ଲକ୍ଷଣ ବଦଳାଉଛି କରୋନା

କରୋନା ମହାମାରୀ ବ୍ୟାପିବାର ଦୁଇବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟି କୋଟି ଲୋକ ସଂକ୍ରମିତ ବି ହୋଇସାରିଛନ୍ତି। ଏହି ସମୟରେ କିଙ୍ଗ୍‌ସ କଲେଜ ଲଣ୍ଡନର ସହଯୋଗରେ ବିକଶିତ କୋଭିଡ୍‌ ଷ୍ଟଡି ଆପ୍‌ରେ ସଂଗୃହୀତ କରୋନା ସଂକ୍ରମିତ ରିପୋର୍ଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ପ୍ରକାଶ ପାଇଛି। କିଙ୍ଗ୍‌ସ କଲେଜର ଟିମ୍‌ ସ୍ପେକ୍ଟର୍‌ ଆପ୍‌ର ଫଳାଫଳ ଦେଖିଲେ ଜଣାପଡ଼େ, କରୋନା ମହାମାରୀ ରୋଗର ଲକ୍ଷଣ ବଦଳାଉଛି।

୨୦୨୦ ମହାମାରୀ ଆରମ୍ଭରେ ମୁଖ୍ୟତଃ କାଶ, ଜ୍ୱର, ସ୍ବାଦ ଏବଂ ଗନ୍ଧ ବାରି ନ ହେବାର ଲକ୍ଷଣ ଦେଖାଦେଇଥିଲା। ଏହା ବ୍ୟତୀତ ଥକ୍କାପଣ, ମୁଣ୍ଡବିନ୍ଧା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଅନେକ ଲକ୍ଷଣ ପ୍ରକାଶ ପାଇଥିଲା। ଏହି ସମାନ ଗୁଣ ଥାଇ ଆଲ୍‌ଫା ଭାରିଆଣ୍ଟ ଆସିଲା। ପରେ ଡେଲ୍ଟା ଭାଇରସ୍‌ରେ କାଶ, ଜ୍ୱର ଏବଂ ଗନ୍ଧ ନଷ୍ଟ ହେବାର ଲକ୍ଷଣ ଦୁର୍ବଳ ହୋଇଗଲା। ନାକ, ଗଳା ଯନ୍ତ୍ରଣା ଏବଂ ବାରମ୍ବାର ଛିଙ୍କିବା ଭଳି ଲକ୍ଷଣ ଅଧିକ ଦେଖାଗଲା। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ହେଉଥିଲା।

ଏବେ ଆସିଛି ନୂଆ ଭାରିଆଣ୍ଟ ଓମିକ୍ରନ। ଏହି ଭାଇରସ ଦ୍ୱାରା ସଂକ୍ରମଣ ହେଲେ ଲକ୍ଷଣ ପ୍ରକାଶ ପାଉନାହିଁ। ଯାହାକି ଚିନ୍ତାଜନକ। ବାସ୍ତବରେ ଅନେକ ଲୋକ କରୋନା ସଂକ୍ରମଣକୁ ଏକ ସାଧାରଣ ଥଣ୍ଡା ବୋଲି ଭାବି ନେଇଥାନ୍ତି। ମାତ୍ର ଏହା ଭାବିବା ଠିକ୍‌ ନୁହେଁ।

ଓମିକ୍ରନର ଲକ୍ଷଣ ସାଧାରଣ ଥଣ୍ଡା ଭଳି। କିଛି ଲୋକଙ୍କଠାରେ ମାଂସପେଶୀ ଯନ୍ତ୍ରଣା, ଝାଡ଼ା, ବାନ୍ତି ଦେଖାଯାଉଛି। ଆଉ କିଛି ଲୋକଙ୍କଠାରେ ଆଦୌ କୌଣସି ଲକ୍ଷଣ ଦେଖାଯାଉନାହିଁ। ସେହିଭଳି ଜ୍ୱର ମଧ୍ୟ କମିଯାଉଛି। ତେଣୁ ଲୋକେ କରୋନାରେ ଆକ୍ରାନ୍ତ ହୋଇ ନ ଥିବା ଧରି ନେଉଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ରିପୋର୍ଟ ପଜିଟିଭ୍‌ ବାହାରୁଛି। ଥଣ୍ଡାର ଲକ୍ଷଣକୁ କରୋନା ଲକ୍ଷଣ ନ ଥିବା ନ ଭାବି ସତର୍କତା ଅବଲମ୍ବନ କରିବା ଉଚିତ୍‌। ଫଳରେ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିବା ବୋଲି ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨ ଜିଲାରେ ସର୍ଭେ କରିବ ନୀତି ଆୟୋଗ

ନୂଆଦିଲ୍ଲୀ,୨୭ା୪: କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତରେ ଗରିବମାନେ ସୋସିଆଲ ଡିଷ୍ଟାନ୍ସିଂ କରୁଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଜିଲାରେ...

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ...

ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ଆରମ୍ଭ

ଛତ୍ରପୁର, ୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌...

ମିଲ୍କ କେକ୍‌

ଆବଶ୍ୟକ ସାମଗ୍ରୀ: ୮ କପ୍‌ କ୍ଷୀର, ୨ ବଡ଼ ଚାମଚ ଚିନି, ଏକ ବଡ଼ ଚାମଚ ଲେମ୍ବୁରସ, ଏକ ଛୋଟ ଚାମଚ ଗୁଜୁରାତି ପାଉଡର। ପ୍ରସ୍ତୁତି...

ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ

ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ...

ଏହି ୫ ଲୋକଙ୍କ ପାଖରେ କେବେ ବି ରହେ ନାହିଁ ଟଙ୍କା: ଆପଣ ସେଭଳି ଥିଲେ କରନ୍ତୁ ଏହି ଉପାୟ

ଆନନ୍ଦମୟ ଜୀବନ ପାଇଁ ଟଙ୍କା ଆବଶ୍ୟକତା ନିହାତି ଭାବେ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ ହେଁ ପାଖରେ ଟଙ୍କା...

୧୧୧ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ...

Advertisement
Archives

Model This Week