ଜୀବନଚର୍ଯ୍ୟା

ବିପଦରେ ଫସିଛନ୍ତି କି? ଏହି ୫ କଥାରେ ଦୂର ହେବ ବଡ଼ ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ କଲେ ସଫଳ ହେବାଠାରୁ କେହି ବି ରୋକି ପାରିବେ ନାହିଁ। ଚାଣକ୍ୟ କହିଛନ୍ତି ବିପଦ…

୭୫ ବର୍ଷର ଫର୍ଦ୍ଦ ପାଠ

ମଣିଷ ସୃଷ୍ଟି ହେବା କାଳରୁ ବିଜ୍ଞାନ ସହ ତା’ର ପରିଚୟ। ଅଥଚ ଅଧିକାଂଶ ବ୍ୟକ୍ତି ବିଜ୍ଞାନ ପ୍ରତି ବୀତସ୍ପୃହ। ମାତ୍ର ଜନସାଧାରଣଙ୍କ ମନୋଭାବର ପ୍ରସାର କରିବା ଏବଂ ସେମାନଙ୍କ ଜୀବନର ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ବିଜ୍ଞାନ ହିଁ ପ୍ରଧାନ ଅବଲମ୍ବନ।…

ଦୁଷ୍ପ୍ରାପ୍ୟ ପୁଷ୍ପ ବ୍ରହ୍ମକମଳ

ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ। ପୁରାଣ ଅନୁସାରେ ଏହା ବ୍ରହ୍ମାଙ୍କ ହସ୍ତରେ ସୁଶୋଭିତ ଓ କେଦାରନାଥ, ବଦ୍ରିନାଥ ତଥା ଅନ୍ୟ ଧାମରେ…

ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍

ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ…

ବନ୍ଧୁତା ଲୋଡ଼େନି ବୟସ: ସମବୟସ୍କଙ୍କ ସହ ନୁହେଁ ବରଂ ଅସହାୟ ବୃଦ୍ଧାବୃଦ୍ଧ ଏବଂ କୁନି ପିଲାଙ୍କ ସହ…

ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ, ଯାହାକୁ ଭାଷାରେ ପ୍ରକାଶ କରିବାକୁ ଶବ୍ଦ ଅଣ୍ଟେନି କି ନିବିଡ଼ତା ମାପିହୁଏନି। ନା ଏଥିପାଇଁ ଆବଶ୍ୟକ ସହପାଠୀ, ସମବୟସ୍କ ବା କେହି ପରିଚିତ। ଏହି ମଧୁର ସମ୍ପର୍କ କେବେ କାହା ସହ ଯୋଡ଼ି ହୋଇଯାଏ, ଯେଉଁଥିପାଇଁ…

ଏହି ୫ କଥା ଜାଣିଲେ, କେବେ ହେବ ନାହିଁ ଧନର ଅଭାବ, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ କୁହାଯାଇଛି ଯେ, ଧନ ହିଁ ବ୍ୟକ୍ତିର ପ୍ରକୃତ ମିତ୍ର।…

ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟୁଛନ୍ତି କି? ହୋଇଯାନ୍ତୁ ସାବଧାନ

ପରିବା କାଟିବା ପାଇଁ ଅଧିକାଂଶ ଗୃହିଣୀ ଘରେ ପ୍ଲାଷ୍ଟିକ୍‌ ଚପିଂ ବୋର୍ଡ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଖରାପ। ପ୍ଲାଷ୍ଟିକ୍‌ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ ଆମ ଶରୀର ଭିତରକୁ…

ବର୍ଷାରେ ଗ୍ଲୋଇଂ ସ୍କିନ୍‌ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ବର୍ଷାଦିନେ ସୁନ୍ଦର ଓ ଗ୍ଲୋଇଂ ତ୍ୱଚା ପାଇବା ନିମନ୍ତେ କିଭଳି ଯତ୍ନ ନେବାକୁ ହେବ ଜାଣିରଖନ୍ତୁ। ତ୍ୱଚାକୁ ସୁନ୍ଦର କରିବା ପାଇଁ ପ୍ରଥମେ କ୍ଲିଞ୍ଜର ଲଗାନ୍ତୁ। ଯେକୌଣସି ପ୍ରକାରର ଲାଇଟ୍‌ କ୍ଲିଞ୍ଜର ବ୍ୟବହାର କରନ୍ତୁ। ଏହାଦ୍ୱାରା ପ୍ରାକୃତିକଭାବେ ତ୍ୱଚା ଚିକ୍କଣ ରହିଥାଏ।…

ସାକ୍ଷାତ୍‌କାରରେ ସଫଳତା ଲାଗି…

ଶିକ୍ଷାଗତ ଯୋଗ୍ୟତା ସତ୍ତ୍ୱେ ଅନେକ ସମୟରେ ସାକ୍ଷାତ୍‌କାରରେ ବିଫଳତା ମିଳିଥାଏ। ତେବେ ଏଥିରେ ସଫଳ ହେବା ପାଇଁ ବିଭିନ୍ନ ଦିଗରୁ ପ୍ରସ୍ତୁତି କରିବାକୁ ହେବ। ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ସର୍ବପ୍ରଥମେ କେଉଁ ସବୁ ବିଷୟରେ ଆପଣଙ୍କୁ ପ୍ରଶ୍ନ ଆସିବ ସେନେଇ…

ଘରେ ମେଡ୍‌ ରଖିଥିଲେ… ହୋଇଯାନ୍ତୁ ସାବଧାନ

ଆଜିକାଲି ଅଧିକାଂଶ ପରିବାରରେ ମେଡ୍‌ଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ତେବେ ଘରେ ଏମାନେ କାମ କରୁଥିବା ସମୟରେ ବିଭିନ୍ନ ଦିଗକୁ ନେଇ ସଚେତନ ରହିବାକୁ ହୁଏ। ନଚେତ୍‌ ବହୁ ସମସ୍ୟା ଆସିଥାଏ। ଏହି ଦୃଷ୍ଟିରୁ କେଉଁ ସବୁ କଥାକୁ…

ମଧୁର ଜହର ନାଇଟ୍ରସ

ନାଇଟ୍ରସ ଅକ୍ସାଇଡ, ହାସ୍ୟ ବାଷ୍ପ ବା ଲାଫିଙ୍ଗ ଗ୍ୟାସ୍‌ ନାମରେ ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହା ଏକ ମାରାତ୍ମକ ବିଷ, ଯାହାକୁ ନରହତ୍ୟାରେ ବ୍ୟବହାର କରାଯାଇପାରେ ବୋଲି କ୍ୱଚିତ ଲୋକ ଅବଗତ। ଯବକ୍ଷାରଜାନ ବା ନାଇଟ୍ରୋଜେନର ପଞ୍ଚ ଅକ୍ସାଇଡ ମଧ୍ୟରୁ ନାଇଟ୍ରସ…

ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଯନ୍ତ୍ରମାନବରେ ପରିଣତ ହୋଇଯାଇଅଛି। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ସମୟ ବିତୁଛି। ଏହି ଇଲେକଟ୍ରୋନିକ୍‌ ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର ଉପରେ କୁପ୍ରଭାବ ପକାଉଛି। ଏହାର ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?