ଜୀବନଚର୍ଯ୍ୟା

ପୁଣି ଯୌଥ ପରିବାର

ଏକା ଏକା ରହିବାକୁ କାହାକୁ ବି ଭଲ ଲାଗେନା। କିନ୍ତୁ ଏକାକୀ ଜୀବନ ବିତାଇବାକୁ ବାଧ୍ୟ କରିଛି ଲକ୍‌ଡାଉନ୍‌। ଏମିତି ପରିସ୍ଥିତିରେ ଏବେ ପୁଣି ଥରେ ଲୋଡା ପଡିଛି ଯୌଥ ପରିବାର। ସମସ୍ତଙ୍କ ସହ ଏକାଠି ରହିବା ପାଇଁ ଏବେ ଲୋକେ…

ହେୟାର କେୟାର

କେଶ ବୃଦ୍ଧି କରିବାକୁ ଚାହୁଁଥିଲେ ନଡ଼ିଆ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହା ସହିତ ଗରମ ପାଣିରେ ଟାୱେଲ ଭିଜାଇ କେଶରେ ଅତିକମ୍‌ରେ ୫ ମିନିଟ୍‌ ପର୍ଯ୍ୟନ୍ତ ବାମ୍ଫ ଦିଅନ୍ତୁ। ଏକ ଅଣ୍ଡା ସହିତ ୨ ଟେବୁଲ…

ଆଣ୍ଟାସିଡ୍‌ ଏବଂ ପାକସ୍ଥଳୀ

ପେଟଜନିତ କିଛି ସମସ୍ୟା ଥିଲେ ଡାକ୍ତର ଆମକୁ କେତେକ ଔଷଧ ବ୍ୟତୀତ ଆଣ୍ଟାସିଡ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଏହାକୁ ଦୀର୍ଘଦିନ ଧରି ଖାଇଲେ ତାହାର ପ୍ରଭାବ ପାକସ୍ଥଳୀ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ…

ରିକମ୍ବିନାଣ୍ଟ ଡିଏନ୍‌ଏ

ପ୍ଲାସମିଡ୍‌ମାନେ କ୍ରୋମୋଜୋମାଲ ଡିଏନ୍‌ଏ ଉପରେ ନିର୍ଭର ନ କରି ସ୍ବାଧୀନଭାବେ ନିଜ ପ୍ରତିରୂପ ତିଆରି କରି ପାରନ୍ତି।ବ୍ୟାକ୍ଟେରିଆ ଓ ଆର୍କିଆ ଅଣୁଜୀବଙ୍କଠାରେ ପ୍ଲାସମିଡ୍‌ ମିଳିଥାଏ। ଅତିକମରେ ଗୋଟିଏ ଦରକାରୀ ଜିନ୍‌ ସେମାନେ ଆମନ୍ତ୍ରକ କୋଷିକା ନିମନ୍ତେ ଧାରଣ କରିଥାନ୍ତି। ୧୯୭୨ ମସିହାରେ…

ସକାଳେ ବିଳମ୍ବରେ ଉଠିଲେ…

ସକାଳ ହେବା ମାତ୍ରେ ଉଠିବା ଏକ ଭଲ ଅଭ୍ୟାସ। ହେଲେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ସକାଳୁ ଉଠିବାରେ ବିଳମ୍ବ କରିଥାଆନ୍ତି। କିଛି ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। ତେବେ ସକାଳୁ ବିଳମ୍ବରେ ଉଠିଲେ ତାହାର ପ୍ରଭାବ…

ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ ମେଡ଼ିସିଟି ହସ୍ପିଟାଲର ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ପରାମର୍ଶ ଦେଇଛନ୍ତି। ପ୍ରତିଦିନ ପ୍ରାଣାୟମ କରିବା…

କେଉଁମାନଙ୍କୁ କରୋନା ଟିକା ନେବା ମନା…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାଦାନ ଭାରତରେ କରାଯାଉଛି। ତେବେ…

ଉପକାରୀ ପିଜୁଳି

ପିଜୁଳିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ ଖାଦ୍ୟ ତାଲିକାରେ ପିଜୁଳିକୁ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍‌ ‘ସି’ ରୋଗ ପ୍ରତିରୋଧକ…

ମେଡିକାଲ ଅକ୍ସିଜେନ୍‌

ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନ୍‌ର ସଙ୍କଟ ଯୋଗୁଁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ସରକାର ବିଦେଶରୁ ୫୦ ହଜାର ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ କ୍ରୟ କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ପ୍ରଶ୍ନ ଉଠେ,…

ଡାଇବେଟିସ୍‌ ଅଛି କି, ତାଳି ମାରନ୍ତୁ ସୁସ୍ଥ ରୁହନ୍ତୁ…

ନୂଆଦିଲ୍ଲୀ: ସମ୍ପ୍ରତି ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଉଛି। ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବା ହାତ ପାଆନ୍ତାରେ ରହିଛି। ପ୍ରତିଦିନ ସକାଳେ ଅଭ୍ୟାସ କରି କିଛି ସମୟ ତାଳି ମାରିଲେ ବହୁ ଶାରୀରିକ ସମସ୍ୟା ସହିତ ଡାଇବେଟିସ୍‌ ସମସ୍ୟାରୁ…

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ମାତ୍ର କ’ଣ ଆପଣ ଜାଣନ୍ତି ପୁରୁଷଙ୍କ ପୋଷାକର ରଙ୍ଗ ସେମାନଙ୍କ ବ୍ୟକ୍ତିତ୍ୱର ପରିଚୟ…

ଥାଇରଏଡ୍‌ ଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏସବୁ

ଥାଇରଏଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଫଳ, ପନିପରିବାର ଏବଂ ମାଛ ରହିଛି। ସବୁଠୁ ଉପକାରୀ କଦଳୀ। ପ୍ରତିଦିନ କଦଳୀ ଖାଇଲେ ଥାଇରଏଡ୍‌ ନିୟନ୍ତ୍ରଣରେ ରହିଥାଏ। ଆପଣ ଚାହିଁଲେ ସମ୍ବର, ତରକାରୀ, ରାଇତା ଏବଂ ଅନ୍ୟ ପନିପରିବା ସହ କଦଳୀ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?