କରୋନା ଓ ଶିଶୁ ଯତ୍ନ
ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର ଜୀବ କରୋନା ଭୂତାଣୁ। ହେଲେ ଏହା ସମସ୍ତ ମଣିଷ ସମାଜକୁ ଏକ ପ୍ରକାରର ଅସହାୟ ଅବସ୍ଥାରେ ରଖିଛି। ସମଗ୍ର ପୃଥିବୀର ୨୩୫ଟି ଦେଶର ଜନତା ଏବେ ଅଜଣା ଆତଙ୍କରେ ଆତଙ୍କିତ। କେଉଁଠି ଅକ୍ସିଜେନ୍ ଅଭାବ ତ କେଉଁଠି ଡାକ୍ତରଖାନାରେ…
ବୁଦ୍ଧିମତ୍ତା ବଢ଼ାଏ ଜୀବନଶୈଳୀ
ଆମେ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ବ୍ୟତୀତ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସନ୍ତୁଳିତ ଜୀବନଶୈଳୀ ସୁପ୍ରଭାବ ଆମ ଶରୀର ଉପରେ ପଡିଥାଏ। ନିକଟରେ ଏହି ତାଲିକାରେ ଆଉ ଏକ କଥା ଯୋଡାଯାଇଛି। ଏ ସମ୍ପର୍କିତ ବିଷୟକୁ ନେଇ…
ଘରୁ ଦୂରାନ୍ତୁ ଅସରପା…
ରେଷେଇ ଘରେ ଅସରପା ରହିବା ଦ୍ୱାରା ସେମାନେ କୋଣଗୁଡିକ ଏବଂ ପ୍ରତି ଛୋଟ ବଡ ସ୍ଥାନକୁ ସହଜରେ ଯାଇ ଜୀବାଣୁ ଛାଡି ଥାନ୍ତି। ଯାହାକି ଆମ ଶରୀରକୁ ଆସି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ। ତେଣୁ କିଚେନ୍ରୁୁ କିପରି ଅସରପା…
ଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର
ଶିଶୁ ଜନ୍ମପରେ ଶରୀରରେ କ୍ୟାଲ୍ସିଅମ୍ ଅଭାବ ହେଉ କିମ୍ବା ଘର ସାଙ୍ଗକୁ ଅଫିସ୍ କାମର ଚାପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳୁଛି; ଯାହାକୁ ରୋକିବା ଲାଗି ଅନେକେ ପେନ୍କିଲର ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ଏହାର ଅଧିକ ସେବନ…
କୋଷ୍ଠକାଠିନ୍ୟର ମୁକ୍ତିଦାତା କିସ୍ମିସ୍
ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ ସମସ୍ୟାକୁ ରୋକାଯାଇପାରେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ବଡ଼ରୂପ ନେଲେ ତାହାକୁ ରୋକିବା ସମ୍ଭବ ହୋଇ…
କ୍ୟାନ୍ସର ଟ୍ୟୁମର ଚିହ୍ନଟର ନୂଆ ଉପାୟ
କଥାରେ ଅଛି- ‘କ୍ୟାନ୍ସର ନୋ ଆନ୍ସର’। ହେଲେ ବର୍ତ୍ତମାନର ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ ଚିକିତ୍ସା ପ୍ରଣାଳୀରେ କ୍ୟାନ୍ସରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ତାହାର ଚିକିତ୍ସା କରାଯାଇପାରୁଛି। ହେଲେ ଏହା ଗୁରୁତର ଅବସ୍ଥାରେ ଥିଲେ ରୋଗୀ ମୃତ୍ୟୁମୁଖରେ ପଡିବାର ଯଥେଷ୍ଟ ଆଶଙ୍କା…
ଚର୍ମ ସମସ୍ୟା ଓ ମୋବାଇଲ
ଆଜିକାଲି ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ପାଲଟି ଗଲାଣି। କାରଣ କେବଳ କାହା ସହ କଥାବାର୍ତ୍ତା ହେବା ନୁହେଁ, ବିଭିନ୍ନ ବିଷୟରେ ଜାଣିବାର ଏହା ହେଉଛି ଏକ ସହଜ ମାଧ୍ୟମ। ତେବେ ଏହାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ସ୍ବାସ୍ଥ୍ୟଜନିତ…
ମେଡିକାଲ ଅକ୍ସିଜେନ୍
ହସ୍ପିଟାଲରେ ବ୍ୟବହୃତ ଅକ୍ସିଜେନ୍ ସିଲିଣ୍ଡର : ସାଧାରଣତଃ କୌଣସି ହସ୍ପିଟାଲରେ ବ୍ୟବହୃତ ଅକ୍ସିଜେନ୍ ସିଲିଣ୍ଡରର କ୍ଷମତା ୭ ଘନ ମିଟର (୭ କ୍ୟୁବିକ ମିଟର) ହୋଇଥାଏ, ଯାହାର ଉଚ୍ଚତା ପ୍ରାୟ ୪.୫ ଫୁଟ। ଏହାର ଆୟତନ ମାତ୍ର ୪୭ ଲିଟର ହୋଇଥିଲାବେଳେ…
ଉଚ୍ଚ ରକ୍ତଚାପର ଆୟୁର୍ବେଦୀୟ ଉପଚାର
ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ମନୁଷ୍ୟକୁ ଅନେକାଂଶରେ ରୋଗାକ୍ରାନ୍ତ କରିଛି। କେତେଗୁଡିଏ ରୋଗ ଏବଂ ସେଗୁଡିକର ପ୍ରମୁଖ ଲକ୍ଷଣ ସମୂହ ମନୁଷ୍ୟର ଜୀବନଶୈଳୀକୁ ଦୁର୍ବିଷହ କରିଦେଇଛି। ସେପରି ରୋଗଗୁଡିକ ମଧ୍ୟରୁ ଉଚ୍ଚ ରକ୍ତଚାପ (Hypertension) ଅନ୍ୟତମ। ଏହା ଏକ ସ୍ଥାୟୀ ଭେଷଜ ରୋଗ,…
ଏହି ପାଣିକୁ ସକାଳେ ପିଇଲେ କିଡ୍ନୀ ଷ୍ଟୋନ୍ରୁ ମିଳିବ ମୁକ୍ତି
ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ ଗୁଣ…
କରୋନା ସମୟରେ ଥଣ୍ଡା, କାଶ ଶୀଘ୍ର ଭଲ କରିବା ପାଇଁ ଆପଣାନ୍ତୁ ଏହି ଉପାୟ
କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ଆମ ଦେଶର କେତେକ ରାଜ୍ୟରେ ଲକ୍ଡାଉନ୍ ଘୋଷଣା ବି କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଲୋକଙ୍କୁ…
ଜୀବନରେ ବହୁ ଚେଷ୍ଟା ସତ୍ତ୍ୱେ ଏହା ମିଳିବା ଅସମ୍ଭବ
ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ କଥା ଉଲ୍ଲେଖ କରିଛନ୍ତି, ଯାହା ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ହାସଲ…

