Odisha Elections 2024

ଜୀବନଚର୍ଯ୍ୟା

ଏସବୁ ସମସ୍ୟା ଦୂର କରେ କଳାଜିରା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ୧. ଥଣ୍ଡା,କାଶ, କଫ ଦୂର ପାଇଁ...

ଏହି ୪ କାରଣରୁ ଭାଙ୍ଗିଯାଏ ସମ୍ପର୍କ… ଜାଣନ୍ତୁ…

ସମ୍ପର୍କରେ ବୁଝାମଣାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯଦି ବୁଝାମଣା ଠିକ୍‌ ରହେ ତେବେ ସାଥୀଙ୍କ ମଧ୍ୟରେ ମନମାଳିନ୍ୟ କମ୍‌ ହୁଏ। ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ ସୃଷ୍ଟି ହୋଇଥାଏ। ଯାହା ପରେ ବିରାଟ ରୂପ ନେଇଥାଏ।...

ଶିଶୁଙ୍କୁ ବୋତଲ କ୍ଷୀର ପିଆଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ଶିଶୁକୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଉଚିତ। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ପିଲାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ଶିଶୁକୁ ଆବଶ୍ୟକ ପୁଷ୍ଟି ଯୋଗାଇଥାଏ। କୁହାଯାଏ ଯେ ଶିଶୁ...

ସମ୍ପର୍କରେ ଠକୁଥିବା ସାଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହାନ୍ତି ଅଧିକାଂଶ ଭାରତୀୟ..

ସମୟ ସହ ଡେଟିଂ ଏବଂ ସାଥୀଙ୍କୁ ନେଇ ଲୋକଙ୍କ ପସନ୍ଦ ବଦଳିଥାଏ। ଏହା ଜାଣିବା ପାଇଁ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ‘ଗ୍ଲିଡେନ୍‌’ ନିକଟରେ ଭାରତୀୟମାନଙ୍କ ଉପରେ ଏକ ସର୍ଭେ କରିଥିଲା। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି।...

ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି...

ଗହଣା କଳା ପଡ଼ିଯାଉଛି କି ତେବେ ଏଭଳି ନିଅନ୍ତୁ ଯତ୍ନ

ବର୍ତ୍ତମାନ ସମୟରେ ସୁନାରୁପାଠାରୁ ଅଧିକ ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର ନଚେତ୍‌ ଏହା କଳା...

ହାତ ଧରିବାର ଅନ୍ଦାଜରୁ ମାପନ୍ତୁ ସାଥୀଙ୍କ ଭଲପାଇବାର ଗଭୀରତାକୁ

ସର୍ବସାଧାରଣରେ ହାତ ଧରିବା ଅନ୍ଦାଜରୁ ଜଣାପଡ଼ିଥାଏ ପ୍ରେମୀଯୁଗଳଙ୍କ ସମ୍ପର୍କର ଗଭୀରତା ବିଷୟରେ। କଥାଟି ଅଖାଡୁଆ ଲାଗିପାରୁଥାଏ ହେଲେ ସତ। ରାସ୍ତାରେ ଚାଲୁଥିବା ସମୟରେ ହେଉ କି ସମସ୍ତଙ୍କ ସମ୍ମୁଖରେ ଆପଣଙ୍କ ପାର୍ଟନର କିଭଳି ଢ଼ଙ୍ଗରେ ଆପଣଙ୍କ ହାତ ଧରୁଛନ୍ତି ସେଥିରୁ...

ଜୋରରେ ହସିଲେ ହୋଇପାରେ ପକ୍ଷାଘାତ

ଓ୍ବାଶିଂଟନ, ୮।୭: କୁହାଯାଏ ହସ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ଦେଇଥାଏ। ତେଣୁ ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଲାଫିଙ୍ଗ୍‌ କ୍ଲବ୍‌। ହସିବା ଯୋଗୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେବେ ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ହସିବା ସ୍ବାସ୍ଥ୍ୟ ପାଇଁ...

ତ୍ୱଚାକୁ ଗ୍ଲୋ କରିବ କଖାରୁ

କଖାରୁରେ ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ ବ୍ୟବହାର କରି କିପରି ସୁନ୍ଦର ଆଉ ଗ୍ଲୋଇଂ ସ୍କିନ୍‌ ପାଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ… ଖଣ୍ଡ ଛୋଟ କଖାରୁକୁ ଭଲଭାବେ ପେଷ୍ଟ କରି ସେଥିରେ ୨ ବଡ଼ ଚାମଚ...

ବରିଷ୍ଠାସନ

ବରିଷ୍ଠାସନ କରିବା ଫଳରେ ପେଟର ଚର୍ବି କମ୍‌ ହେବା ସହିତ ହାତ, ଗୋଡ଼ର ଚର୍ବି କମ୍‌ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ୍‌ ହୋଇଥାଏ। – ଏହି ଆସନ କରିବା ପାଇଁ ପ୍ରଥମେ ଫ୍ଲେଙ୍କ୍‌ ପୋଜ୍‌ କରନ୍ତୁ। – ଧୀରେ ଧୀରେ...

ମୁଡ୍‌ ରହିବ ଠିକ୍‌…

କରୋନା କଟକଣାରେ ମହିଳାମାନେ ଘରେ ରହି ବିଭିନ୍ନ ପ୍ରକାରର କାମର ଚାପରେ ଚିନ୍ତିତ ହୋଇ ପଡୁଛନ୍ତି। ଫଳରେ ଧୀରେ ଧୀରେ ଅନେକଙ୍କ ଶରୀର ମଧ୍ୟ ଅସୁସ୍ଥ ହେଉଛି। ହେଲେ ଏ ପରିସ୍ଥିତିରେ କିଛି ଖାଦ୍ୟ ଷ୍ଟ୍ରେସ୍‌ ଦୂର କରିବାରେ ସାହାଯ୍ୟ...

ବାସନରୁ ଦୂରାନ୍ତୁ ଗନ୍ଧ

ବେଳେବେଳେ ରୋଷେଇ କରିବା ପରେ ବାସନରେ ଗନ୍ଧ ରହିଯାଇଥାଏ। ଏହି ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ହେଉଥିବା ପାତ୍ରରେ ତିନି ଚାରି କପ୍‌ ପାଣି ଦେଇ ସେଥିରେ କିଛି ଡାଳଚିନି ଗୁଣ୍ଡ କିମ୍ବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri