ଅନ୍ତର୍ଜାତୀୟ

ଆମେରିକା ଋଣ ବୋଝ ଛୁଇଁଛି ୩୧ ଟ୍ରିଲିୟନ ଡଲାର: ନିକ୍କି ହେଲି…

ଓ୍ବାଶିଂଟନ,୫।୩ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ମୂଳ ଭାରତୀୟ ନିକ୍କି ହେଲି ନିଜ ଦଳର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଯୋଗୁ ଦେଶର ଋଣବୋଝ ବଢ଼ି ୩୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଥିବା ନେଇ ନିନ୍ଦା କରିଛନ୍ତି। ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି…

ତୁର୍କୀ ଭୂକମ୍ପ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା, ୧୬୪,୦୦୦ କୋଠା କ୍ଷତିଗ୍ରସ୍ତ…

ଇସ୍ତାନବୁଲ,୫।୩ : ତୁର୍କୀରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ ଗତ ମାସରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୫,୯୬୮କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। କାରଣ ଏବେ ମଧ୍ୟ ଭଙ୍ଗା…

୧୩ ବର୍ଷ ନାବାଳକଙ୍କ ଦ୍ୱାରା ଗର୍ଭବତୀ ହେଲେ ୩୧ ବର୍ଷ ବୟସ୍କା ମହିଳା…

ଓ୍ବାଶିଂଟନ,୫।୩ : ଆମେରିକାର କଲୋରାଡୋ ରାଜ୍ୟର ଜଣେ ମହିଳା ସ୍ବୀକାର କରିଛନ୍ତି ଯେ ତାଙ୍କର ୧୩ ବର୍ଷ ବୟସ୍କ ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଥିବାରୁ ମହିଳାଙ୍କୁ ଯୌନ ଅପରାଧୀ…

ଜାତୀୟ ପରିଚୟ ସଙ୍କଟରେ ପଡ଼ିଛି ଆମେରିକା, ଶିକ୍ଷା ବିଭାଗ ହେଉ ରଦ୍ଦ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ…

ଓ୍ବାଶିଂଟନ,୫।୩ : ଆମେରିକାର ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରୁଥିବା ମୂଳ ଭାରତୀୟ ବିବେକ ରାମସ୍ବାମୀ କହିଛନ୍ତି ଯେ ଆମେରିକା ଜାତୀୟ ପରିଚୟର ସଙ୍କଟ ଦେଇ ଗତି କରୁଛି। ଦେଶରେ ଲୋକଙ୍କ ଜୀବନର କୌଣସି ଉଦ୍ଦେଶ୍ୟ ନାହିଁ।…

ଆତଙ୍କବାଦୀ ଶାଲୋବାରଙ୍କୁ ହତ୍ୟା

ଇସଲାମାବାଦ,୫ ।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କ ନିଧନ ହୋଇଛି । ଅଞ୍ଜାତ ବନ୍ଧୁକଧାରୀ ଖେବର ପଖତୁନୱାରେ ଆତଙ୍କବାଦୀ କମାଣ୍ଡର ସୈୟଦ ନୁର ଶାଲେବାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଛନ୍ତି । ଏହା ପୂର୍ବରୁ ଖାଲିଦ ରଜା…

ରାହୁଲଙ୍କ ଅଭିଯୋଗ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ କରାଯାଉଛି ଆକ୍ରମଣ, ବିବିସିର ଦେଲେ ଉଦାହରଣ

ଲଣ୍ଡନ/ନୂଆଦିଲ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆକୁ ସମ୍ବୋଧନ କରିବା ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, ଯଦି କେହି…

ମାନସିକ-ଶାରୀରିକ ସ୍ୱାସ୍ଥ୍ୟ ପାଇଁ ସୌଦି ବିଶ୍ୱବିଦ୍ୟାଳୟରେ ହେବ ଯୋଗ

ଜେଦ୍ଦା,୫ ।୩: ଅରବ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ସୌଦି ଆରବ ତା’ର ବିଶ୍ୱିଦ୍ୟାଳୟରେ ମାସିକ ଓ ଶାରିରୀକ ସ୍ୱାସ୍ଥ୍ୟର ମହତ୍ୱକୁ ଧ୍ୟାନରେ ରଖି ଯୋଗ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ସୌଦି ଯୋଗ ସମିତିର ଅଧ୍ୟକ୍ଷ ନୌଫ ଅଲ-ମରୱାଇଙ୍କ…

ପାକିସ୍ତାନରେ ଜନସଂଖ୍ୟା ସଙ୍କଟ ଯୋଗୁ ଆର୍ଥିକ ସ୍ଥିତି ଗୁରୁତର: ପୂର୍ବତନ ଅର୍ଥମନ୍ତ୍ରୀ…

ଇସଲାମାବାଦ,୪।୩ : ପାକିସ୍ତାନରେ ଜାରି ରହିଥିବା ଆର୍ଥିକ ସଙ୍କଟ ପାଇଁ ଏହାର ଜନସଂଖ୍ୟା ଦାୟୀ ବୋଲି ଶନିବାର ପୂର୍ବତନ ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ କହିଛନ୍ତି। ଦେଶର ଜନସଂଖ୍ୟା ନିୟୋଜନ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ସ୍ଥିତି ଉତ୍କଟ ହେବାରେ…

ମହାକାଶରେ ଆମେରିକା-ଚାଇନା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୪।୩ : ଚାଇନାର ମହାକାଶଯାନ ପୃଥିବୀର ଜିଓଷ୍ଟେିଶନାରୀ କକ୍ଷପଥରେ ଗତି କରୁଥିବା ଆମେରିକୀୟ ଉପଗ୍ରହ ଉପରେ କଡ଼ା ନଜର ରଖୁଛି। ଜାଣିବାକୁ ମିଳିଛି ଯେ ଚାଇନାର ମହାକାଶଯାନ ଆମେରିକୀୟ ଉପଗ୍ରହ ଉପରେ ଗୁପ୍ତଚରୀ କରୁଛି। ଟୋଙ୍ଗସିନ ଜିଶୁ ଶିଆନ ୱିକ୍ସିଂ ଅର୍ଥାତ୍‌…

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ନିନ୍ଦା କଲା ଭାରତ

ବ୍ରିସ୍‌ବେନ୍‌/ନୂଆଦିଲ୍ଲୀ,୪ା୩: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନି। ଶନିବାର ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି। ମନ୍ଦିରର ସଭାପତି ସତୀନ୍ଦର ଶୁକ୍ଳା କହିଛନ୍ତି, ଆଜି ସକାଳେ ମନ୍ଦିରର ପୁରୋହିତ ଏବଂ…

ଅଡିଓ କ୍ଲିପ୍‌ ନେଇ ବଢ଼ିଲା ଇମ୍ରାନ୍‌ଙ୍କ ଅଡୁଆ…

ଇସଲାମାବାଦ,୪।୩ : ଦୁଇ ପ୍ରଦେଶରେ ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ସେନା ସହ ବନ୍ଧୁତା କରିବାର ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହା ସହିତ ସେ ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର…

ପବିତ୍ର ତେଲରେ ହେବ କିଙ୍ଗ ଚାଲର୍‌ସଙ୍କ ରାଜ୍ୟାଭିଷେକ, ୬ରୁ ୮ ମେ‘ ପର୍ଯ୍ୟନ୍ତ ହେବ ଉତ୍ସବ…

ଲଣ୍ଡନ,୪।୩ : ବ୍ରିଟେନ କିଙ୍ଗ ଚାଲର୍‌ସଙ୍କ ରାଜ୍ୟାଭିଷେକ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମାରୋହରେ ବ୍ୟବହୃତ ତେଲକୁ ଜେରୁଜେଲମର ଏକ ଚର୍ଚ୍ଚରେ ସ୍ବତନ୍ତ୍ର ଭାବେ ପବିତ୍ର କରାଯାଇଛି। ବକିଙ୍ଗହମ ପ୍ୟାଲେସ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ କିଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri