ଜୀବନଚର୍ଯ୍ୟା

ଏସବୁ ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ହୋଇପାରେ ହୃଦଘାତ

ବର୍ତ୍ତମାନ ସମୟରେ ହୃଦଘାତରେ ଆକ୍ରାନ୍ତ ହେବା ସ୍ବାଭାବିକ ହୋଇଗଲାଣି। ଯାହା ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ ହୃଦରୋଗ ଦୁଇ-ତିନି ଗୁଣ ଅଧିକ ରହିଛି। ଦେଶରେ ଅଧିକରୁ ଅଧିକ ଲୋକ ଏହି ହୃଦଘାତରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି। ଅନେକ କାରଣ ଅଛି…

ଏପରି ଭୁଲ୍‌ କରୁଛନ୍ତି କି? ବଢ଼ିପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ…

ପେଟ ମାଡ଼ି ଶୋଉଥିଲେ

ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ ସମ୍ପର୍କରେ… ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ…

ବର୍ଷାରେ ଗର୍ଭବତୀଙ୍କ ଯତ୍ନ

ବର୍ଷାଦିନେ ଗର୍ଭବତୀଙ୍କୁ ନିଜ ସହିତ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟରକ୍ଷା ନିମନ୍ତେ କେତେକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ… ବର୍ଷାରେ ଅନେକେ ଥଣ୍ଡା ଲାଗୁଥିବାରୁ ଭଲ ଭାବେ ଗାଧାନ୍ତି ନାହିଁ। ହେଲେ ଏପରି ନ କରି…

ପିଲାଙ୍କ ଆୟା

ବର୍ତ୍ତମାନ ସମୟ ଅଭାବରୁ କେତେଜଣ କର୍ମଜୀବୀ ମା’ ସେମାନଙ୍କ ଅନୁପସ୍ଥିତିରେ ପିଲାଙ୍କ ଦାୟିତ୍ୱ ବୁଝିବା ଲାଗି ବେବି ସିଟର ବା ଆୟାଙ୍କ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ମଧ୍ୟ ବିଭିନ୍ନ ସମସ୍ୟା ଉପୁଜୁଥିବା ଦେଖାଯାଉଛି। ତେଣୁ ଆୟା…

ବ୍ୟକ୍ତିଙ୍କ ପାଟିରେ ଭରି ରହିଛି ବିଷ, ଅମୃତ, ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ କଥାକୁ ଅମୃତ ବୋଲି ବର୍ଣ୍ଣନା କରିଛନ୍ତି। ସେଠାରେ ଏହାକୁ ବିଷ ବୋଲି ମଧ୍ୟ କହିଛନ୍ତି।…

ଇନ୍‌ସୁଲିନ୍‌ର ଆବିଷ୍କାର: ସ୍ବପ୍ନରୁ ସୂଚନା

”ଇନ୍‌ସୁଲିନ୍‌ ଆମ ଶରୀରର ଏକ ହରମୋନ୍‌। ଏହା ପ୍ରାଣୀମାନଙ୍କ ଶରୀରରେ ରହିଥିବା ଅଗ୍ନ୍ୟାଶୟ ନାମକ ଗ୍ରନ୍ଥିରୁ କ୍ଷରିତ ହୋଇ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ଅନୁମୋଦିତ ସ୍ତରରେ ରଖେ। ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିଗଲେ ତାକୁ ଗାଇକ୍ଲୋଜେନ୍‌ ନାମକ ଉପାଦାନରେ ପରିଣତ କରିଦେଇ…

ଉଷୁମ ପାଣି ପିଉଥିଲେ

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ ଗରମ ପାଣି…

କାଠରେ ନିର୍ମିତ ଚର୍ଚ୍ଚ

ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଭଳିକିଭଳି କାରୁକାର୍ଯ୍ୟପୂର୍ଣ୍ଣ ଅନେକ ଛୋଟ ବଡ଼ ଚର୍ଚ୍ଚ। ତେବେ ରୁଷିଆର କିଝି ଆଇସ୍‌ଲାଣ୍ଡରେ ଥିବା କିଝି ପୋଗୋଷ୍ଟ ଚର୍ଚ୍ଚ ଏସବୁ ମଧ୍ୟରେ ସ୍ବତନ୍ତ୍ର। କାରଣ ଏହା ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇଛି କାଠରେ। ଜାଣିବା ଏହି…

ମସ୍ତିଷ୍କ ସକ୍ରିୟକାରୀ କ୍ରିୟା

ମସ୍ତିଷ୍କ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବା ସହ ଖୁସିରେ ରହେ। କାରଣ ମଣିଷର ସବୁ ଗତିବିଧିକୁ ମସ୍ତିଷ୍କ ହିଁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଏହାକୁ କିଭଳି ସକ୍ରିୟ ଓ ସୁସ୍ଥ ରଖିହେବ ସେ ସମ୍ପର୍କରେ ଜାଣିବା ନିହାତି ଜରୁରୀ। ନିମ୍ନରେ…

ଚେହେରା ଅନୁଯାୟୀ ବିନ୍ଦି

ବିନ୍ଦି! ନାରୀଙ୍କୁ ଦେଇଥାଏ ଏକ ଆକର୍ଷଣୀୟ ଲୁକ୍‌। ପାରମ୍ପରିକ ପୋଷାକରେ ତ ଏହା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ବିଭିନ୍ନ ପ୍ରକାରର ବିନ୍ଦି ଦେଖିବାକୁ ମିଳୁଥିବା ବେଳେ ସବୁପ୍ରକାରର ବିନ୍ଦି କିନ୍ତୁ ସମସ୍ତଙ୍କ ଚେହେରାକୁ ମାନି ନ ଥାଏ। ତେଣୁ କେଉଁ…

କେତେ ଶୁଭ କଳାଜାଇ…

କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍‌ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା କଳାଜାଇ ଭାଗ୍ୟଶାଳୀ ତଥା ସୁଖମୟ ଜୀବନ ବିତାଇବାର ସଙ୍କେତ ଦେଇଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?