ଶରୀର ପାଇଁ ଉପକାରୀ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋଲମରିଚକୁ କୌଣସି ଔଷଧ ସହ ସେବନ କଲେ ତାହା ଔଷଧର ପ୍ରଭାବକୁ ବୃଦ୍ଧି କରିଥାଏ। ଏଥିରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଆଇରନ୍‌ ଭଳି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ମହଜୁଦ୍‌ ଥାଏ। ଲେମ୍ବୁ ପାଣି ସହ ଗୋଲମରିଚ ଏବଂ କଳାଲୁଣ ମିଶାଇ ଦୈନନ୍ଦିନ ସେବନ କଲେ ପାଚନତନ୍ତ୍ର ମଜଭୁତ୍‌ ରହିଥାଏ। କାଶ ଏବଂ କଫ ଭଲ କରିବାରେ ମଧ୍ୟ ଏହା ସହାୟ ହୋଇଥାଏ। ଗୋଲମରିଚ ଗୁଣ୍ଡରେ ସାମାନ୍ୟ ଘିଅ ମିଶାଇ ଖାଦ୍ୟ ସହ ସେବନ କରିପାରିବେ। ଏହାଦ୍ୱାରା କାଶ ଯୋଗୁ ହେଉଥିବା ଗଳା ଏବଂ ଛାତି ଯନ୍ତ୍ରଣାରୁ ଲାଘବ ମିଳିଥାଏ। ଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ମିଶାଇ କୁଳି କଲେ ଦାନ୍ତ ମାଢ଼ି ମଜବୁତ୍‌ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଲମରିଚ ଗୁଣ୍ଡରେ ଗୋଲାପ ଜଳ ମିଶାଇ ଚେହେରାରେ ଥିବା କଳାଦାଗରେ ଲଗାଇଲେ କିଛି ଦିନ ପରେ ଚେହେରାର ଉଜ୍ଜ୍ୱଳତା ବଢ଼ିଦା ସହ ଦାଗ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟଦକ୍ଷତା ଓ ମାନସିକ ରୋଗ

ମାନସିକ ରୋଗ ଜଣେ ବ୍ୟକ୍ତିର କାର୍ଯ୍ୟଧାରାକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। କାରଣ ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ପ୍ରଭାବିତ ହୋଇଥାଏ। ସେ ଅଧିକାଂଶ ସମୟରେ...

ମସ୍ତିଷ୍କକୁ ସକ୍ରିୟ କରେ ମନ ପସନ୍ଦର ସଙ୍ଗୀତ

ଭାରାକ୍ରାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଗୀତ ଶୁଣିଥାଆନ୍ତି। କେତେକେ ନିଜର ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ସେମାନଙ୍କର ମାନସିକତା ପ୍ରାୟ ସକାରାତ୍ମକ...

ମୂଳା ସହ ଏସବୁ ଖାଦ୍ୟ ମନା

ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି...

ଆଳୁ ଚପ୍‌

ଆବଶ୍ୟକ ସାମଗ୍ରୀ-ସିଝା ଆଳୁ-୫ଟି, ବେସନ- ୧ କପ୍‌, କଞ୍ଚା ଲଙ୍କା- ୪ଟି (କଟା), ଛେଚା ହୋଇଥିବା ଅଦା- ୧ ଚାମଚ, ଚାଟ୍‌ ମସଲା- ୧ ଚାମଚ,...

ତୁଳସୀ ବି ହୋଇପାରେ କ୍ଷତିକାରକ

କରୋନା ସଂକ୍ରମଣ ସମୟରେ ତୁଳସୀ ବ୍ୟବହାର କରିବାକୁ ଆୟୁର୍ବେଦ ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଏହି ତୁଳସୀକୁ ଯଦି ଠିକ୍‌ ଭାବେ ବ୍ୟବହାର କରା ନ ଯାଏ...

ଏ ସବୁ କାମ କରି ଜଣେ ବ୍ୟକ୍ତି ସମଗ୍ର ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...

ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର...

ଦାମୀ ନେକ୍‌ଲେସ୍‌

ଗହଣା କେବଳ ନାରୀ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ନାହିଁ। ଏହାକୁ ଆଭିଜାତ୍ୟର ପ୍ରତୀକଭାବେ ବି ଗଣାଯାଏ। ଏଠାରେ ସେମିତି କିଛି ନେକ୍‌ଲେସ୍‌ ସମ୍ପର୍କରେ କୁହାଯାଇଛି, ଯାହା...

Advertisement
Archives

Model This Week