ଏହିସବୁ ଧାତୁରେ କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା, ଚମକିବ ଭାଗ୍ୟ
ଗଣେଶ ପୂଜା ଆସନ୍ତାକାଲି ଅର୍ଥାତ୍ ଶନିବାର ପଡୁଛି। ତେବେ ଏହି ପୂଜାରେ ଅନେକ ଧାତୁର ବାସନକୁସନ ବ୍ୟବହାର କରାଯାଏ। ଯଥା ଥାଳି, ଢାଳ, ଦୀପ, କଳସ, ଘଣ୍ଟି ଇତ୍ୟାଦି। ଏହି ସମସ୍ତ ଧାତୁ ବିଷୟରେ ବିଶେଷ ଧ୍ୟାନ ରଖି ଗଣେଶଙ୍କୁ ପୂଜାର୍ଚ୍ଚନା…
ଏହି ମନ୍ଦିରରେ ବଢୁଛି ଗଣେଶ ମୂର୍ତ୍ତିଙ୍କ ଆକାର, ଥରେ ଗଲେ ଦୂର ହୁଏ ସମସ୍ତ ଦୁଃଖ
ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଥିବା ଗଣେଶଙ୍କ ମୂର୍ତ୍ତି ଧୀରେ ଧୀରେ ବଢୁଛି। ଏପରି ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲାର ଇରାଲା ମଣ୍ଡଳ ନାମକ ଏକ ସ୍ଥାନରେ। ଏହି ମନ୍ଦିରକୁ ଜଳ ଦେବତାଙ୍କ ମନ୍ଦିର ମଧ୍ୟ କୁହାଯାଏ।…
ଅନ୍ୟପାଇଁ ଭୋଗିବାକୁ ପଡୁଛି କି ଦୁଃଖ: ଏପରି ପରିସ୍ଥତି ଉପୁଜିଲେ…
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶହ ଶହ ବର୍ଷ ପୂର୍ବରୁ ଯେପରି ଥିଲା ଆଜି ବି ତାହା ସେମିତି ରହିଛି। ଜୀବନକୁ ସଫଳ ଏବଂ ସୁଖମୟ କରିବା ପାଇଁ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଯାହାକୁ ଅନୁସରଣ କରି…
ଘରର ଏହି ଦିଗରେ ଭୁଲରେ ବି ଶୁଅନ୍ତୁ ନାହିଁ ବିବାହିତ ମହିଳା, ନଚେତ….
ବାସ୍ତୁ ଶାସ୍ତ୍ରୀରେ ଘରର ସମସ୍ତ ଦିଗକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ। ପଶ୍ଚିମ ଏବଂ ଉତ୍ତରର ମଧ୍ୟଭାଗରେ ଅବସ୍ଥିତ ଉତ୍ତର-ପଶ୍ଚିମ ଦିଗକୁ ବାୟବ୍ୟ କୋଣ କୁହାଯାଏ। ସେହିଭଳି ଉତ୍ତର-ପଶ୍ଚିମ ଦିଗ ଆମକୁ ଦୀର୍ଘାୟୁ, ସ୍ବାସ୍ଥ୍ୟ ଏବଂ ଶକ୍ତି ପ୍ରଦାନ କରେ। ଏହି ଦିଗ…
ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ ଜଣେ…
ନଷ୍ଟ ହେବନି ପୁରୁଣା ପୋଷାକ
ପୋଷାକ ପୁରୁଣା ହୋଇଗଲେ କିମ୍ବା କୌଣସି କାରଣରୁ ଚିରିଗଲେ ଅବା ଛୋଟ ହୋଇଗଲେ ସାଧାରଣତଃ ଅନେକଙ୍କ ଲାଗି ଏହା ଅନାବଶ୍ୟକ ହୋଇ ପଡିରହେ କିମ୍ବା ଫିଙ୍ଗା ହୋଇଯାଏ। ହେଲେ ଆପଣ ଚାହିଁଲେ ଏହାକୁ ବ୍ୟବହାର କରି ଏଭଳି କିଛି ସାମଗ୍ରୀ ପ୍ରସ୍ତୁତ…
ପିଲା ରହିବେ ଫିଟ୍
ଅଧିକାଂଶ ମାତାପିତା ସେମାନଙ୍କ ପିଲାମାନଙ୍କୁ ମୋଟା ହୋଇଥିବାର ଦେଖି ଭାରି ଖୁସି ହୁଅନ୍ତି। ଆଉ ପିଲା ଯେପରି କୌଣସି କାରଣରୁ ଝଡି ନ ଯାଏ ବା ପତଳା ନ ହୋଇଯାଏ ସେଥିପ୍ରତି ଯତ୍ନଶୀଳ ମଧ୍ୟ ଥାଆନ୍ତି। ହେଲେ ଆପଣ ଜାଣନ୍ତି କି,…
ଆତ୍ମନିର୍ଭରଶୀଳ ଗୃହିଣୀ
ଜଣେ ଗୃହିଣୀ ଦିନ ସାରା ପରିବାରର ପ୍ରତ୍ୟେକ କାର୍ଯ୍ୟ କରିଥାଏ। ହେଲେ ଏହି ଅବିରତ ଶ୍ରମ ବଦଳରେ ତାକୁ ନା ମିଳିଥାଏ କୌଣସି ପାରିଶ୍ରମିକ ନା ପ୍ରଶଂସା। ବରଂ ନିଜର ପ୍ରତିଟି ଆବଶ୍ୟକତା ପୂର୍ଣ୍ଣ ଲାଗି ତାକୁ ନିର୍ଭର କରିବାକୁ ପଡିଥାଏ…
ଘରୋଇ ସ୍କ୍ରବ୍
ତ୍ୱଚାକୁ ବ୍ରଣ କିମ୍ବା ଅନ୍ୟାନ୍ୟ ସମସ୍ୟାଠୁ ଦୂରେଇ ରଖିବା ଲାଗି ମଝିରେ ମଝିରେ ଏକ୍ସଫୋଲିଏଟ୍ କରିବା ଦରକାର; ଯାହା କି ତ୍ୱଚାକୁ ଧୂଳି, ପ୍ରଦୂଷଣରୁ ରକ୍ଷା କରିଥାଏ। ତେବେ ଏଥିପାଇଁ ଆବଶ୍ୟକ ହୋଇଥାଏ ସ୍କ୍ରବ୍। ଯଦିଓ ମାର୍କେଟ୍ରେ ବିଭିନ୍ନ କମ୍ପାନୀର ସ୍କ୍ରବ୍…
ରେନଡ୍ସ ସିଣ୍ଡ୍ରୋମ୍
ବାରମ୍ବାର ଅଧିକ ଗରମ କିମ୍ବା ଥଣ୍ଡା ପାଣି ସଂସ୍ପର୍ଶରେ ହାତ ଆସିବା ଦ୍ୱାରା ‘ରେନଡ୍ସ ସିଣ୍ଡ୍ରୋମ୍’ ସମସ୍ୟା ଦେଖାଦେଇଥାଏ। ତେବେ ତୀବ୍ର ବେଗରେ ଘୂରି ବୁଲୁଥିବା ଗତିଶୀଳ ଉପକରଣ (ଡ୍ରିଲିଙ୍ଗ ମେଶିନ୍, ହେୟାର ଡ୍ରାୟର)ର ଅଧିକ ବ୍ୟବହାର ଦ୍ୱାରା ଏହି ସମସ୍ୟାର…
ପାଟିର ବ୍ୟାକ୍ଟେରିଆ ଓ ଚୁଇଙ୍ଗମ
ଚୁଇଙ୍ଗମ ଚୋବାଇବା ଆଜିକାଲି ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି। ହେଲେ ଏହାର ଏକ ଭଲ ଗୁଣ ରହିଛି ବୋଲି ପ୍ରକାଶ କରିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚୁଇଙ୍ଗମ ଚୋବାଇବା ଦ୍ୱାରା ପାଟି…
ଡାଇବେଟିସ୍ ରୋଗୀଙ୍କ ପାଇଁ
ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ…

