ଜୀବନଚର୍ଯ୍ୟା

ସରପ୍ରାଇଜ୍‌ ଗିଫ୍ଟ

ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌। କେଉଁ ଦିନ ଗୋଲାପ ତ ଆଉ କେଉଁ ଦିନ ଟେଡି ଏବଂ ଚକୋଲେଟ୍‌ ଦେଇ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି ଅନେକେ । ତେବେ ଦିବସ ଅନୁଯାୟୀ ଏହିସବୁ…

ପ୍ରେମରେ ପ୍ରେମରେ ବର୍ଷେ…

ଆସନ୍ତାକାଲି ପ୍ରେମର ଦିବସ ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ବେଶ୍‌ ପ୍ରତୀକ୍ଷିତ ଦିନଟିଏ। ହେଲେ, ଦୁଇ ଅଚିହ୍ନା ମଣିଷ ଯଦି ଏହିଦିନ ବିବାହ ବନ୍ଧନରେ ବାନ୍ଧି ହୋଇ ପରବର୍ତ୍ତୀ ସମୟରେ ଏହି ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି, ତେବେ…

କ୍ରିସ୍ପି କର୍ନ

ଆବଶ୍ୟକ ସାମଗ୍ରୀ: ସ୍ବିଟ୍‌ କର୍ନ- ୧ କପ୍‌, ମଇଦା- ୨ ଚାମଚ, କର୍ନଫ୍ଲୋର- ୨ ଚାମଚ, ଗୋଲମରିଚ ପାଉଡର- ଅଧା ଚାମଚ, ଅଦା ରସୁଣ ପେଷ୍ଟ- ଅଧା ଚାମଚ, କଟା ପିଆଜ- ୨ ଚାମଚ, ତେଲ- ୨ ଚାମଚ, କଟା କଞ୍ଚାଲଙ୍କା-୨ଟି,…

ଫ୍ଲ ଲେସ୍‌ ସ୍କିନ୍‌ ପାଇଁ ଅଣ୍ଡା

ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ପ୍ରାୟ ଅନେକେ ପସନ୍ଦ କରନ୍ତି। ହେଲେ ଆପଣ ଜାଣନ୍ତି କି ଏଥିରେ ଭରି ରହିଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏହାକୁ ବ୍ୟବହାରକରି ସୁନ୍ଦର, ବେଦାଗ ତ୍ୱଚା ପାଇବାକୁ ଚାହୁଁଥିଲେ…

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ…

ଅଦା ଚା’ ପିଉଥିଲେ….

ଅଦା ଚା’ ଆବଶ୍ୟକରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦେଖାଦେଇପାରେ। ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟକରେ। ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍‌ ନାମକ ଉପାଦାନ ଅଧିକ ହେଲେ ପେଟରେ ଏସିଡ୍‌ ସୃଷ୍ଟି କରେ। ତେଣୁ ଅଧିକ ଅଦା ଚା’…

ଭାଲେଣ୍ଟାଇନ୍ସ ଡେ’ ଆଉଟ୍‌ଫିଟ୍‌

ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ସ ଓ୍ବିକ୍‌। ଏହି ସ୍ପେଶାଲ ଅବସରରେ ଯୁବତୀ ଏବଂ ମହିଳା କିପରି ଗେଟ୍‌ଅପ୍‌ ନେଲେ ସୁନ୍ଦର ଲାଗିବେ ଜାଣିରଖନ୍ତୁ ଟିପ୍ସ… କ୍ରପ୍‌ ଟପ୍ସ ଏବଂ ହାଇ ଓ୍ବେଷ୍ଟ ଜିନ୍ସ-ଆଜିକାଲି ଏହି ପ୍ରକାର ଡ୍ରେସ୍‌ର ଚାହିଦା ଅଧିକ। ନିଜକୁ ଯଦି…

ମା’ ଆଉ ଅନ୍‌ଲାଇନ ଜବ୍‌

ଅନେକ କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ପରେ ଚାକିରି ସମ୍ଭାଳିବା କଷ୍ଟକର ହୋଇପଡ଼େ। ପିଲାକୁ ଛାଡ଼ି ବାହାରକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଥିବାରୁ ମନ କଷ୍ଟ ସତ୍ତ୍ୱେ କେତେଜଣଙ୍କୁ ପରିସ୍ଥିତି ବାଧ୍ୟକରେ ଜବ୍‌ ଛାଡ଼ିବାକୁ। ହେଲେ ଏବେ ଅନ୍‌ଲାଇନ…

ଦିନରେ ଅଧିକ ନିଦ ଲାଗିଲେ..

ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ କେତେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେବେ ଏପରି କେତେକ ବ୍ୟକ୍ତି…

ସୁସ୍ଥ ଜୀବନଶୈଳୀ ଅନ୍ତରାଳେ…

ସମଗ୍ର ପୃଥିବୀରେ ଯେତେ ପ୍ରଜାତିର ପ୍ରାଣୀ ଅଛନ୍ତି ସମସ୍ତଙ୍କଠାରୁ ମନୁଷ୍ୟ ବୁଦ୍ଧିମାନ ତଥା ହିତାହିତ ଜ୍ଞାନ ରହିଥିବା ପ୍ରାଣୀଭାବେ ବିବେଚିତ। ହେଲେ ନିଜର ହେୟଜ୍ଞାନ,ଖାମଖିଆଲ ମନୋଭାବ ତଥା ଅବହେଳା ହେତୁ କେତେକ ନିଜର ଦୈନନ୍ଦିନ ଜୀବନଶୈଳୀକୁ ଏପରି ଢଙ୍ଗରେ ବିତାଇ ଥାଆନ୍ତି,…

ଫ୍ଲୋରାଲ୍‌ ବ୍ଲାଉଜ୍‌ ଫ୍ୟାଶନ

ଫ୍ଲୋରାଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଏହି ପ୍ରିଣ୍ଟ ରିଫ୍ରେଶିଂ ଲୁକ୍‌ ଦେଇଥାଏ। କେବଳ ଓ୍ବେଷ୍ଟର୍ନ ନୁହେଁ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ରେ ମଧ୍ୟ ଫ୍ଲୋରାଲ୍‌ ପ୍ରିଣ୍ଟ ଖୁବ୍‌ ସୁନ୍ଦର ଲାଗେ। ଏପରିକି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ବ୍ଲାଉଜ୍‌ର…

କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? କରନ୍ତୁ ଏଭଳି…

ବେଳେ ବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହି କରଜକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଖୁବ୍‌ ଶାନ୍ତି ମିଳେ। ଆଉ ଯଦି ଠିକ୍‌ ସମୟରେ ସୁଝା ନଯାଏ, ତା’ହେଲେ ତାହା ବୋଝ ଭଳି ଲାଗିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri