ଜୀବନଚର୍ଯ୍ୟା

ସୋସିଆଲ ମିଡିଆ ଓ ଅବସାଦ

ସୋସିଆଲ ମିଡିଆ ସହ ଜଡ଼ିତ ରହିବା କେବଳ ଯୁବପିଢ଼ି ନୁହନ୍ତି, ଅନେକ ବୟସ୍କ ବ୍ୟକ୍ତିଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ତେବେ ଆବଶ୍ୟକତାଠାରୁ ଅଧିକ ସମୟ ସୋସିଆଲ ମିଡିଆ ସହ ଜଡ଼ିତ ରହିଲେ ତାହା ଅବସାଦର…

ନୂତନ କରୋନା ଭୂତାଣୁ

ଦୁନିଆରେ କରୋନା ଭୂତାଣୁ ଓମିକ୍ରନ ଆତଙ୍କର କଳାବାଦଲ ହଟି ନ ଥିଲାବେଳେ ଏବେ ଆଉ ଏକ ନୂତନ ଭୂତାଣୁର ଆବିର୍ଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଫ୍ରାନ୍ସରୁ ମିଳିଥିବା ଏହି ନୂଆ ପ୍ରକାର କରୋନା ଭୂତାଣୁର ନାମ ‘ଆଇଏଚ୍‌ୟୁ’ (IHU)…

ସୁସ୍ଥ ପରିବେଶ ଓ ସ୍ବାସ୍ଥ୍ୟ

ସାରା ବିଶ୍ୱରେ ବୈଜ୍ଞାନିକମାନଙ୍କ ସିଦ୍ଧାନ୍ତ ତଥା ଭୌଗୋଳିକ ବିଜ୍ଞାନସମ୍ମତ ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ ଋତୁଚକ୍ରରେ ପରିବର୍ତ୍ତନ ହୋଇ ଭିନ୍ନ ଭିନ୍ନ ପ୍ରକାରର ଜଳବାୟୁ ମଧ୍ୟ ପରିବର୍ତ୍ତନ ହେବାର ଦେଖାଯାଇଥାଏ। ଏପରି ସ୍ଥଳେ ଆମ ଦେଶରେ ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ…

ଜିନ୍ସ ଶାଢ଼ି ଫ୍ୟାଶନ୍‌

ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ରେ ଜିନ୍ସର ଫ୍ୟାଶନ ଯେମିତି କେବେବି ଆଉଟ୍‌ ଡେଟେଡ୍‌ ହୁଏନାହିଁ ସେହିଭଳି ଇଣ୍ଡିଆନ୍‌ ଓ୍ବେର୍‌ରେ ଶାଢ଼ିର ଫ୍ୟାଶନ୍‌ ବି ସବୁବେଳେ ରହିଛି ଓ ରହିଥିବ। ତେବେ ଏହି ଦୁଇ ଆଉଟ୍‌ଫିଟ୍‌କୁ ଯଦି କମ୍ବାଇନ୍‌ କରିଦିଆଯାଏ ଲୁକ୍‌ ନିଶ୍ଚିତଭାବେ ଭିନ୍ନ ଓ…

ଶରୀର ପାଇଁ କେତେ ଜରୁରୀ ସୂର୍ଯ୍ୟକିରଣ

ଶୀତଦିନେ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହ କିଛି ସମୟ ସୂର୍ଯ୍ୟକିରଣରେ ବସିବା ବି ଜରୁରୀ। କାରଣ ଏହିଦିନେ ଆମେ ଶୀତରୁ ରକ୍ଷା ପାଇବାକୁ ଗରମ ପୋଷାକ ପିନ୍ଧିବା ସହ ନିଜକୁ ଯେତେ ସମ୍ଭବ ଘୋଡ଼େଇଘାଡ଼େଇ ରଖିଥାଉ; ସେଥିପାଇଁ…

ଘରେ ଦର୍ପଣକୁ କେଉଁଠି ରଖିବେ, ଜାଣନ୍ତୁ କ’ଣ କୁହେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଦର୍ପଣର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଯେହେତୁ ଉତ୍ତର ଦିଗର ସ୍ବାମୀ…

ଲକ୍ଷଣ ବଦଳାଉଛି କରୋନା

କରୋନା ମହାମାରୀ ବ୍ୟାପିବାର ଦୁଇବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟି କୋଟି ଲୋକ ସଂକ୍ରମିତ ବି ହୋଇସାରିଛନ୍ତି। ଏହି ସମୟରେ କିଙ୍ଗ୍‌ସ କଲେଜ ଲଣ୍ଡନର ସହଯୋଗରେ ବିକଶିତ କୋଭିଡ୍‌ ଷ୍ଟଡି ଆପ୍‌ରେ ସଂଗୃହୀତ କରୋନା ସଂକ୍ରମିତ ରିପୋର୍ଟରୁ ଅନେକ…

ମଟର କୋପ୍ତା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ଗ୍ରୀନ୍‌ ମଟର, ୨ ଚାମଚ ବେସନ, ୨-୩ଟି ମଧ୍ୟମ ଆକାରର ଟମାଟୋ, ୨ଟି ପିଆଜ, କଞ୍ଚା ଲଙ୍କା, ରସୁଣ, ଅଦା, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ହେଙ୍ଗୁ, ଗରମ ମସଲା, ଡାଳଚିନି, ଲବଙ୍ଗ, ତେଜପତ୍ର, ଆବଶ୍ୟକ…

କେଶ ସମସ୍ୟା ଓ ସମାଧାନ

ଡା. ସଚ୍ଚିଦାନନ୍ଦ ଶତପଥୀ କେଶ ହେଉଛି ମଣିଷ ଦେହର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ମସ୍ତକର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। କେଶ ବିହୀନ ମସ୍ତକ ସମସ୍ତଙ୍କର ପରିହାସର ପାତ୍ର ହୋଇଥାଏ। ତେଣୁ ନିଜର କେଶ…

ଓ୍ବାକିଂ ଶୁଜ୍‌ କିଣୁଥିଲେ

ବେଷ୍ଟ ରେଜଲ୍ଟ ପାଇବାକୁ ହେଲେ ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଜୋତା କିଣିବା ବେଳେ ନିଜେ ଉପସ୍ଥିତ ରହି ଟ୍ରାଏ କରିନେବା…

କର୍ମଜୀବୀ ହୋଇଥିଲେ

ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସ୍‌ କାମ ବି ସମ୍ଭାଳିବାକୁ ହୋଇଥାଏ। ତେଣୁ ଉଭୟ କାମକୁ ଠିକ୍‌ ଭାବେ କରିବା ଲାଗି କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ… ମହିଳାଙ୍କ ପାଇଁ ଠିକ୍‌ ଭାବେ ଟାଇମ୍‌ ମ୍ୟାନେଜମେଣ୍ଟ କରିବା…

ଉଚ୍ଚ ରକ୍ତଚାପ ଓ ଟାଇପ-୨ ଡାଇବେଟିସ୍‌

ଉଚ୍ଚ ରକ୍ତଚାପ ପରି ସମସ୍ୟା ଥିଲେ ତାହା ଟାଇପ-୨ ଡାଇବେଟିସ୍‌ର କାରଣ ସାଜିପାରେ। ଏପରି ସତର୍କ ସୂଚନା ଦେଇଛନ୍ତି ଇଂଲଣ୍ଡର ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ। ରକ୍ତଚାପ କରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କର ଶାରୀରିକ ସମସ୍ୟା ବିଷୟରେ ତର୍ଜମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri