ଅନ୍ତର୍ଜାତୀୟ

ଭାରତ ଆସିବାକୁ ଉତ୍ସାହିତ ଅଛନ୍ତି ବାଇଡେନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବରରେ ଭାରତ ଆସିବାକୁ ନେଇ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ତାଙ୍କ ପ୍ର୍ରଶାସନର ଜଣେ ବ୍ୟକ୍ତି କହିଛନ୍ତି କି ୨୦୨୪ ଭାରତ-ଆମେରିକା ସମ୍ପର୍କରେ ଏକ ବଡ ବର୍ଷ ହେବାକୁ ଯାଉଛି।…

ଛଟେଇ ପରେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ

କାଲିଫର୍ନିଆ,୨୨।୪: ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର…

ଅତ୍ୟନ୍ତ ଖରାପ, ମାରାତ୍ମକ, ମହଙ୍ଗା ଏବଂ ଗରମ ବର୍ଷ: ୨୦୨୨ର ପାଣିପାଗକୁ ନେଇ ଜାତିସଂଘ ଏଜେନ୍ସିର ଆକଳନ

ଜେନେଭା,୨୨।୪: ମିଳିତ ଜାତିସଂଘର ପାଣିପାଗ ବିଭାଗ-ବିଶ୍ୱ ପାଣିପାଗ ବିଭାଗ(ଡବ୍ଲୁଏମଓ) ୨୦୨୨ର ପାଣିପାଗକୁ ନେଇ ତା’ର ଆକଳନ ଜାରି କରିଛି। ଏଜେନ୍ସି କହିଛି ୨୦୨୨ ପାଣିପାଗ ଦୃଷ୍ଟିରୁ ଏତେ ଖରାପ ବର୍ଷ ଥିଲା ଯେ ଲାଗୁଥିଲା ଯେମିତି ଏହି କାରଣ ପାଇଁ ଲୋକେ…

ନିଜ ସହରକୁ ଉଡ଼ାଇଲା ରୁଷିଆ: ପଡ଼ିଲା ୫୦୦ କେ.ଜି. ଓଜନର ବୋମା

ମସ୍କୋ,୨୧ା୪: ଦୀର୍ଘ ୧୪ ମାସ ଧରି ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ଭୁଲ୍‌ବଶତଃ ନିଜ ସହର ବେଲଗୋରୋଡ୍‌କୁ ଟାର୍ଗେଟ କରିଛି। ରୁଷିଆର ଏକ ଏସ୍‌ୟୁ-୩୪ ଯୁଦ୍ଧବିମାନ ଶୁକ୍ରବାର ଆକସ୍ମିକ ଭାବେ ଏହି ସୀମାନ୍ତ ସହରରେ ବୋମା ନିକ୍ଷେପ କରିଛି।…

ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ, ପ୍ରଶ୍ନ ଘେରରେ ସରକାର

କାଠମାଣ୍ଡୁ,୨୧।୪: ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ ନେଇ ଅର୍ଥଶାସ୍ତ୍ରୀ ଏବେ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ନେଇ ପ୍ରଶ୍ନ କରିଛନ୍ତି।…

ଇସ୍ତଫା ଦେଲେ ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୧।୪: ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ ଶୁକ୍ରବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ସମସ୍ତଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କ ଉପରେ ତଦନ୍ତ ଚାଲିଛି। ଏହିି ପରିସ୍ଥିତିରେ ଡୋମିନିକ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ଋଷି…

‘ଏକ ଫଳପ୍ରଦ ଯାତ୍ରାକୁ ନେଇ ଆଗକୁ ବଢ଼ିବି’

