ଜୀବନଚର୍ଯ୍ୟା

ରକ୍ତଚାପକୁ ସନ୍ତୁଳିତ ରଖିଥାଏ ଅଙ୍ଗୁର

ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍‌ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ…

ପୂଜାବ୍ରତରେ କାହିଁକି ପିଆଜ ରସୁଣ ମନା

ହିନ୍ଦୁଧର୍ମରେ ଅନେକ ମାନ୍ୟତା ରହିଛି। ତନ୍ମଧ୍ୟରେ ପୂଜାବ୍ରତ ସମୟରେ ପିଆଜ ରସୁଣ ସେବନ ନ କରିବା ଅନ୍ୟତମ। ପିଆଜ ରସୁଣ ଯୁକ୍ତ ଖାଦ୍ୟ ଈଶ୍ୱରଙ୍କୁ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଇ ନ ଥାଏ। ଯଦିଓ ପିଆଜ ରସୁଣ ମଧ୍ୟରେ ଔଷଧୀୟ…

କୁଆଡେ ଗଲା ଇନ୍ଦ୍ରଧନୁ

ଦିନ ଥିଲା ବର୍ଷା ପରେ ପରେ ପ୍ରାୟତଃ ଦେଖିବାକୁ ମିଳୁଥିଲା ଇନ୍ଦ୍ରଧନୁ। ହେଲେ ଏବେ ସତେ ଯେମିତି ହଜିଯାଇଛି ପ୍ରକୃତିର ଏହି ଅପୂର୍ବ ବର୍ଣ୍ଣବିଭା… ଇନ୍ଦ୍ରଧନୁ ! ପ୍ରକୃତିର ଏକ ଅନନ୍ୟ ବିସ୍ମୟ। ଲାଗେ ସତେ ଯେମିତି କେଉଁ ଏକ ଚିତ୍ରକର…

ବାରମ୍ବାର ହେଉଛନ୍ତି କି ଅପମାନତି, ଜାଣନ୍ତୁ କିପରି ଦେବେ ଜବାବ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ…

ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ, କାହିଁକି ଏମିତି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି।…

ରକ୍ଷାବନ୍ଧନରେ ୯୦ ବର୍ଷ ପରେ ପଡ଼ୁଛି ୪ ମହାସଂଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ସମୟ

ନୂଆଦିଲ୍ଲୀ, ୧୪।୦୮: ରକ୍ଷାବନ୍ଧନ ହିନ୍ଦୁ ଧର୍ମର ଏକ ମହତ୍ତ଼୍ବପୂର୍ଣ୍ଣ ପରମ୍ପରା । ଭାଇ-ଭଉଣୀଙ୍କ ସଂପର୍କର ସେତୁ ରାକ୍ଷୀ ବୋଲି ଧରାଯାଏ । ଏହି ଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧି ତାର ସୁରକ୍ଷାର ପ୍ରତିଜ୍ଞା ମାଗିଥାଏ । ଭାଇ ମଧ୍ୟ ପ୍ରତିଜ୍ଞା…

ବାତ ମାରିବା ଲକ୍ଷଣ

ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଂକେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍‌ସୀ ଥାଏ, ସେମାନଙ୍କ…

ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବା ପଛରେ ନିଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯେଉଁ କେତୋଟି ବିଷୟକୁ ପ୍ରାଥମିକତା ଦିଆଯିବା ଦରକାର, ପୁଣି ତାହା ଆପଣଙ୍କର ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।…

ମଶାବାହିତ ରୋଗ

ସାଧାରଣତଃ ଅନେକ କୀଟପତଙ୍ଗ ମଣିଷକୁ କେତେକ ଗୁରୁତର ରୋଗ ସଂକ୍ରମିତ କରିଥାଆନ୍ତି। ତିନି ପ୍ରକାର କୀଟ ପତଙ୍ଗ ଯଥା-କୀଟ, ଆରାକନିଡା ଓ କ୍ରଷ୍ଟାସିଆ ନିମ୍ନମତେ ରୋଗ ସଞ୍ଚାରଣ ପାଇଁ ଦାୟୀ ଅଟନ୍ତି। ମଶା, ମାଛିକୁ ପକ୍ଷଯୁକ୍ତ କୀଟ ଏବଂ ଫ୍ଲି, ଉକୁଣୀ…

ଗ୍ରହାଣୁ ଓ କୃଷ୍ଣ ଧୂମକେତୁ

”ପୃଥିବୀ ପ୍ରତି ଗ୍ରହାଣୁଗୁଡ଼ିକର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ…

ମେଦବହୁଳତା କମାଏ କିସ୍‌ମିସ୍‌

କିସ୍‌ମିସ୍‌ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍‌ ଭାବେ ହଜମ ହୁଏନା। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍‌ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସ୍‌ମିସ୍‌ ଖାଇବା…

ଭିନ୍ନ ଦେଖାଯିବାକୁ ଚାହୁଁଥିଲେ, ଏଥର…

ସ୍ବାଧୀନତା ଦିବସ ଅବସରରେ ଟିକେ ଭିନ୍ନ ଦେଖାଯିବାକୁ କିଏ କେତେ ଉପାୟ ଆପଣାଇଥାନ୍ତି। କିଏ ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌ ପିନ୍ଧନ୍ତି ତ କିଏ ଟ୍ରାଇ କଲର୍‌ ଆସେସରିଜରେ ନିଜକୁ ସଜାଇବାକୁ ପସନ୍ଦ କରିଥାନ୍ତି। ତଥାପି ବି ବେଳେବେଳେ କିଛି ନା କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?