ଜୀବନଚର୍ଯ୍ୟା

ସ୍ବା ସ୍ଥ୍ୟ ସୂ ଚ ନା

ପ୍ରତିଦିନ ବ୍ରେକ୍‌ଫାଷ୍ଟ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରଭୋଜନ ଠିକ୍‌ ସମୟରେ ଖାଆନ୍ତୁ। ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଯେତେ ଅଧିକ ଖାଇବେ ସେତେ ଭଲ। କାରଣ ଏପରି ଖାଦ୍ୟରେ ଭିଟାମିନ୍‌ ଭରି ରହିଥାଏ ଏବଂ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ ଅଛି। ସକାଳୁ ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ। ତେବେ ନିୟମିତ ଗଜାମୁଗ…

ବାୟୁ ପ୍ରଦୂଷଣ ମାର୍ଗଦର୍ଶିକା

‘ଭାରତରେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀରେ ସର୍ବାଧିକ। ପୃଥିବୀର ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ । ୨୦୨୦ ମସିହାରେ ସେଠାରେ ପିଏମ୍‌ ୨.୫ର ପରିମାଣ ଅନୁମୋଦନୀୟ ପରିମାଣର ପ୍ରାୟ ୧୭ ଗୁଣ ଥିଲା । ଅନ୍ୟ ସହରଗୁଡ଼ିକ ମଧ୍ୟ ବେଶି…

ବିବାହ ବିଳମ୍ବ ହେଉଛି କି, ଆପଣାନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ।…

କ୍ଷୀର ଉତୁରିବା ଭଲ ନା ଖରାପ?

ବେଳେବେଳେ ଅନ୍ୟମନସ୍କତା ଯୋଗୁ ଗ୍ୟାସ୍‌ରେ ବସିଥିବା କ୍ଷୀର ଉତୁରିଯାଏ। ଏହି କ୍ଷୀର ଉତୁରିବାକୁ କିଏ ଶୁଭ ସୂଚନା ବୋଲି କହିଥାନ୍ତି ତ ଆଉ କିଏ ଏହାକୁ ଖରାପ ସଙ୍କେତ ବୋଲି ଭାବି ନେଇଥାନ୍ତି। ତେବେ ଅନେକ ସମୟରେ ଦେଖାଯାଏ, କେହି କେହି…

କଇଁଛ ପ୍ରତୀମା କେତେ ଦରକାରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ସତ କଇଁଛ ବା କଇଁଛର ପ୍ରତୀମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ମହାପ୍ରଭୂ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ କଚ୍ଛପ ବା କଇଁଛ ଅବତାର ହେଉଛି ଗୋଟିଏ। ତେଣୁ ଯେଉଁ ଘରେ କଇଁଛ ଅବା କଇଁଛର ପ୍ରତୀମା…

ମୁଣ୍ଡରେ ରୁପି ହେଉଥିଲେ…

ଚୁଟିରେ ତେଲ ଲଗାଇବା ଦ୍ୱାରା ଚୁଟିମୂଳ ଶକ୍ତ ହେବା ସହ ମୁଣ୍ଡ ଥଣ୍ଡା ରୁହେ। ହେଲେ ଆପଣ ଜାଣନ୍ତିକି, ଅନେକେ ଭାବନ୍ତି ଶୀତଦିନେ କେଶରେ ଅଧିକ ତେଲ ଲଗାଇଲେ ଏବଂ କମ୍‌ ଧୋଇଲେ ଡ୍ରାଏନେସ୍‌ ଦୂର ହେବା ସହ ରୁପି ହେବ…

ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ ….

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା ଅନେକେ ସୌଖୀନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଛି। ମାତ୍ର…

ପ୍ରାକୃତିକ ଉପାୟରେ ଧଳା କେଶକୁ କଳା କରିବାକୁ ଚାହୁଁଥିଲେ…

କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବଜାରରେ ମିଳୁଥିବା ଅନେକ ରାସାୟନିକ ପଦାର୍ଥ ବ୍ୟବହାର…

ଗାଜର ଖାଇଲେ ଏସବୁ ରୋଗରୁ ମିଳେ ମୁକ୍ତି

ଗାଜର ଆମ ଶରୀର ପାଇଁ ବହୁ ଉପକାରୀ। ଏଥିରେ ପୋଷକ ତତ୍ତ୍ବ ଥିବାରୁ ଏହା ଶରୀର ପାଇଁ ନିହାତି ଆବଶ୍ୟକ। ଗାଜର ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଗାଜର ଖାଇଲେ ଅନେକ ରୋଗ…

ପିଲା ଓ ମଧୁମେହ

ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟ କେତେକ କାରଣରୁ ବର୍ତ୍ତମାନ ଅଧିକାଂଶଙ୍କ ଠାରେ ମଧୁମେହ ବା ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିରୁ ବାଦ୍‌ ପଡ଼ୁନାହାନ୍ତି ଛୋଟପିଲା। ତେଣୁ ଏହି ରୋଗ ଚିହ୍ନଟ ହେବା ମାତ୍ରେ ଏହାର ନିୟମିତ ଚିକିତ୍ସା କରାଇବା ସହ…

ଅଦରକାରୀ ପ୍ଲାଷ୍ଟିକ୍‌ର ନୂଆ ରୂପ…

ପ୍ଲାଷ୍ଟିକ୍‌ ବୋତଲ୍‌ଗୁଡ଼ିକୁ ବ୍ୟବହାର କରିସାରିବା ପରେ ବାହାରେ ନ ଫିଙ୍ଗି ବିଭିନ୍ନ ଆକୃତିରେ କାଟି ଗଛ ଲଗାଇବା ପାଇଁ ବ୍ୟବହାର କରିପାରିବେ। ଏଥିରେ ଓ୍ବାଲ୍‌ ହାଙ୍ଗିଙ୍ଗ୍‌ ଗାର୍ଡ଼େନ ମଧ୍ୟ କରିପାରିବେ। ଯଦି ଆପଣଙ୍କର ଆର୍ଟ କିମ୍ବା କ୍ରାଫ୍ଟ କରିବାରେ ରୁଚି ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?