ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଦେହରୁ ଅଯଥା ଚର୍ବିଅଂଶ ହ୍ରାସ ହୁଏ। ଫଳରେ ପ୍ରସବ ପରବର୍ତ୍ତୀ ମୋଟାପଣ ଦୂର ହୋଇଥାଏ।
କ୍ଷୀର ଖୁଆଇବା ଦ୍ୱାରା ମା’ର ମସ୍ତିଷ୍କରୁ ଅକ୍ସିଟୋସିନ୍ ହର୍ମୋନର କ୍ଷରଣ ହେବାଦ୍ୱାରା ଜରାୟୁ ସଂକୁଚିତ ହୋଇଥାଏ, ଏହାର ଆକାର କମିଯାଇଥାଏ ଏବଂ ପ୍ରସବ ପରେ ରକ୍ତ କ୍ଷରଣ ମଧ୍ୟ କମ୍ ହୋଇଥାଏ। ଏଥିରେ ସମ୍ପ୍ରସାରିତ ପାକସ୍ଥଳୀ ଓ ଅନ୍ତନଳୀ ମଧ୍ୟ ସଙ୍କୁଚିତ ହୋଇ ଶୀଘ୍ର ସାଧାରଣ ଅବସ୍ଥାକୁ ଫେରିଆସିଥାଏ, ଫଳରେ ପେଟ ବାହାରିବା କମିଯାଏ।
ସ୍ତନ୍ୟପାନ ମଧ୍ୟ ମା’କୁ ସ୍ତନକର୍କଟ(ବ୍ରେଷ୍ଟ୍ କ୍ୟାନ୍ସର), ଡିମ୍ବକୋଷର କର୍କଟ ରୋଗ (ଏଣ୍ଡୋମେଟ୍ରିଆଲ୍ କ୍ୟାନ୍ସର), ଜରାୟୁଗ୍ରୀବା କର୍କଟରୋଗ (ସର୍ଭାଇକାଲ କ୍ୟାନ୍ସର), ରିଉମାଟଏଡ୍ ଆର୍ଥ୍ରାଇଟିସ୍, ହାଡ ପୋରିଆରୋଗ (ଓଷ୍ଟିଓ ପୋରୋସିସ୍) ଆଦି। ଏହାଛଡ଼ା ସ୍ତନ୍ୟପାନ କରାଉଥିବା ମା’ର ରକ୍ତରେ କୋଲେଷ୍ଟରଲ୍ ଓ ଟ୍ରାଇଗ୍ଲିସରାଇଡ (ରକ୍ତରେ ଚର୍ବିଇଂଶ) କମ୍ ପରିମାଣରେ ଥାଏ, ତେଣୁ ମା’କୁ ଉଚ୍ଚ ରକ୍ତଚାପ ଓ ହୃଦ୍ଘାତ ହେବା ଆଶଙ୍କା ମଧ୍ୟ କମ୍ ଥାଏ।
Posted inHome Left, ଜୀବନଚର୍ଯ୍ୟା View All
ହଠାତ୍ କୋହଲିଙ୍କ ହାତରୁ ଖସିପଡ଼ିଲା ଫିଟନେସ ବ୍ୟାଣ୍ଡ, ଅଟକିଗଲା ମ୍ୟାଚ୍: ଏହାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ଅକଲାଣ୍ଡ, ୫।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ବ୍ୟାଟିଂର ଯାଦୁ ଦେଖାଇଛନ୍ତି ଭାରତୀୟ କ୍ରିକେଟ୍ର ଷ୍ଟାର ବ୍ୟାଟର ବିରାଟ କୋହଲି। ଅକଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ…
ଟ୍ରେଡ୍ ଡିଲ୍କୁ ନେଇ ଭାରତ ପାଇଁ ହୋଇପାରେ ସକାରାତ୍ମକ ସ୍ଥିତି
ଭୁବନେଶ୍ୱର,୫ା୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ରିପ୍ଲବିକାନ୍ ପାର୍ଟି ତୁଳନାରେ ଡେମୋକ୍ରାଟ୍ ଦଳକୁ ଅଧିକ ସଫଳତା ମିଳିବା ପରେ ଏବେ ଆମେରିକୀୟ କଂଗ୍ରେସର ଉଭୟ…
କୋହଲିଙ୍କ ପ୍ରଥମ ବ୍ୟାଟ୍ର ମୂଲ୍ୟ କେତେ ଜାଣନ୍ତି, ଯାହା ସ୍ବପ୍ନ ଦେଖଥିଲେ ଗୋଟି ଗୋଟି ହେଲା ସତ, ଜାଣନ୍ତୁ ତାଙ୍କ ବିଷୟରେ ୩୮ ରୋଚକ କଥା
ନୂଆଦିଲ୍ଲୀ,୫।୧୧:ନଭେମ୍ବର ୫ ଭାରତୀୟ କ୍ରିକେଟ ସମେତ ବିଶ୍ୱ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। କାରଣ ଏହି ଦିନ ଜନ୍ମ ନେଇଥିଲେ ଆଧୁନିକ କ୍ରିକେଟ୍ର ଅନ୍ୟତମ ମହାନ…
ମାତ୍ର ୨ ଉଇକେଟ୍ ନେଇ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଲେ ଅଂଶୁଲ କାମ୍ବୋଜ: ଦିନିକିଆରେ ରଚିଲେ ଇତିହାସ
ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆ ୫ ଉଇକେଟରେ ବିଜୟୀ ହୋଇଛି।…
ଦ୍ୱିତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ! ଏହି ଷ୍ଟାର୍ ବୋଲରଙ୍କ ହେବ ଏଣ୍ଟ୍ରି, ଜାଣନ୍ତୁ ସେ କିଏ…
ନୂଆଦିଲ୍ଲୀ, ୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଆରମ୍ଭ ଧମାକାଦାର ରହିଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ଉଇକେଟ୍ରେ ବିଜୟ ହାସଲ…
ଅକଲାଣ୍ଡରେ କୋହଲିଙ୍କ ଶେଷ ଦିନିକିଆ ମ୍ୟାଚ! ବ୍ୟାଟ ଉଠାଇ ଫ୍ୟାନ୍ସଙ୍କୁ ଦେଲେ ଏମିତି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ
ନୂଆଦିଲ୍ଲୀ, ୫।୧୧: ବିରାଟ କୋହଲି ୫୧ଟି ବଲରୁ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନର ଚମତ୍କାର ଇନିଂସ ଖେଳି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…
ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତାରଣା କଲେ ସନାତନ: ବାନ୍ଧିଲା ପୋଲିସ
ଦେବଗଡ଼, ୫।୧୧(ଶଶାଙ୍କ ଶେଖର ଝାଙ୍କର):ଫେସବୁକ୍ ବନ୍ଧୁତା, ପରେ ପ୍ରେମ ସମ୍ପର୍କ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରଲୋଭିତ କରିବା…
ବିରାଟ ଏତେ ରନ୍ କରିକି ବି ବିଜୟ ଶ୍ରେୟ ଦେଲେନି ଗିଲ୍, ଜାଣନ୍ତୁ କାହାକୁ ଦେଲେ, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ, ୫।୧୧: ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ୍ରେ ପରାସ୍ତ କରିଛି ଭାରତ। ଏହି ବିଜୟ ପରେ ଟିମର ବୋଲିଂ ଓ ଫିଲ୍ଡିଂକୁ ନେଇ…

