ଜୀବନଚର୍ଯ୍ୟା

ଟୁଟି ଫୁଟି କେକ୍‌

ଆବଶ୍ୟକ ସାମଗ୍ରୀ: ମଇଦା ୨୫୦ଗ୍ରାମ୍‌, ବେକିଂ ପାଉଡର ୨ ଟିସ୍ପୁନ୍‌, ଲୁଣ ନ ଥିବା ବଟର ୧୫୦ ଗ୍ରାମ୍‌, ଚିନି ପାଉଡର ୧୫୦ ଗ୍ରାମ୍‌, ଅଣ୍ଡା ୪ଟି, ଲେମନ୍‌ ଏସେନ୍ସ ୬-୭ ବୁନ୍ଦା, ଭ୍ୟାନିଲା ଏସେନ୍ସ ଅଧାଚାମଚ, କ୍ଷୀର ୧୦୦ମିଲି. ଟୁଟି…

ଫ୍ୟାଶନ ମାନିଆ

ବର୍ତ୍ତମାନ ମହିଳାଙ୍କଠାରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ନେଇ ଚାଲିଛି ଯେମିତି ପ୍ରତିଯୋଗିତା। ବିଶେଷ କରି ସୋସିଆଲ୍‌ ମିଡିଆ ଏହି କ୍ରେଜ୍‌କୁ ଯେମିତି ନିଆଁରେ ଘିଅ ଢାଳିବା କାର୍ଯ୍ୟ କରୁଛି। ହେଲେ ଏହି ଫ୍ୟାଶନ ମାନିଆ ଅପରପକ୍ଷେ ସେମାନଙ୍କଠାରେ ସାଜୁଛି…

ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ,…

ହାଇଟେକ୍‌ ଡିଭାଇସ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ଅନେକ ରୋଗର କାରଣକୁ ସହଜରେ ନିରୂପଣ କରାଯାଇ ତାହାର ଠିକ୍‌ ସମୟରେ ଚିକିତ୍ସା କରାଯାଇପାରୁଛି। ତା’ ସହ ଦିନକୁ ଦିନ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଏବଂ ରୋଗର କାରଣ ଜାଣିବା…

ମଟର ଖାଉଥିଲେ…

ମଟର ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହାକୁ ଖାଇବା ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌ କେ’, ଭିଟାମିନ୍‌ ସି, ଫସ୍‌ଫରସ୍‌ ସହିତ ଅନେକ ପୋଷକତତ୍ତ୍ୱ ରହିଥାଏ । ଭିଟାମିନ୍‌ ବି ୧, ଓ ଭିଟାମିନ୍‌ ବି…

ସୁସ୍ଥ ଶରୀର ଅନ୍ତରାଳେ

ଆମ ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ ହେବ ନାହିଁ। କାରଣ ଆମ ଶରୀର ଭିତରେ ଯେତେ ରକ୍ତ ପ୍ରବାହିତ ହେଉଛି, ତା’ର ଅଧାଅଧି ହେଉଛି କେବଳ ଜଳ। ତେଣୁ ଆମ ଶରୀର ଭିତରେ ଜଳର ପରିମାଣ ସବୁବେଳେ…

ଅବସାଦ ଦୂର କରିବା ପାଇଁ..

ଅତ୍ୟଧିକ କାର୍ଯ୍ୟଚାପ ଓ କେତେକ ପାରିପାର୍ଶ୍ୱିକ ପରିସ୍ଥିତିର ବଶବର୍ତ୍ତୀ ହୋଇ ଅନେକେ ଅବସାଦଗ୍ରସ୍ତ ହୋଇଥାଆନ୍ତି। ଏହାର ପ୍ରଭାବ ମାନସିକତା ଉପରେ ପଡ଼ିଥାଏ। ଫଳରେ ସଂପୃକ୍ତ ବ୍ୟକ୍ତି କୌଣସି କାମକୁ ଠିକ୍‌ ଭାବରେ ସମ୍ପାଦନ କରିପାରି ନ ଥାଆନ୍ତି। ହେଲେ ଏହାଠାରୁ ନିଜକୁ…

କରୋନା ଟିକା

ଅନୁବଂଶିକ ପଦାର୍ଥ ପଦ୍ଧତିର ଟିକା, ଡି.ଏନ୍‌.ଏ. କିମ୍ବା ଆର୍‌.ଏନ୍‌.ଏ. ବ୍ୟବହାର କରି ପ୍ରସ୍ତୁତ କରାଯାଏ। ଏହା ଟିକା ପ୍ରସ୍ତୁତିର ସବୁଠାରୁ ଆଧୁନିକ ପଦ୍ଧତି। ଏହି ପ୍ରକାର ଟିକା ପ୍ରସ୍ତୁତି ଅତି ସହଜ ଓ ଶସ୍ତା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଶ୍ରେଣୀର…

ବାୟୁରେ ଅମ୍ଳଜାନ

ଭୂପୃଷ୍ଠର ପ୍ରାୟ ୭୧ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ। ଏହି ଜଳ ମଧ୍ୟରୁ ମହାସାଗରର ଭାଗ ହେଉଛି ଶତକଡ଼ା ୯୬.୫, ଯାହାକି ଲବଣାକ୍ତ ଏବଂ ଆମେ ପିଇବା ପାଇଁ ଅନୁପଯୋଗୀ। ଏହାକୁ ଆଖି ଆଗରେ ରଖି ପ୍ରସିଦ୍ଧ ବ୍ରିଟିଶ କବି ସାମୁଏଲ…

ବୈବାହିକ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିଲେ…

ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ ହେଲେ ଛୋଟଛୋଟ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଏପରି ନ କରିବା ଦ୍ୱାରା ସମ୍ପର୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗେ। ତେବେ ଜାଣନ୍ତୁ ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ କେତେକ ଉପାୟ। ପରସ୍ପର…

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…

କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି ପାଇଛି। ଲୋକମାନେ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ମେଦବହୁଳତା, ଡାଇବେଟିସ୍‌ ଏବଂ…

ଏହି ରାଶିର ମହିଳା ଖୁବ୍‌ ଭାଗ୍ୟବତୀ: ଉଭୟ ବାପଘର- ଶାଶୁଘର ଲୋକଙ୍କ ପାଇଁ…

କୁହାଯାଏ, ପ୍ରତ୍ୟେକ ମଣିଷ ନିଜ ସାଥିରେ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ସେଥିପାଇଁ ପ୍ରତ୍ୟେକଙ୍କର ଭାଗ୍ୟ ପରସ୍ପରଠାରୁ ଅଲଗା ହୋଇଥାଏ। କାହାକୁ ଜୀବନରେ ଶୀଘ୍ର ସଫଳତା ମିଳିଯାଏ ତ କିଏ ବହୁ ପରିଶ୍ରମ କରିବା ପରେ ବି ତାକୁ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?