଛି ଟିପ୍ସ ଯାହା ସାହାଯ୍ୟରେ ଆପଣଙ୍କ ସମ୍ପର୍କ ସୁଦୃଢ଼ ହେବ। ଯଦି ତୁମର ସମ୍ପର୍କରରେ ଦୂରତା ଆସିବାରେ ଲାଗିଛି ତେବେ ଏହି ଟିପ୍ସ ଗ୍ରହଣ କରି ତାହାକୁ ଦୂର କରନ୍ତୁ।

ପରସ୍ପର ସହ ମନଖୋଲିକି ହସ
ବିଶେଷଜ୍ଞଙ୍କ ଅନୁଯାୟୀ, ହସିଲେ ଶରୀରରେ ଅକ୍ସିଟୋସିନ ହରମୋନ ଉତ୍ପାଦନ ହୋଇଥାଏ, ଯାହା ମନୋବଳକୁ ଭଲ ରଖିବାରେ ସାହାଯ୍ୟ କରିଥାଏ। ଏକ ଅଧ୍ୟୟନ ଅନୁଯାୟୀ, ସବୁବେଳେ ହସୁଥିବା ଦମ୍ପତିମାନେ ଏକାଠି ବହୁତ ଖୁସି ହୁଅନ୍ତି ଏବଂ ପରସ୍ପରକୁ ବହୁତ ଭଲ ପାଆନ୍ତି । ଯଦି ତୁମେ ମଧ୍ୟ ତୁମର ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛ, ତେବେ ପରସ୍ପର ସହ ମନଖୋଲିକି ହସ।

ପରସ୍ପର ପ୍ରତି ଖରାପ ବ୍ୟବହାର କର ନାହିଁ
ପରସ୍ପର ପ୍ରତି ଖରାପ ବ୍ୟବହାର ସମ୍ପର୍କ ଭାଙ୍ଗିଦିଏ। ଉଭୟ ପରସ୍ପର ପାଇଁ ଭୁଲ ଭାବନା ରଖିବା ଉଚିତ୍‌ ନୁହେଁ । ଯଦି ତୁମେ ଚାହୁଁଛ ଯେ ତୁମର ସମ୍ପର୍କ ସର୍ବଦା ଭଲ ରହୁ ତେବେ ପରସ୍ପର ପ୍ରତି ଖରାପ ଭାବନା ରଖ ନାହିଁ।

ସମ୍ବେଦନଶୀଳ ହୁଅନ୍ତୁ
ସମ୍ପର୍କକୁ ମଜବୁତ କରିବା ପାଇଁ ପରସ୍ପର ପ୍ରତି ସମ୍ବେଦନଶୀଳ ହେବା ଅତ୍ୟନ୍ତ ଜରୁରୀ। ଜୀବନସାଥୀ ସହିତ ଖୋଲାଖୋଲି ଜୀବନଯାପନ କରନ୍ତୁ। କେବଳ ସାଥୀ ସହିତ ଖୋଲାଖୋଲି ଜୀବନଯାପନ କରି ଆପଣ ସମ୍ପର୍କର ଗଭୀରତା ବୁଝିବାକୁ ସମର୍ଥ ହେବେ। ଯଦି ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛ, ତେବେ ପରସ୍ପର ପ୍ରତି ସମ୍ବେଦନଶୀଳ ହୁଅ ଏବଂ ସାଥୀ ସହିତ ଖୋଲାଖୋଲି ଜୀବନଯାପନ କର।

ଜୀବନସାଥୀଙ୍କୁ କିଛିବି ଲୁଚାନ୍ତୁ ନାହିଁ
ଜୀବନସାଥୀଙ୍କୁ କିଛି କଥା ଲୁଚାଇବା ଦ୍ୱାରା ସମ୍ପର୍କର ଦୂରତା ବଢ଼ିପାରେ। ପ୍ରାୟତଃ ଲୁଚାଇବା ଦ୍ୱାରା ସମ୍ପର୍କ ଦୁର୍ବଳ ହୋଇଯାଏ ଏବଂ ଦୂରତା ବଢ଼ିବାକୁ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?