ପୁରୁଷଙ୍କ ପାଇଁ ଆଚାର ହାନିକାରକ
ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର...
ଆୟଠାରୁ ଅଧିକ ବ୍ୟୟ କରୁଛନ୍ତି କି? ଅସୁବିଧାରେ ପଡ଼ିପାରନ୍ତି; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ
ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତିଙ୍କୁ ଧନକୁ ନେଇ ବହୁତ ସତର୍କ ରହିବା ଉଚିତ। କାରଣ ବିପଦ ବେଳେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ କରିଥାଏ। ଧନ ଥିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼େ। ଜୀବନରେ ସଫଳତା ପାଇବା ପାଇ...
ଘରେ କ’ଣ ରଖିଲେ ବଢ଼ିଥାଏ ଧନ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ତଥା ଉତ୍ତର-ପୂର୍ବ ଦିଗ ସହ ଆର୍ଥତ୍କ ଅଭିବୃଦ୍ଧିର ଅନେକ କିଛି ସମ୍ବନ୍ଧ ରହିଛି। ତେଣୁ ଏହି ଦିଗଗୁଡ଼ିକରେ କ’ଣ ରଖିଲେ ବା କି ବାସ୍ତୁ ଉପଚାର କଲେ ଘରେ ସମୃଦ୍ଧି ବୃଦ୍ଧି ପାଇବ, ଆସନ୍ତୁ...
ଭିନ୍ନ ଏହି ନେଲ୍ ଆର୍ଟ
ଆକର୍ଷଣୀୟ ଲୁକ୍ ପାଇବା ପାଇଁ କେବଳ ତ୍ୱଚାର ଯତ୍ନ ନେଲେ ତ ହେବନି ପୂରା ଶରୀରର ଏପରିକି ନଖର ମଧ୍ୟ ଦେଖାଶୁଣା କରିବା ନିହାତି ଜରୁରୀ। ସେଥିପାଇଁ ତ ଯୁବତୀମାନେ ବେଳେବେଳେ ହାତରେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍ ନେଲ୍ ବା...
ବ୍ଲଡ୍ ସୁଗାର ନିୟନ୍ତ୍ରଣ କରେ ଏସବୁ ମସଲା…
ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ବ୍ଲଡ୍ ସୁଗାର ସମସ୍ୟା ଦେଖାଯାଇଥାଏ। ଏହାକୁ ନେଇ ଲୋକେ ମାନସିକ ଚିନ୍ତାଗସ୍ତ ହୋଇଥାନ୍ତି। ତେବେ ନିତିଦିନିଆ ଜୀବନରେ କେତେକ କାର୍ଯ୍ୟ କଲେ ଏଥିରୁ ସହଜରେ ଦୂରେଇ ରହିହେବ। ପ୍ରତିଦିନ କିଛି ସମୟ ଶାରୀରିକ ବ୍ୟାୟାମ କରିବା...
ଲୁଚିଲୁଚି ପୁଅଙ୍କ ଫେସ୍ବୁକ ପ୍ରୋଫାଇଲରେ ଏହି ୪ଟି ଜିନିଷ ଦେଖନ୍ତି ଝିଅ
ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ସେମାନେ ନୂଆ ନୂଆ ଫଟୋ ଅପ୍ଲୋଡ କରିଥାନ୍ତି।...
ଲବଙ୍ଗଦୂର କରେ ଏସବୁ ରୋଗ
ସମସ୍ତଙ୍କ ରୋଷେଇ ଘରେ ଲବଙ୍ଗର ବ୍ୟବହାର ହେଉଥିବା ଦେଖାଯାଏ । ହେଲେ ଏହି ଲବଙ୍ଗ ଆମକୁ ଅନେକ ଛୋଟ ବଡ ରୋଗଠାରୁ ଦୂରେଇ ରଖିଥାଏ ଏକଥା ଅଧିକାଂଶ ଲୋକେ ଜାଣି ନ ଥାଆନ୍ତି । ଲବଙ୍ଗରେ ରହିଛି ପ୍ରୋଟିନ, ଆଇରନ୍,...
ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିବେ ବାଜି…
ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର...
ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ
ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର ନିଜର ପସନ୍ଦ ରହିଛି। କାହାକୁ ଯତ୍ନଶୀଳ ସ୍ବଭାବର ସାଥୀ ପସନ୍ଦ ତ ଆଉ କାହାକୁ ମଜାଳିଆ ପ୍ରକୃତିର। ସେହିପରି କେହି ସୁନ୍ଦର ଚେହେରାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଭଲ ଗୁଣ...
ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…
ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ମାତ୍ର କ’ଣ ଆପଣ ଜାଣନ୍ତି ପୁରୁଷଙ୍କ ପୋଷାକର ରଙ୍ଗ ସେମାନଙ୍କ ବ୍ୟକ୍ତିତ୍ୱର...
ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ଆଗରୁ ଏଭଳି ସହଜ ଉପାୟରେ ଚିହ୍ନନ୍ତୁ ସ୍ବାର୍ଥପର ପାର୍ଟନରଙ୍କୁ, ଖାଇବେନି ଧୋକା…
ସମସ୍ତେ ଚାହାନ୍ତି ଯେ ସେମାନଙ୍କ ପାର୍ଟନର ସଚ୍ଚୋଟ ହୁଅନ୍ତୁ। ସେମାନଙ୍କ ଉପରେ ବିଶ୍ୱାସ କରନ୍ତୁ, ଓ ସେମାନଙ୍କ ସୁଖ ଏବଂ ଦୁଃଖରେ ସର୍ବଦା ସେମାନଙ୍କ ପାଖରେ ରୁହନ୍ତୁ। ସେମାନଙ୍କୁ ବଝନ୍ତୁ, ସବୁକିଛି ନିକଟରୁ ଜାଣନ୍ତୁ। କିନ୍ତୁ ଅନେକ ଥର ଏହା...
ଶିଶୁଙ୍କୁ ଚୁପ୍ ନ କରି କିଛି ସମୟ କାନ୍ଦିବାକୁ ଦିଅନ୍ତୁ, କାରଣ…
ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ ପକାଇବ। ବ୍ରିଟେନ୍ର ଓ୍ବାର୍ଓ୍ବିକ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି। ରିପୋର୍ଟ...
Archives


