ଘରେ କରନ୍ତୁ ପେଡିକିଓର

ତୁଳାରେ ରିମୁଭର ଲଗାଇ ପୁରୁଣା ନେଲପଲିସ୍‌କୁ ଛଡ଼ାଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଅଳ୍ପ ସାମ୍ପୁ, ଲୁଣ ଓ ନଡିଆ ତେଲ ପକାଇ ସେଥିରେ ପାଦକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଭିଜାନ୍ତୁ।
ପାଣିରେ ଭିଜାଇବା ପରେ ପାଦକୁ ପ୍ୟୁମିକ୍‌ ଷ୍ଟୋନରେ ଧୀରେ ଧୀରେ ସଫା କରନ୍ତୁ। ନଖକୁ ବ୍ରଶରେ ସଫା କରନ୍ତୁ। ଏହାପରେ ତଉଲିଆରେ ପାଦକୁ ଭଲଭାବେ ସଫା କରି ପାଣିରେ ଧୋଇ ଦିଅନ୍ତୁ।
ନଖ କାଟିବା ଆବଶ୍ୟକ ହୋଇଥାଏ ତେବେ ପାଦକୁ ପାଣିରୁ କାଢିବା ପରେ ପରେ ନଖ କାଟି ଦିଅନ୍ତୁ। ପାଦ ଆଙ୍ଗୁଠିର ନଖକୁ ସବୁବେଳେ ସିଧା କାଟନ୍ତୁ। ପାଦର ନଖର କ୍ୟୁଟିକଲ୍ସକୁ କାଟନ୍ତୁ ନାହିଁ।
ଓ ନଖରେ କ୍ରିମ୍‌ ଲଗାଇ ଭଲଭାବେ ମାଲିସ୍‌ କରନ୍ତୁ। ବିଶେଷକରି ଗୋଇଠିରେ ଭଲଭାବେ କ୍ରିମ୍‌ ଲଗାଇ ମାଲିସ୍‌ କରନ୍ତୁ।
ପାଦ ଯଦି ଅଧିକ ରୁକ୍ଷ ହୋଇଥାଏ ତେବେ ଘରୋଇ ଉପାୟରେ ପ୍ରସ୍ତୁତ ପ୍ୟାକ୍‌ ଲଗାଇପାରିବେ। ଏଥିପାଇଁ କ୍ଷୀର, ଓଟ୍‌ସ, ଆଲୋବେରା ଜେଲ୍‌, ବାଦାମ ତେଲ ମିଶାନ୍ତୁ। ଏସବୁକୁ ଭଲଭାବେ ମିଶାଇ ପେଷ୍ଟ ତିଆରି କରି ପାଦର ସବୁଆଡେ ଲଗାଇ ଏକ ସଫା କପଡା ବାନ୍ଧି ଦିଅନ୍ତୁ। ୧୫ ମିନିଟ୍‌ ପରେ ପାଦକୁ ଧୋଇ ଦିଅନ୍ତୁ।
ଲଗାଇବା ପାଇଁ ଆପଣ ୨ ବଡ଼ ଚାମଚ ସୂର୍ଯ୍ୟମୁଖୀ ତେଲ, ୨ ବଡ ଚାମଚ ଲେମ୍ବୁ ରସ, ୩ ବଡ ଚାମଚ ଚିନିକୁ ଭଲଭାବେ ମିଶାନ୍ତୁ। ଭଲଭାବେ ମିଶି ପେଷ୍ଟ ହୋଇ ଗଲାପରେ ଏହାକୁ ଦୁଇ ପାଦରେ ଲଗାଇ ଘଷନ୍ତୁ। ୧୫ ମିନିଟ୍‌ ପରେ ପାଦ ଧୋଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ଓସ୍ତପତ୍ରରେ ରହିଛି ବହୁ ଔଷଧୀୟ ଗୁଣ

ଆମ ଚତୁପାର୍ଶ୍ୱରେ ବିଭିନ୍ନ ଔଷଧୀୟ ବୃକ୍ଷ ରହିଛି। ମାତ୍ର ଆମେ ଏହାର ଉପକାରିତା ବିଷୟରେ ଜାଣି ନ ଥାଉ। ଏହି ଯେମିତି ଓସ୍ତପତ୍ର। ଏହାର ଅନେକ...

ପୁରୁଷ ବନ୍ଧ୍ୟାତ୍ୱ

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ...

ଚିଜ୍‌ ଲଲିପପ୍‌

ସ୍ନାକ୍ସରେ ଲଲିପପ୍‌ ସଭିଙ୍କ ପସନ୍ଦ। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି...

ଅଷ୍ଟିଓପୋରୋସିସ୍‌ରୁ ମୁକ୍ତି ଦେବ ସୁପୋଷଣ

ବୟସ ବଢ଼ିବା ସହିତ ଶରୀରରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ। ଅଧିକାଂଶଙ୍କ ଠାରେ ଧୀରେ ଧୀରେ ଅଷ୍ଟିଓପୋରୋସିସ୍‌ ସମସ୍ୟା ଦେଖାଦେଇଥାଏ। ପ୍ରତି ୩ ଜଣରେ ଜଣେ...

ଟ୍ରାଇବାଲ୍‌ ପ୍ରିଣ୍ଟ

ଖରାଦିନେ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ରହିଛି ଡିମାଣ୍ଡ। ସ୍କର୍ଟ, ଟପ୍ସ୍‌, ବ୍ଲାଉଜ୍‌, ଶର୍ଟସରେ ବି ଏହି ପ୍ରିଣ୍ଟକୁ ଆପଣାଇପାରିବେ.. – ଜ୍ୟୋମେଟ୍ରିକ୍‌ ସେପ୍ସ ଏବଂ ଆବ୍‌ଷ୍ଟ୍ରାକ୍ଟସ୍‌ ଲାଇନ୍ସର...

ଏସବୁ ସମସ୍ୟା ଦୂର କରେ ସର୍ବାଙ୍ଗାସନ

ଯୋଗ ସ୍ବାସ୍ଥ୍ୟ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ଇମିନ୍ୟୁ ସିଷ୍ଟମ ମଜଭୁତ ହେବା ସହ ଯେକୌଣସି ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ଦୂର ହୁଏ। ବିଶେଷକରି ଶୀତଦିନରେ...

ପୃଥିବୀ ବାହାରେ ଜୀବଜଗତ

ପୃଥିବୀ ହେଉଛି ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ଗୋଟିଏ। ସୂର୍ଯ୍ୟ ଚାରିପଟେ ସମସ୍ତ ଗ୍ରହ ପରିକ୍ରମଣ କରୁଛନ୍ତି। ସୂର୍ଯ୍ୟ ହେଉଛି ଆକାଶଗଙ୍ଗା ଗାଲାକ୍ସିର ଗୋଟିଏ ନକ୍ଷତ୍ର।...

Advertisement
Archives

Model This Week