ଗୁୟାନା,୨୧ା୪: ତିନି ଦିନିଆ ଗସ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶୁକ୍ରବାର ଗୁୟାନାରେ ପହଞ୍ଚିଛନ୍ତି। ଗୁୟାନାର ରାଜଧାନୀ ଜର୍ଜଟାଉନରେ ପହଞ୍ଚିବା ପରେ ଜୟଶଙ୍କରଙ୍କୁ ଗୁୟାନାର ବୈଦେଶିକ ମନ୍ତ୍ରୀ ହଗ୍‌ ଟଡ୍‌ ସ୍ବାଗତ କରିଥିଲେ। ଆଜିଠାରୁ ଏସ୍‌ ଜୟଶଙ୍କର ୪…

ପୁଣି ଥରେ ତାଇଓ୍ବାନକୁ ଚେତାବନୀ ଦେଲା ଚାଇନା

ବେଜିଂ,୨୧ା୪: ଚାଇନାର ବୈଦେଶିକ ମନ୍ତ୍ରୀ ଶୁକ୍ରବାର ପୁଣି ଥରେ ତାଇଓ୍ବାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ବେଜିଂର ଦାବିକୁ ବିରୋଧ କରୁଥିବା ବ୍ୟକ୍ତି ନିଜ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗ ବିଶ୍ୱ ଅର୍ଥନୀତିରେ ଚାଇନାର ଅବଦାନ…

ଆସନ୍ତା ସପ୍ତାହରେ ନିର୍ବାଚନ ଅଭିଯାନ ଘୋଷଣା କରିପାରନ୍ତି ଜୋ ବାଇଡେନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ଟିମ ଆସନ୍ତା ସପ୍ତାହରେ ପୁଣିଥରେ ତାଙ୍କ ନିର୍ବାଚନ ଅଭିଯାନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ ଓ୍ବାଶିଂଟନ ପୋଷ୍ଟ’ର ଖବର ଅନୁଯାୟୀ ରାଷ୍ଟ୍ରପତିଙ୍କ ସହଯୋଗୀ ଅଫିସିୟାଲି ତାଙ୍କ ଅଭିଯାନର ଆରମ୍ଭ ପାଇଁ…

ଭାରତୀୟ ରେସ୍ତୋରାଁରେ ଫୋନ କରି ଗ୍ରାହକଙ୍କ ସହ କଥା ହେଲେ, ସେମାନଙ୍କ ପାଇଁ ଟେବୁଲ ବି ବୁକିଂ କଲେ ପ୍ରିନ୍ସ ଓ୍ବିଲିୟମ୍ସ

ବର୍ମିଂହାମ,୨୧।୪: ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ୍ସ ଗୁରୁବାର ରାଜକୀୟ ଯାତ୍ରା ସମୟରେ ସେ ଜଣେ ଅଜଣା ଗ୍ରାହକଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାକୟା ବର୍ମିହାମର ଏକ ଭାରତୀୟ ରେସ୍ତୋରାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସେ ଜଣେ ଅଜଣା ଗ୍ରାହକଙ୍କ…

ୟୁକ୍ରେନ୍‌ରେ ନାଟୋ ମୁଖ୍ୟ

କିଭ୍‌,୨୧ା୪: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ଗୁରୁବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଗସ୍ତ କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ୨୦୨୨ ଫେବୃୟାରୀ ୨୪ରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହା ହେଉଛି ନାଟୋ ମୁଖ୍ୟଙ୍କ…

ପ୍ରଥମଥର ପାଇଁ ୟୁକ୍ରେନରେ ପହଞ୍ଚିଲେ ନାଟୋ ମୁଖ୍ୟ

କିଭ୍‌,୨୦ା୪: ରୁଷିଆ ଆକ୍ରମଣ ପରେ ନାଟୋ ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ପ୍ରଥମ ଥର ପାଇଁ ୟୁକ୍ରେନରେ ପହଞ୍ଚିଛନ୍ତି। ଗୁରୁବାର ଏନେଇ ନାଟୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନାମ ଗୋପନ ରଖି ଏହି ଅଧିକାରୀ ଜଣକ କହିଛନ୍ତି, ନାଟୋ ସେକ୍ରେଟେରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri