ଘରେ ଏସବୁ ସ୍ଥାନରେ ରଖନ୍ତୁ ଔଷଧ, ଶୀଘ୍ର ହେବେ ରୋଗମୁକ୍ତ !
କାଶୀ,୧୧।୨: ଜୀବନର ଭରପୁର ଆନନ୍ଦ ନେବା ସହିତ ସର୍ବଦା ଚଳଚଞ୍ଚଳ ରହିବା ପାଇଁ ସୁସ୍ବାସ୍ଥ୍ୟର ଆବଶ୍ୟକତା ରହିଛି। ଘରେ ବାସ୍ତୁ ଅନୁସାରେ ବିଭିନ୍ନ ସାମଗ୍ରୀ ରଖିଲେ କୌଣସି ସମସ୍ୟା ଦେଖାଯାଇ ନ ଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଔଷଧ…
ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ପାଖରେ ଏହି ୩ ଗୁଣ ଅଛି କି ନାହିଁ ପରଖି ନିଅନ୍ତୁ, ଖୁସିରେ ରହିବେ
ସ୍ବାମସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଦମ୍ପତିଙ୍କର କିଛି ଗୁଣ ବିଷୟରେ କହିଛନ୍ତି। ଜୀବନସାଥୀ ଚୟନ ସମୟରେ ସେ ସବୁ ଗୁଣକୁ ପରଖିଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ।…
ବ୍ୟବହାର କରନ୍ତୁ ଏଭଳି ସାନିଟାଇଜର
କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଯିବା ପରେ ଏବେ ସାନିଟାଇଜର ଆମ ନିତିଦିନ ଜୀବନର ଏକ ମୁଖ୍ୟ ଉପାଦାନ ପାଲଟି ଯାଇଛି । ଛୋଟଠାରୁ ବଡ ପ୍ରାୟ ସମସ୍ତେ ଏବେ ସାନିଟାଇଜର ବ୍ୟବହାର କରୁଥିବା ଦେଖାଯାଇଛି । କାରଣ ବିଶେଷଜ୍ଞଙ୍କ କହିବା…
ଶରୀର ପାଇଁ ଉପକାରୀ ଗୋଲମରିଚ
ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋଲମରିଚକୁ କୌଣସି ଔଷଧ ସହ ସେବନ କଲେ ତାହା ଔଷଧର ପ୍ରଭାବକୁ ବୃଦ୍ଧି…
ଚୁଡ଼ା ଉତ୍ତପମ୍
ଆବଶ୍ୟକ ସାମଗ୍ରୀ ଚୁଡା- ଅଧା କପ୍ ସୁଜି- ଅଧା କପ୍ ଦହି- ଅଧା କପ୍ ଆବଶ୍ୟକ ଅନୁସାରେ ଲୁଣ, ପାଣି ଓ ତେଲ ଷ୍ଟପିଂ ନିମନ୍ତେ- ପିଆଜ- ଅଧାକପ୍ ଛୋଟ କଟା ହୋଇଥିବା ବିନ୍ସ, ଗାଜର ଓ କ୍ୟାପ୍ସିକମ୍- ଛୋଟ ଛୋଟ…
ଘର ସଜାନ୍ତୁ ଏମିତି
ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି। ତେବେ କେଉଁଭଳି ଉପାୟ କଲେ ଘରକୁ ଅନ୍ୟମାନଙ୍କଠାରୁ ଟିକିଏ ଭିନ୍ନ ଲୁକ୍ ଦେଇପାରିବେ ସେ…
ଘରକରଣା
ଗନ୍ଧ ହେଉଥିବା ପାତ୍ରରେ ଏକ କପ୍ ଭିନେଗାର ପକାଇ ତାକୁ ୧୦ ମିନିଟ୍ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ ଭିନେଗାରକୁ ଫ୍ଲେବରିଂ ଏଜେଣ୍ଟ ଭଳି ବ୍ୟବହାର କରିବା ସହିତ କ୍ଲିନର ଭଳି ମଧ୍ୟ ବ୍ୟବହାର…
କର୍ମଜୀବୀ ହୋଇଥିଲେ…
ଏଣେ ଘର କାମ ଆଉ ପିଲାମାନଙ୍କର ଦାୟିତ୍ୱ। ସବୁକିଛି ଠିକ୍ ସମୟରେ ଶେଷ କରି ଅଫିସ୍ ବି ଯିବାକୁ ହେବ। ତେଣୁ କେତେବେଳେ କେଉଁ କାମ କରିବାକୁ ହେବ, କେମିତି ପ୍ରସ୍ତୁତ ହେବାକୁ ହେବ ସେସବୁ ପାଇଁ ବ୍ୟସ୍ତ ହୋଇ ପଡ଼ିଥାନ୍ତି…
ତ୍ୱଚାର ଘରୋଇ ଉପଚାର
ବିୟୁଟି ପାର୍ଲର ଯାଇ ମହିଳାମାନେ ନିଜ ନିଜର ବିୟୁଟି ଟ୍ରିଟମେଣ୍ଟ କରାଇଥାନ୍ତି। କିନ୍ତୁ ପାର୍ଲରକୁ ନ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ବ୍ୟବହାର କରି ଆପଣ ନିଜର ବିୟୁଟି ଟ୍ରିଟମେଣ୍ଟ କରିପାରିବେ। ଏଥିପାଇଁ କ’ଣ କରିବେ ଜାଣି ରଖନ୍ତୁ… ତ୍ୱଚାର ଉଜ୍ଜ୍ୱଳତା…
ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି
ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ, ଏହି ପ୍ରେମ ସପ୍ତାହକୁ ଏକାଠି ପାଳନ କରିବେ। ସମସ୍ତେ ଚାହାନ୍ତି ଏହି ପ୍ରଥମ ଭାଲେଣ୍ଟାଇନ୍ସ…
ଏକ୍ସାଇଟେଡ ଡେଲିରିଅମ ହୋଇପାରେ ବି କ୍ଷତିକାରକ…
ଏକ୍ସାଇଟେଡ ଡେଲିରିଅମ ନାମକ ସମସ୍ୟ ଯୋଗୁ କେତେକଙ୍କର ସାଧାରଣ ଜୀବନ ଶୈଳୀରେ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାକୁ ଡାକ୍ତର ଏଜିଟେଟେଡ ଡେଲିରିଅମ ମଧ୍ୟ କହିଥାନ୍ତି। ଏଭଳି ସମସ୍ୟାରେ ଉତ୍ତେଜିତ ହୋଇ ସମ୍ପୃକ୍ତ ବ୍ୟକ୍ତି ହିଂସାତ୍ମକ କାର୍ଯ୍ୟକଳାପ କରିବା ସହିତ ତାଙ୍କର ଶରୀରର…
ଶରୀରର ଓଜନ କମ୍ କରିବା ପାଇଁ.. ..
ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଛି ମେଦବହୁଳତା । ଆଉ ଏହାକୁ କମାଇବାକୁ ଲୋକେ ଜିମ୍ ଯିବାଠାରୁ ଆରମ୍ଭ କରି ଶହ ଶହ ଟଙ୍କା ଖର୍ଚ୍ଚ ବି କରୁଛନ୍ତି । କିନ୍ତୁ ଘରୋଇ ଉପାୟରେ…
Archives


