ହାତ କୁଣ୍ଡାଇ ହେବାଠାରୁ ପେଚା ଦେଖିବା ଯାଏ; ଜାଣନ୍ତୁ ଧନପ୍ରାପ୍ତିକୁ ନେଇ ଏହି ୧୦ ସଙ୍କେତ

ଟଙ୍କାପଇସାରେ ଅଭାବ ହେବାକୁ କିଏ ବା ଚାହେଁ। ଏହି କ୍ରମରେ ମନୁଷ୍ୟକୁ ଧନପ୍ରାପ୍ତିକୁ ନେଇ ଅନେକ ସଙ୍କେତ ମିଳିଥାଏ। ଆଜିର ଆଲୋଚନାରେ ସେଭଳି କିଛି ସଙ୍କେତ ବିଷୟରେ କଥା ହେବା।

-ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘରେ କଳା ରଙ୍ଗର ଜନ୍ଦା ଗୋଲ ହୋଇ କିଛି ଖାଉଛନ୍ତି ତେବେ ତାହା ଧନପ୍ରାପ୍ତିର ସଙ୍କେତ ହୋଇଥାଏ। ଏଣୁ ଅଟାରେ ଚିନି ମିଶାଇ ଜନ୍ଦାମାନଙ୍କୁ ହାତ ଯୋଡ଼ି ଭୋଗ ଲଗାନ୍ତୁ।

-ଘରେ ଯଦି ପକ୍ଷୀ ବସା ବାନ୍ଧେ ତେବେ ତାହା ଶୁଭ ହୋଇଥାଏ। ଏପରି କିଛି ହୋଇଥିଲେ ଧନପ୍ରାପ୍ତିର ଯୋଗ ରହିଥିବା ଜାଣିନିଅନ୍ତୁ।

-ଯଦି କୁକୁର ମୁହଁରେ ରୁଟି ଥିବା ଦେଖନ୍ତି ତେବେ ତାହା ଶୁଭ ସଙ୍କେତ। ଏଭଳି କିଛି ଦେଖିଲେ ଶୀଘ୍ର ଧନପ୍ରାପ୍ତିର ଯୋଗ ଥାଏ।

-ହାତ କୁଣ୍ଡାଇ ହେଲେ ଧନପ୍ରାପ୍ତିର ଯୋଗ ରହିଥାଏ।

-ସକାଳେ ନଚେତ ସନ୍ଧ୍ୟାରେ ଶଙ୍ଖର ଧ୍ୱନୀ ଶୁଣିବା ଶୁଭଙ୍କର। ଏପରି କିଛି ଶୁଣିଲେ ଧନପ୍ରାପ୍ତିର ଯୋଗ ଥାଏ।

-ସ୍ବପ୍ନରେ ଝାଡ଼ୁ, ପେଚା, ବଂଶୀ, ହାତୀ, ସାପ, ଗୋଲାପ, ଶଙ୍ଖ ଆଦି ଦେଖିଲେ ମା’ ଲକ୍ଷ୍ମୀଙ୍କର କୃପା ମିଳିବ ବୋଲି ବୁଝିନେବା ଉଚିତ।

-ଘର ଆଖପାଖରେ ପେଚା ବାରମ୍ବାର ଦେଖାଯାଉଥିଲେ ବହୁତ ଧନ ମିଳିବାର ସଙ୍କେତ ଥାଏ।

-ଘରୁ ବାହାରୁ ଥିବା ବେଳେ ଆଖୁ କିମ୍ବା କେହି ବ୍ୟକ୍ତି ଝାଡ଼ୁ କରୁଥିଲେ ତାହା ଶୁଭ। ଏହା ଧନପ୍ରାପ୍ତିର ପୂର୍ବ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଦିନେ ଖାଆନ୍ତୁ ଏହି ୪ ଫଳ: ସଂକ୍ରମଣରୁ ମିଳିବ ମୁକ୍ତି

ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ୟାଡୁସ୍ୟାଡୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି...

ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏସବୁ ଉପାୟ

ଜୀବନର ଛୋଟବଡ଼ ଆବଶ୍ୟକତାକୁ ପୂରଣ କରିବାକୁ ଧନର ଆବଶ୍ୟକତା ପଡ଼ିଥାଏ। ଏଥିନେଇ ସମସ୍ତେ ଅଧିକରୁ ଅଧିକ ଧନ ରୋଜଗାର କରିବାକୁ ଚାହିଁଥାନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ...

ଏସବୁ ପାଇଁ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଦିଏ…

ନୂଆଦିଲ୍ଲୀ: କେତେକ ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଦେଇଥାଏ। ଏହାପଛରେ କିଛି କାରଣ ରହିଛି। ସାଧାରଣତଃ ମହିଳାମାନେ ଘରେ ଅଧିକ ସମୟ କାମ କରନ୍ତି। ସକାଳୁ ଉଠି...

ବୁଦ୍ଧିମତ୍ତା ବଢ଼ାଇବା ପାଇଁ…

କୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିବା ପାଇଁ ଆମକୁ ବୁଦ୍ଧି ଖଟାଇବାକୁ ପଡ଼ିଥାଏ। ତେଣୁ ବୁଦ୍ଧିମତ୍ତା ସବୁବେଳେ ପ୍ରଖର ରହିବା ନିହାତି ଦରକାର। ତେବେ ଏଥିପାଇଁ...

ସୁସ୍ଥ ଶିଶୁ ପାଇଁ…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବାର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ...

ଚାଣକ୍ୟଙ୍କ ନୀତିରୁ ଜାଣନ୍ତୁ ବ୍ୟକ୍ତିଙ୍କ ପରିଚୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ...

ଚର୍ବି ନିୟନ୍ତ୍ରଣ କରେ କାଜୁ

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏହି ସମସ୍ୟାଠାରୁ...

Advertisement


Archives

Model This Week