ଜୀବନଚର୍ଯ୍ୟା

କେବେବି ଏହି ୭ ପ୍ରକାର ଲୋକଙ୍କୁ କୁହନ୍ତୁ ନାହିଁ ଦୁଃଖ

ପୃଥିବୀରେ ଅନେକ ପ୍ରକାରର ଲୋକ ବାସ କରନ୍ତି। ତେବେ ଏମିତି ଲୋକଙ୍କ ସହ ରହିବା ଆବଶ୍ୟକ ଯିଏ ତମକୁ କ୍ଷତି ପହଞ୍ଚାଇବ ନାହିଁ। ଏହା ସତ୍ତ୍ୱେ ଜୀବନ ଯାତ୍ରାରେ, କିଛି ଏପରି ଲୋକ ମିଳିଯାନ୍ତି ସେମାନେ ହଇରାଣ କରିଦେଇଥାନ୍ତି। ଚାଣକ୍ୟ ତାଙ୍କ…

 ସୁନ୍ଦର ପୁଅଙ୍କୁ ପାଖରେ ଦେଖି କ’ଣ ଭାବନ୍ତି ଝିଅ…

ଅନେକ ସମୟରେ ପାଖରେ ସୁନ୍ଦର ପୁଅକୁ ଦେଖିଲେ ଝିଅମାନେ ଅନେକ କିଛି ଭାବିଥାନ୍ତି। ତେବେ ସେମାନେ କ’ଣ ଭାବିଥାନ୍ତି ଏହା ସମସ୍ତଙ୍କ ଜାଣିବାକୁ ଇଚ୍ଛା ଥାଏ। କେବଳ ପୁଅମାନେ ଆଗେ କଥା ହୁଅନ୍ତି ତାହା ନୁହେଁ, ବଂର ଝିଅମାନେ ବହୁତ କିଛି…

ପଖାଳ ଶରୀରକୁ ରଖେ ସ୍ଲିମ୍‌…

ଓଡ଼ିଶାର ଘରେ ଘରେ ପଖାଳ ଅତି ଆପଣାର। ସକାଳେ ପଖାଳ କଂସାଏ ସହିତ ଶାଗ, ଆଳୁ ବାଇଗଣ ପୋଡ଼ା, ବଡ଼ିଚୁରା ଖାଇଲେ ଦିନସାରା ମନ ପୁରା ଖୁସ୍‌ ରହିଥାଏ। ସେହିପରି ଏହାଦ୍ୱାରା ବହୁବିଧ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶେଷଜ୍ଞମାନେ…

ଭାତୁଡ଼ି ଥିଲେ ଆପଣାନ୍ତୁ ଏହି ଉପାୟ, ମିଳିବ ମୁକ୍ତି

ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଥି ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ। ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା…

ପିଅନ୍ତୁ ହଳଦୀ-ତୁଳସୀ କାଢା

ପକୃତିର ଅବଦାନ ମଣିଷ ପାଇଁ ଅନେକ । ପ୍ରାକୃତିକ ଜିନିଷ ବ୍ୟବହାର କରି ମଣିଷ ଅନେକ ପ୍ରକାର ଶାରୀରିକ ସମସ୍ୟାକୁ ସହଜରେ ଦୂରେଇ ଦେବ । ତେବେ ହଳଦୀ ଓ ତୁଳସୀ ପତ୍ରରେ ପ୍ରସ୍ତୁତ କାଢା ପିଇଲେ ଏହା ଶରୀରର ରୋଗ…

ମଡର୍ନ ଲୁକ୍‌ ଷ୍ଟାଇଲ୍‌

ମଡର୍ନ ଲୁକ୍‌ ଷ୍ଟାଇଲ୍‌ ନିଜକୁ ମଡର୍ନ ଲୁକ୍‌ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅପଡେଟ୍‌ ରହିବାକୁ ହେବ। ତେବେ ଏଭଳି ଏକ ଲୁକ୍‌ ପାଇଁ ଜାଣିରଖନ୍ତୁ କିଛି ଟିପ୍ସ… ଆଜିକାଲି ଫ୍ୟାଶନ ଟ୍ରେଣ୍ଡ୍‌ରେ ସିକ୍ୱିଣ୍ଡ…

ମୁଗ ସୋୟାବିନ୍‌ ବରା

ଆବଶ୍ୟକ ସାମଗ୍ରୀ- ମୁଗ ଡାଲି- ୨୦୦ ଗ୍ରାମ୍‌, ସୋୟାବିନ୍‌- ୧୦୦ ଗ୍ରାମ୍‌, ପିଆଜ- ୩ଟି, କଞ୍ଚାଲଙ୍କା- ୩ଟି, ଆବଶ୍ୟକ ଅନୁଯାୟୀ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:- ମୁଗଡାଲି ଏବଂ ସୋୟାବିନ୍‌କୁ ରାତିରୁ ଭିଜାଇ ରଖନ୍ତୁ। ସକାଳେ ମୁଗଡାଲି ଏବଂ ସୋୟାବିନ୍‌ରୁ…

ନୃତ୍ୟ ପ୍ରବୀଣା ଏଲିଜା

ପ୍ରତିକୂଳ ପରିସ୍ଥିତି କେବେହେଲେ ପ୍ରତିଭାକୁ ବେଶିଦିନ ଲୁଚାଇ ରଖିପାରେନି। ବିଳମ୍ବରେ ହେଲେ ବି ତାହା ନିଶ୍ଚିତ ଲୋକଲୋଚନକୁ ଆସେ। ଠିକ୍‌ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଉଛନ୍ତି ଏଲିଜା ପ୍ରିୟଦର୍ଶିନୀ। ନୃତ୍ୟ ପ୍ରତି ସମର୍ପିତ ଏହି ମହିଳା ଜଣକ ଏବେ ନିଜର…

ଘରୋଇ ସ୍କ୍ରବ

ଚେହେରାର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ଲୋମକୁ ସଫା କରିବା ପାଇଁ ସମସ୍ତେ ସ୍କ୍ରବ ବ୍ୟବହାର କରିଥା’ନ୍ତି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ବିଭିନ୍ନ ପ୍ରକାରର ସ୍କ୍ରବ ତିଆରି କରିପାରିବେ…. କଦଳୀ ଓଟ୍‌ସ ସ୍କ୍ରବ ଗୋଟିଏ ପାଚିଲା କଦଳୀରେ ଦୁଇ…

ଯଦି ଶାଶୁ ବୋହୂ କର୍ମଜୀବୀ…

କର୍ମଜୀବୀ ମହିଳାଙ୍କୁ ଘରକାମରେ ସବୁଠୁ ଅଧିକ ସହଯୋଗ କରିଥା’ନ୍ତି ସେମାନଙ୍କ ଶାଶୁ। ହେଲେ ଯେଉଁଠି ଶାଶୁ-ବୋହୂ ଉଭୟ କର୍ମଜୀବୀ, ସେଠି ଘରକାମ କରିବା ପାଇଁ ଚାଲିଥାଏ ରୀତିମତ ଯୋଜନା। ଉଭୟଙ୍କୁ ସମୟ ଅନୁସାରେ ସବୁକିଛି ମିଳିମିଶି କରିବାକୁ ପଡ଼ିଥାଏ.. ଆଜିକାଲି ଅଧିକାଂଶ…

ନଡ଼ିଆ ତେଲ ଦିଏ ଏହିସବୁ ରୋଗରୁ ମୁକ୍ତି

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏଥିରେ ପାଚନତନ୍ତ୍ରଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମିଳିବ। ଶରୀରର ରୋଗ ପ୍ରତିରୋଧକ…

ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ ଅସୁସ୍ଥ କରିପକାଇଛି। ଅବସାଦରୁ ମୁକ୍ତି ପାଇଁ ବୈଜ୍ଞାନିକମାନେ ଏକ ନିଆରା ଉପାୟ ସନ୍ଧାନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?