ଜୀବନଚର୍ଯ୍ୟା

ଜାଣନ୍ତୁ ସଙ୍କଟ ଦୂରରେ – ପାଖରେ ଥିଲେ କ’ଣ କରିବେ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ ସମୟରେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ବର୍ଣ୍ଣନା କରିଛନ୍ତି। ସଙ୍କଟ ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି କଣ କରିବା କଥା ଜାଣନ୍ତୁ ସେ ସମ୍ପର୍କରେ… ଯେ ପର୍ଯ୍ୟନ୍ତ ଅସୁବିଧା, ଚିନ୍ତା ଏବଂ ସଙ୍କଟ…

ଦେହ ପାଇଁ ଉପକାରୀ ଏହି ତେଲ

ସୋରିଷ ତେଲ, ଘିଅ, ରିଫାଇନ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ…

ଆପଣଙ୍କର ଏହି ୧୦ ଅଭ୍ୟାସ ଅଛି କି? ଯୁବାବସ୍ଥାରେ ବୃଦ୍ଧ ପରି ଆସିବେ ନଜର, ତୁରନ୍ତ କରନ୍ତୁ ଉପଚାର

ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ ପ୍ରତିଦିନ…

କୁର୍ତ୍ତି ସହ ସ୍କର୍ଟ

ଫ୍ୟାଶନ ଟ୍ରେଣ୍ଡରେ ଅଲଗା ଦେଖାଯିବା ପାଇଁ ସ୍କର୍ଟ ସହ କୁର୍ତ୍ତି ମ୍ୟାଚ କରି ପିନ୍ଧିପାରିବେ। ଏହା ପିନ୍ଧିବା ପାଇଁ ଆରାମଦାୟକ ହେବା ସହିତ ଏଥେନିକ୍‌ ଲୁକ୍‌ ଦେବ… ସର୍ଟ କୁର୍ତ୍ତି ପିନ୍ଧିବାକୁ ପସନ୍ଦ କରୁଥିଲେ ମ୍ୟାଚ କରି ସ୍କର୍ଟ ପିନ୍ଧିପାରିବେ। ଏହା…

ସୁବିଧାବାଦୀ ସହକର୍ମୀ

ସଫଳ କ୍ୟାରିୟର ପାଇଁ ଅନେକ ପରିଶ୍ରମ ତ କରିବାକୁ ପଡିଥାଏ, କିନ୍ତୁ ବେଳେବେଳେ ପରିଶ୍ରମର ଶ୍ରେୟ ନିଜକୁ ନ ମିଳି ମିଳିଥାଏ ଆଉ କାହାକୁ। ଅଫିସରେ ସହକର୍ମୀମାନଙ୍କ ଚାଲାକି ପାଇଁ ଅନେକ ସମୟରେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ବି ପଡ଼େ। କର୍ମକ୍ଷେତ୍ରରେ…

କୋମଳ ରହିବ ହାତ

କେବଳ ମୁହଁ ନୁହେଁ, ହାତ ଓ ପାଦର ସୁନ୍ଦରତା ବି ବଢ଼ାଇବାକୁ ହେବ। ତେଣୁ ଏଥିପାଇଁ କିଛି ଘରୋଇ ଉପାୟରେ କିପରି ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଉପଚାର କରିବେ ଜାଣି ରଖନ୍ତୁ… ହାତ ପାଦକୁ ଅଧିକ ମୁଲାୟମ କରିବା ପାଇଁ ମହୁ…

ଧୂମପାନ ନ କଲେ ବି ଫୁସ୍‌ଫୁସ୍‌ କର୍କଟ ଆଶଙ୍କା

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟ୍ୟୁମର ଓ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ମଧ୍ୟ…

ରୋଟାଭାଇରସ୍‌ ଇନ୍‌ଫେକ୍‌ଶନ ଓ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ପୁଣି ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବେଶି ଯେ ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି କୁହାଯାଇଥାଏ। ତେବେ ଡାଇବେଟିସ୍‌କୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା: ଟାଇପ୍‌-୧…

ସମର୍ଥାଧିକ ଉପଯୋଗ ଶରୀର ପାଇଁ କ୍ଷତିକାରକ

ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ ତୃତୀୟ ନିୟମ ଅନୁସାରେ ‘ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି।’ ଯେପରି ଗୋଟିଏ ରବରକୁ ଆମେ ସ୍ବଳ୍ପ ବଳ ପ୍ରୟୋଗ କରି ଟାଣିଲେ ତାହା ସ୍ଥିତିସ୍ଥାପକ ଶକ୍ତି ଯୋଗୁ କାର୍ଯ୍ୟରେ ଲାଗିଥାଏ, ହେଲେ ମାତ୍ରାଧିକ…

ବୁଟ୍‌କଟ୍‌ ଜିନ୍ସ ଫ୍ୟାଶନ

ବୁଟ୍‌କଟ୍‌ ଜିନ୍ସର ଟ୍ରେଣ୍ଡ ଏବେ ପୁଣିଥରେ ଫେରି ଆସିଛି, ଯାହାକୁ ଯୁବପିଢି ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଟାଇପ୍‌ର ଜିନ୍ସ ସାଧାରଣତଃ ଅଣ୍ଟାଠୁ ଆଣ୍ଠୁ ପର୍ଯ୍ୟନ୍ତ ଫିଟିଙ୍ଗ୍‌ ହୋଇ ରହୁଥିବା ବେଳେ ଆଣ୍ଠୁରୁ ତଳ ଆଡକୁ ଢିଲା ରହିଥାଏ। ତେବେ ଏହି…

ନୂଆ ଘର ପାଇଁ ବାସ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ନୂଆ ଘର ପାଇଁ କ’ଣ ସବୁ ଜରୁରୀ ବାସ୍ତୁ…

ଶିମ୍‌ଲା ଲଙ୍କା ଖାଇବାର ଫାଇଦା

ଅନ୍ୟ ସବୁଜ ପନିପରିବା ପରି ଶିମ୍‌ଲା ଲଙ୍କାରେ ମଧ୍ୟ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ; ଯାହା ଆମ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ଯେମିତିକି: ଏଥିରେ ବହୁତ କମ୍‌ ମାତ୍ରାରେ କ୍ୟାଲୋରୀ ରହୁଥିବାରୁ ଏହାକୁ ଖାଇଲେ ଓଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?