ଜାଣନ୍ତି କି ପ୍ଲାଜମା ଥେରାପି କ’ଣ, କାହିଁକି କରାଯାଏ ଏହି ଚିକିତ୍ସା

କରୋନା ମହାମାରୀ ସମୟରେ ପ୍ଲାଜମା ଥେରାପି ବେଶ୍‌ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ କରୋନା ମହାମାରୀର ଚିକିତ୍ସା ପାଇଁ ଏହା ଏକ ପ୍ରଭାବଶାଳୀ ଉପାୟ ବୋଲି ପ୍ରମାଣ ମିଳିସାରିଛି। ପ୍ଲାଜମା ଥେରାପି ମାଧ୍ୟମରେ କରୋନା ଭାଇରସ୍‌ର ଚିକିତ୍ସା ସମ୍ଭବ କି ନାହିଁ ତାହା ଜାଣିବା ପାଇଁ ଆଜିକାଲି ଏହା ଉପରେ ଅନେକ ଅନୁସନ୍ଧାନ କରାଯାଉଛି। ତେବେ ଏହି ପ୍ଲାଜମା ଥେରାପି କ’ଣ, ଏହା କିପରି ଏବଂ କେମିତି ବ୍ୟବହାର ହେଉଛି ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ଯଦିଓ ଏହି ପ୍ରଶ୍ନଗୁଡ଼ିକର ଉତ୍ତର କିଛି ଲୋକ ଜାଣିଛନ୍ତି, ତଥାପି ସନ୍ତୁଷ୍ଟ ନୁହନ୍ତି। ତେବେ ଏ ସମ୍ପର୍କରେ ଅଧିକ ଜାଣନ୍ତୁ…

ପ୍ଲାଜମା ଥେରାପି କ’ଣ?
ଚିକିତ୍ସା ବିଜ୍ଞାନ ଭାଷାରେ ପ୍ଲାଜମା ଥେରାପି ପ୍ଲାଜମାଫେରେସିସ୍‌ ଭାବରେ ଜଣାଶୁଣା। ପ୍ଲାଜମା ଥେରାପି ଏକ ପ୍ରକ୍ରିୟା। ଯେଉଁଥିରେ ରକ୍ତର ତରଳ ପଦାର୍ଥ ବା ପ୍ଲାଜମାକୁ ରକ୍ତ କଣିକାଠାରୁ ଅଲଗା ହୋଇଯାଏ। ଏହା ପରେ ଯଦି ଜଣେ ବ୍ୟକ୍ତିଙ୍କ ପ୍ଲାଜାମାରେ ଅସ୍ବାସ୍ଥ୍ୟକର ଟିସୁ ମିଳିଥାଏ। ତେବେ ଚିକିତ୍ସା ଠିକ୍‌ ସମୟରେ ଆରମ୍ଭ ହୁଏ।

କାହିଁକି କରାଯାଏ ପ୍ଲାଜମା ଥେରାପି:

ପ୍ଲାଜାମା ଥେରାପି ଏକ ଆଧୁନିକ ଚିକିତ୍ସା। ଯାହା ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଥାଏ। ଏହା ସତ୍ତ୍ୱେ ଏହା ସାଧାରଣ ଅବସ୍ଥାରେ ନୁହେଁ, କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଇଥାଏ। ପ୍ଲାଜମା ଥେରାପି ମୁଖ୍ୟତଃ ସଂକ୍ରମଣ ଚିହ୍ନଟ, ଖେଳରେ ଆଘାତ ପାଇବା, ଗୁଲିଆନ ବେରୀ ସିଣ୍ଡ୍ରୋମର ଚିକିତ୍ସା, ମାଇଷ୍ଟେନିଆ ଗ୍ରାଭିସ୍‌ ଚିକିତ୍ସା ଆଦିରେ କରାଯାଇଥାଏ।

