ଜୀବନଚର୍ଯ୍ୟା

ଫେକ୍‌ ଜବ୍‌ ଅଫର

ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡ଼ା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ। ହେଲେ କେବେକେବେ ଏହା ଯେ ସେମାନଙ୍କୁ ଠକିବାର ଏକ ମାୟାଜାଲ, ତାହା ସେମାନେ ବୁଝିବା…

କୁଆଁରପୂନେଇଁ ସଜ

କୁଅଁାରପୂନେଇଁ ଦିନ ଝିଅମାନେ ନୂଆ ପୋଷାକ ପିନ୍ଧି ସଜେଇ ହୁଅନ୍ତି। ସକାଳୁ ଆଞ୍ଜୁଳିଟେକା ଏବଂ ସନ୍ଧ୍ୟାରେ ଚାନ୍ଦପୂଜା କରି ସାଙ୍ଗସାଥୀଙ୍କ ମେଳରେ ବେଶ୍‌ ମଜାମସ୍ତି କରନ୍ତି। ଆଉ ଏମିତିରେ ପରସ୍ପର ଭିତରେ କାହା ପୋଷାକ କେତେ ସୁନ୍ଦର ତାକୁ ନେଇ ହୁଏ…

ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ…

ଜାଣନ୍ତୁ ଧନୀ ହେବେ କିପରି

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…

ସୁନ୍ଦରତା ବଢ଼ାଏ ବେଲପତ୍ର

ପୂଜା ପାଇଁ ବ୍ୟବହୃତ ହେଉଥିବା ବେଲପତ୍ରକୁ ସୌନ୍ଦର୍ଯ୍ୟ ଉପଚାରରେ ମଧ୍ୟ ବ୍ୟବହାର କରିହେବ। ତ୍ୱଚାରୁ ଆରମ୍ଭ କରି କେଶର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ବେଲପତ୍ର ଏକ ସୁନ୍ଦର ବିକଳ୍ପ… ତ୍ୱଚାରେ ଯଦି ବିଭିନ୍ନ ପ୍ରକାରର ଦାଗ ରହିଥାଏ ଅଥବା…

ଫଳ ଖାଆନ୍ତୁ ଏମିତି

ପ୍ରତିଦିନ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଠିକ୍‌ ଢଙ୍ଗରେ ନ ଖାଇଲେ ହୁଏତ ଫାଇଦା ମିଳି ନ ପାରେ। ତେଣୁ ନିୟମ ଅନୁସାରେ କିପରି ଫଳ ଖାଇବେ ଜାଣି ରଖନ୍ତୁ… ତରକାରି କିମ୍ବା ସାଲାଡ ଖାଇବା ସମୟରେ…

ଦାନ୍ତ ବିନ୍ଧା ଓ କୋଷ

ଦାନ୍ତମୂଳ ବିନ୍ଧିବା ପଛରେ ଅନେକ କାରଣ ରହିଛି। ବିଶେଷ ଭାବରେ ଥଣ୍ଡାଜନିତ ସମସ୍ୟା ଲାଗି କିମ୍ବା ଦୀର୍ଘଦିନ ଧରି ଦାନ୍ତମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଜମି ରହିଲେ ଏଭଳି ସମସ୍ୟା ଦେଖାଦେଇଥାଏ। ହେଲେ ଏହା ସହ ଆଉ ଏକ କଥାର ସଂଯୋଗ ରହିଛି।…

ନୀରୋଗ ଶରୀର ଅନ୍ତରାଳେ…

ସାରା ବିଶ୍ୱରେ ନିଜ ନିଜର ପାରମ୍ପରିକ ଚିକିତ୍ସା ବିଜ୍ଞାନ ରହିଥିବା ବେଳେ ଆମ ଭାରତବର୍ଷରେ ଆୟୁର୍ବେଦୀ ଚିକିତ୍ସା ବିଜ୍ଞାନ ବହୁ ପୁରାତନ। ଏପରି ଚିକିତ୍ସା ପ୍ରଣାଳୀକୁ ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନ ଭାବେ ପ୍ରାଧାନ୍ୟ ଦିଆଯାଉଅଛି। ଯୁଗ ଯେତେ ଆଧୁନିକ ହେଲେ ସୁଦ୍ଧା…

ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଶାଢି ପିନ୍ଧି କିପରି ସଜାଇ ହେଲେ ଆକର୍ଷଣୀୟ ଲୁକ୍‌ ପାଇହେବ ସେ ନେଇ ଅନେକଙ୍କର ଚିନ୍ତା ଥାଏ। ତେଣୁ ଏଠାରେ ସେମିତି କିଛି ସହଜ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣେଇ ପାରିଲେ ଲୁକ୍‌ ସୁନ୍ଦର ଦେଖାଯିବା…

ଦାଣ୍ଡିଆ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌

ଆରମ୍ଭ ହୋଇସାରିଛି ପାର୍ବଣର ଋତୁ। ବୁଲି ବୁଲି ମା’ଙ୍କ ମେଢ଼ ଦେଖିବା, ନୂଆ ନୂଆ ପୋଷାକ କିଣିବା, ଭଳିକି ଭଳି ଖାଦ୍ୟ ଖାଇବାରେ ଦଶହରାର ଭରପୂର ମଜା ନେଉଛନ୍ତି ଯୁବପିଢ଼ି। ଏହାସହିତ ବର୍ତ୍ତମାନ ସ୍ଥାନରେ ଆୟୋଜିତ ଦାଣ୍ଡିଆ ନାଇଟ୍ସ ପୂଜା ମାହୋଲ୍‌କୁ…

କେଉଁଠି ଲଗାଇବେ ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ, ହେବ ସୌଭାଗ୍ୟପ୍ରାପ୍ତି…

ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ ହେଉ ଅବା ମୂର୍ତ୍ତିକୁ ଘରେ ରଖି ନିଷ୍ଠାର ସହ ପୂଜା କଲେ ମଙ୍ଗଳ ହେବା ସହ ସୌଭାଗ୍ୟପ୍ରାପ୍ତି ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ବି ଏକଥାକୁ ସ୍ବୀକାର କରାଯାଇଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ମାତାଙ୍କର…

ଅକ୍ଟୋବର ମାସରେ କୁମ୍ଭ ସମେତ ଏହି ୫ ରାଶି ଲାଗି ଧନଲାଭର ଯୋଗ; କ୍ଷତି ସହିବେ ଗୋଟିଏ ରାଶି ବ୍ୟକ୍ତିବିଶେଷ

ଆରମ୍ଭ ହୋଇଛି ଅକ୍ଟୋବର। ଏହି ମାସରେ ଦଶହରା, କୁମାରପୂର୍ଣ୍ଣିମା, ଦୀପାବଳୀ ଭଳି ଉତ୍ସବ ପଡ଼ିବ। ପାର୍ବଣର ଏହି ସମୟରେ ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ସେହିଭଳି ବ୍ୟବସାୟୀଙ୍କ ରୋଜଗାର ବୃଦ୍ଧି ପାଇଥାଏ। ଜ୍ୟୋତିଷ ବିଷାରଦଙ୍କ ମୁତାବକ ଚଳିତ ମାସରେ ୫ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?