ମେଦ ସମସ୍ୟା ଦୂର କରେ ଗ୍ରୀନ୍‌ ମଟର

ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍‌ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଯଦି ଜଣେ ବ୍ୟକ୍ତି ପ୍ରାୟ ନିୟମିତ ଗ୍ରୀନ୍‌ ମଟରରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ତେବେ ସେ ନିଜର ଓଜନକୁ କେତେକାଂଶରେ ନିୟନ୍ତ୍ରଣରେ ରଖିପାରିବେ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ ଏପରି ଖାଦ୍ୟ ଖାଇବାକୁ ୟୁନିଭର୍ସିଟି ଅଫ କାଲିଫର୍ନିଆର ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିୟମିତ ସମୟ ଅନ୍ତରାଳରେ ସେମାନଙ୍କର ଓଜନ କେତେ ରହୁଛି ତାହାକୁ ତର୍ଜମା କରାଯାଇଥିଲା। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ଓଜନ କେତେକାଂଶରେ କମୁଥିବାର ଜଣାପଡ଼ିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଗ୍ରୀନ୍‌ ମଟର ଶରୀରରେ ବ୍ଲଡ ସୁଗାର ଲେଭଲ୍‌କୁ ମଧ୍ୟ ଏହା ସନ୍ତୁଳିତ ରଖେ। ଏଥିରେ ଆଇରନ୍‌ ଓ ଫାଇବର୍‌ ଅଧିକ ପରିମାଣରେ ଥିବାରୁ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Valentine week: ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ..

ଫେବଆରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧...

ଏହି ୪ ମାମଲାରେ ପୁରୁଷଙ୍କୁ ପଛରେ ପକାଇ ଦିଅନ୍ତି ମହିଳା

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ...

AIIMS ଗବେଷଣାରୁ ଖୁଲାସା: ପ୍ରତି ଦ୍ୱିତୀୟ ବୟସ୍କ ଲିଭର ରୋଗୀ ମଦ୍ୟପାନରେ ଆକ୍ରାନ୍ତ, ୨୦ ବର୍ଷରେ ଦୁଇଗୁଣା ହୋଇଛି ସଂଖ୍ୟା

ନୂଆଦିଲ୍ଲୀ,୭ା୨: ପ୍ରତ୍ୟେକ ଦ୍ୱିତୀୟ ବୟସ୍କ ଯକୃତ ରୋଗୀ ମଦ୍ୟପାନରେ ନିଶାଗ୍ରସ୍ତ। ଏମ୍ସ ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ଏହା ପ୍ରକାଶ ପାଇଛି। ଗବେଷଣାରୁ ଜଣାପଡିଛି ଯେ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ସାରାଦିନ ଏସି ଚଲେଇ ବି କମ୍‌ ଆସିବ ବିଜୁଳି ବିଲ୍‌, ଜାଣନ୍ତୁ କେମିତି…

ଖରାଦିନେ ପ୍ରାୟତଃ ବିଜୁଳି ବିଲ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ ଦୁଇଗୁୁଣା...

ସକାଳ ବାଦ୍‌ ରାତି ଭୋଜନରେ ଖାଉଛନ୍ତି କି oats, ଜାଣିନିଅନ୍ତୁ…

ସାଧାରଣତଃ ଲୋକମାନେ ସକାଳ ସମୟରେ ଓଟସ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣିଛନ୍ତି କି ରାତିରେ ଖାଇଲେ କଣ ହେବ? ଓଜନ ହ୍ରାସ କରିବା...

କଞ୍ଚାକ୍ଷୀରରେ କେମିତି କରିବେ ରୂପଚର୍ଯ୍ୟା: ଆପଣାନ୍ତୁ ଟିପ୍ସ

ମୁହଁରେ ଆମେ କେତେକ ଘରୋଇ ଉପଚାର କରିଥାଉ। ଏସବୁ ମଧ୍ୟରେ ରହିଛି କଞ୍ଚାକ୍ଷୀର। କଞ୍ଚାକ୍ଷୀର ପ୍ରାକୃତିକ ଏବଂ ଶସ୍ତା ବିଉଟି ଟ୍ରିଟ୍‌ମେଣ୍ଟ। ସେ ସମ୍ପର୍କରେ କିଛି...

ଫ୍ୟାଶନ ଦୁନିଆରେ ନୂଆ ଟ୍ରେଣ୍ଡ୍‌; ପାଇପିଂ ଡିଜାଇନ ବ୍ଲାଉଜ୍‌

ସମୟ ବଦଳୁଛି। ତା’ସହ ପାଦମିଳାଇ ଫ୍ୟାଶନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ଗୃହିଣୀ ଦିନକୁ ଦିନ ନୂଆ ଟ୍ରେଣ୍ଡକୁ ଆପଣଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri