ରୁଷିଆକୁ ସହାୟତା ମହଙ୍ଗା ପଡ଼ିବ
ଟୋକିଓ,୧୯।୪: ୟୁକ୍ରେନ୍ ଯୁଦ୍ଧରେ ରୁଷିଆକୁ ସାମରିକ ସହାୟତା ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ମଙ୍ଗଳବାର ଜି୭ ରାଷ୍ଟ୍ର ସମୂହ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଜାପାନର କାରୁଇଜଓ୍ବା ସହରରେ ସମ୍ମିଳନୀ ଶେଷରେ ଜି୭ ରାଷ୍ଟ୍ରଗୁଡ଼ିକର ବହିର୍ବ୍ୟାପାର ମନ୍ତ୍ରୀମାନେ…
ଆମେରିକୀୟ ରିପୋର୍ଟର ଇଭାନ୍ଙ୍କୁ ଜାମିନ ମିଳିଲାନି
ମସ୍କୋ, ୧୯।୪: ମସ୍କୋର ଏକ କୋର୍ଟ ମଙ୍ଗଳବାର ଆମେରିକୀୟ ଖବରଦାତା ଇଭାନ୍ ଜରସ୍କୋଭିଚ୍ଙ୍କୁ ଜାମିନ ପ୍ରଦାନ ପାଇଁ ମନା କରିଦେଇଛନ୍ତି। ରୁଷିଆରେ ଗୁପ୍ତଚରଗିରି ଅଭିଯୋଗରେ ଇଭାନ୍ଙ୍କୁ ଗିରଫ କରାଯିବା ସହ ତାଙ୍କୁ ୨୦ ବର୍ଷର ଜେଲଦଣ୍ଡ ମିଳିଛି। ଜାମିନ ନ ମିଳିବା…
ଟୁଇଟର ନୀତି ଉଲ୍ଲଂଘନକାରୀ ପୋଷ୍ଟ ଉପରେ ଲାଗିବ କଟକଣା
ଓ୍ବାଶିଂଟନ୍, ୧୯।୪: ମାଇକ୍ରୋ ବ୍ଲଗିଂ ଆପ୍ ଟୁଇଟର ମଙ୍ଗଳବାର ନିଜ ପଲିସି ଅପ୍ଡେଟ୍ କରିଛି। ଏଣିକି ଟୁଇଟର ନୀତି ଉଲ୍ଲଂଘନ କରୁଥିବା ଟୁଇଟ୍ର ଭିଜିବିଲିଟି ଉପରେ କଟକଣା ଲାଗିବ। ନୀତି ଉଲଂଘନ କରୁଥିବା ଟୁଇଟ୍ ଉପରେ କମ୍ପାନୀ ପ୍ରଥମେ ଭିଜିବିଲିଟି ଫିଲ୍ଟର…
ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ
ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ…
ବେଜିଂର ଚାଙ୍ଗଫେଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୧ ମୃତ…
ବେଜିଂ,୧୮।୪ : ଚାଇନାର ରାଜଧାନୀ ବେଜିଂର ଏକ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରୋଗୀ ବିଭାଗର ପୂର୍ବ ୱିଙ୍ଗରେ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଛିି। ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨…
୩୪ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ବୀକୃତି…
ଓ୍ବାଶିଂଟନ,୧୮।୪ : ଭାରତରେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ବଡ ବେଞ୍ଚରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆବେଦନ ଉପରେ ଶୁଣାଣି ଜାରି ରହିଛି। ଯଦିଓ ସମଲିଙ୍ଗୀ ସମ୍ପର୍କ ଭାରତରେ ଆଉ ଅପରାଧ ନୁହେଁ,…
ଉତ୍ତର-ପଶ୍ଚିମ ପାକିସ୍ତାନରେ ଭୂସ୍ଖଳନ, ୨ ଆଫଗାନ ନାଗରିକ ମୃତ, ଫସି ରହିଛି ୨୦ରୁ ଅଧିକ ଟ୍ରକ
ଇସଲାମାବାଦ,୧୮।୪: ଉତ୍ତର-ପଶ୍ଚିମ ପାକିସ୍ତାନର ତୋରଖମ ସୀମାବର୍ତ୍ତି ସହର ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ଅତିକମରେ ୨ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଭୂସ୍ଖଳନରେ ୮ ଆହତ ହୋଇଛନ୍ତି। ଏହାସହ ୨୦ରୁ ଅଧିକ ଟ୍ରକ ଦବି ରହିଥିବା…
ବଢିଲା ପୁଟିନଙ୍କ ସମସ୍ୟା
ଟୋକିଓ,୧୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାକୁ ନେଇ ୭ ବୈଦେଶିକ ମନ୍ତ୍ରୀଙ୍କ ସମୁହ ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷିଆ ବିରୋଧରେ ପ୍ରତିବନ୍ଧକୁ ଆହୁରି କଡା କରିବାକୁ ସଂକଳ୍ପ ନେଇଛନ୍ତି। କୁହାଯାଉଛି କି…
ଫିଜିରେ ୬.୩ ତୀବ୍ରତାର ଭୂକମ୍ପ…
ସୁଭା,୧୮।୪: ଫିଜିରେ ଭୂକମ୍ପ ଝଟକା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୩ ରେକର୍ଡ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଫିଜି ଦକ୍ଷିଣ ପ୍ରଶାନ୍ତର ଏକ ଦେଶ। ଭୂକମ୍ପର କେନ୍ଦ୍ର…
ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ
ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା ଇନପୁଟ ମିଳିଛି। ଏହାପରେ…
ଗୁରୁଦ୍ୱାରା ଗୁଳିକାଣ୍ଡ ମାମଲାରେ ୧୭ ଗିରଫ, ମେଶିନ ଗନ ଏକ ୪୭ ଜବତ
ଓ୍ବାଶିଂଟନ,୧୮।୪: ଆମେରିକାର କାଲିଫର୍ନିଆରେ ଥିବା ସୌକ୍ରାମେଂଟୋ ସ୍ଥିତ ଏକ ଗୁରୁଦ୍ୱାରରେ ଗତ ମାସରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ବଡ ଧରଣର ଚଢାଉ କରିଛି। କୁହାଯାଉଛି କି ଏହି ଘଟଣାକୁ ନେଇ ପ୍ରାୟ ୨୦ଟି ସ୍ଥାନରେ ଚଢାଉ କରାଯାଇଛି। ଏହାସହ ୧୭…
ଆମେରିକାରେ ଚାଲୁଥିଲା ଚାଇନାର ସିକ୍ରେଟ ପୋଲିସ ଷ୍ଟେଶନ, ୨ ଜଣ ଗିରଫ
ଓ୍ବାଶିଂଟନ,୧୮।୪: ଆମେରିକାର ଅଧିକାରୀମାନେ ନ୍ୟୁୟର୍କ ସହରରେ ୨ ଜଣ ଚାଇନା ମୂଳବାସିନ୍ଦ ଆମେରିକା ନାଗରିକଙ୍କୁ ଗିରଫ କରିଛନ୍ତି। ଆମେରିକାରେ ସିକ୍ରେଟ ପୋଲିସ ଷ୍ଟେଶନ ମାଧ୍ୟମରେ ଏମାନେ ଆମେରିକାରେ ଥାଇ ଚାଇନାକୁ ଅନେକ ତଥ୍ୟ ଯୋଗଉଥିବା ଅଭିଯୋଗ ରହିଛି। ଆମେରିକାର ଜଷ୍ଟିଶ ଡିପାର୍ଟମେଣ୍ଟ…
Archives