ସଂକ୍ରମଣ ଚିହ୍ନଟ: ପ୍ଲାଜମା ଥେରାପି ମୁଖ୍ୟତଃ ସଂକ୍ରମଣ ଚିହ୍ନଟ ପାଇଁ କରାଯାଏ। ଯେହେତୁ ସଂକ୍ରମଣ ଦ୍ୱାରା ଅନେକ ରୋଗ ହୁଏ। ପ୍ଲାଜମା ଥେରାପି ଏହିପରି ରୋଗର ଚିକିତ୍ସାରେ ଏକ ପ୍ରଭାବଶାଳୀ ପ୍ରତିକାର ଭାବେ ପ୍ରମାଣିତ ହୋଇଛି।

ଖେଳରେ ଆଘାତ ଲାଗିଲେ:
ବେଳେବେଳେ ଫ୍ଲାଜମାଫେରେସିସ୍‌ ଖେଳରେ ଆଘାତ ପାଇଥିବା ଖେଳାଳିଙ୍କଠାରେ ବ୍ୟବହୃତ ହୁଏ।
ମାଇଷ୍ଟେନିଆ ଗ୍ରାଭିସ୍‌ ଚିକିତ୍ସା: ଯେତେବେଳେ ଜଣେ ବ୍ୟକ୍ତି ମାଇଷ୍ଟେନିଆ ରୋଗରେ ପୀଡ଼ିତ ଥାନ୍ତି ସେତେବେଳେ ଡାକ୍ତରମାନେ ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ସାହାଯ୍ୟ ନେଇଥାନ୍ତି। ଏହା ଏକ ମାନସିକ ରୋଗ। ଯେଉଁଥିରେ ପୀଡ଼ିତଙ୍କ ମାଂସପେଶୀ ଦୁର୍ବଳ ହୋଇଯାଇଥାଏ। ପ୍ଲାଜମା ଥେରାପି ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇଥାଏ।

ଗୁଲିଆନ୍‌ ବେରୀ ସିଣ୍ଡ୍ରୋମ୍‌:

ଏହା ଏମିତି ଏକ ରୋଗ ଯାହା ରୋଗପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ପ୍ଲାଜମା ଥେରାପି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

କେମିତି କରାଯାଏ ପ୍ଲାଜମା ଥେରାପି:
ଲୋକଙ୍କ ବାହୁରେ ଇଞ୍ଜେକ୍ସନ୍‌ ଛୁଞ୍ଚି ଲଗାଯାଇ ପ୍ଲାଜମା ଥେରାପି ଆରମ୍ଭ ହୁଏ। ଏହା ସାହାଯ୍ୟରେ ରକ୍ତ ଟଣାଯାଏ। ଯେଉଁଥିପାଇଁ ସେଣ୍ଟ୍ରିଫଗ୍‌ ମେଶିନ୍‌ର ବ୍ୟବହାର କରାଯାଏ। ପ୍ଲାଜମା ଥେରାପି ନେଉଥିବା ବ୍ୟକ୍ତିଙ୍କ ଶରୀରରୁ ରକ୍ତ ବାହାର କରିବା ପରେ ଡାକ୍ତର ପ୍ଲାଜମା ପ୍ରସ୍ତୁତ କରନ୍ତି। ପ୍ଲାଜମା ଉତ୍ପନ୍ନ ହେବା ମାତ୍ରେ ଏହାର ଇଞ୍ଜେକ୍‌ସନ ଲୋକଙ୍କ ଶରୀରରେ ରଖାଯାଏ। ଏହା ପରେ ଇଞ୍ଜେକ୍‌ସନ ଦିଆଯାଇଥିବା ସ୍ଥାନ ସଫା କରାଯାଇଥାଏ। ଏହି ପ୍ରକ୍ରିୟା କେବଳ ଲୋକଙ୍କ ଶରୀରରେ ପ୍ଲାଜମା ଇଞ୍ଜେକ୍‌ସନ ଦେବା ପରେ ହିଁ ସମାପ୍ତ ହୋଇଥାଏ। ପରବର୍ତ୍ତୀ ସମୟରେ ଇଞ୍ଜେକ୍‌ସନ ଦିଆଯାଇଥିବା ସ୍ଥନା ସଫା କରି ବ୍ୟାଣ୍ଡେଜ୍‌ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri