ଉଚ୍ଚ ରକ୍ତଚାପ ଓ ଟାଇପ-୨ ଡାଇବେଟିସ୍‌

ଉଚ୍ଚ ରକ୍ତଚାପ ପରି ସମସ୍ୟା ଥିଲେ ତାହା ଟାଇପ-୨ ଡାଇବେଟିସ୍‌ର କାରଣ ସାଜିପାରେ। ଏପରି ସତର୍କ ସୂଚନା ଦେଇଛନ୍ତି ଇଂଲଣ୍ଡର ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ। ରକ୍ତଚାପ କରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କର ଶାରୀରିକ ସମସ୍ୟା ବିଷୟରେ ତର୍ଜମା କରାଯାଇଥିଲା। ଏହି ସମୟରେ ଉଚ୍ଚ ରକ୍ତଚାପ ସହ ଜଡିତ ଅଧିକାଂଶ ବ୍ୟକ୍ତିମାନଙ୍କଠାରେ ଟାଇପ-୨ ଡାଇବେଟିସ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଟ୍ୟୁମର ଥିବା କେତେକ ବ୍ୟକ୍ତିଙ୍କ ଏପରି ଡାଇବେଟିସ୍‌ର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଏହି ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭରୁ ଜଣାପଡିଛି ଯେ, ଟ୍ୟୁମର ଥିବା ପ୍ରାୟ ଦଶ ପ୍ରତିଶତ ବ୍ୟକ୍ତିଙ୍କଠାରେ ଟାଇପ-୨ ଡାଇବେଟିସ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୂତାଣୁ ଓ ନାନୋକଣିକା

”କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ...

ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ...

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ,...

କ୍ୟାନ୍‌ସର ଟ୍ୟୁମର ଚିହ୍ନଟର ନୂଆ ଉପାୟ

କଥାରେ ଅଛି- ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ବର୍ତ୍ତମାନର ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ ଚିକିତ୍ସା ପ୍ରଣାଳୀରେ କ୍ୟାନ୍‌ସରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ତାହାର ଚିକିତ୍ସା...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ଉତ୍ତମ ପରିବେଶ ପାଇଁ…

ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ।...

ଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ...

Advertisement


Archives

Model This Week