ଅନ୍ତର୍ଜାତୀୟ

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୨।୪: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ଗଭୀରତା ୭୦.୨ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା ଭୁକମ୍ପ ଫଳରେ…

ରୁଷିଆ ସମ୍ପତ୍ତି ଜବତ କରିବାକୁ ବିଶ୍ୱବ୍ୟାଙ୍କକୁ ଅନୁରୋଧ କଲେ ଜେଲେନସ୍କି…

କିଭ,୧୩।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଇଏମଏଫ ଏବଂ ବିଶ୍ୱବ୍ୟାଙ୍କର ମୁଖ୍ୟମାନଙ୍କୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ୱରେ କାର୍ଯ୍ୟ କରୁଥିବା ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ଜବତ କରାଯିବା ଉଚିତ। ଏଥି…

ୟୁକ୍ରେନ୍‌ ସୈନ୍ୟଙ୍କ ଗଳା କାଟିଲେ ରୁଷିଆ ସୈନ୍ୟ…

ମସ୍କୋ/କିଭ୍‌,୧୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଉଭୟ ଦେଶର ବହୁ ସଂଖ୍ୟକ ସୈନିକ ନିହତ ହୋଇଛନ୍ତି। ଏହି ସମୟରେ, ଜଣେ ୟୁକ୍ରେନ ସୈନିକଙ୍କ ମୁଣ୍ଡ କାଟିବାର…

୧ ବିଲିୟନ୍‌ ଡଲାର ଠକେଇ ମାମଲାରେ ୨ ଭାରତୀୟ ବଂଶୋଦ୍ଭବ ଦୋଷୀ

ନ୍ୟୁୟର୍କ, ୧୩।୪: ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍‌ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍‌ଜିକ୍ୟୁଟିଭ୍‌ ୧ ବିଲିୟନ୍‌ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠକେଇ ସ୍କିମ୍‌ରେ କମ୍ପାନୀର ଗ୍ରାହକ, ନିବେଶକଙ୍କଠାରୁ ଏହି ଅର୍ଥ ନିଆଯାଇଥିବା ଆମେରିକାର ଫେଡେରାଲ୍‌ ଜ୍ୟୁରି…

ଠିକ୍‌ ଲୋକ ମିଳିଲେ ଟୁଇଟର ବିକିଦେବି: ମସ୍କ

ଓ୍ବାଶିଂଟନ୍‌, ୧୩।୪: ୪୪ ବିଲିୟନ୍‌ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍‌ ଟୁଇଟର୍‌ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି ବୈଦ୍ୟୁତିକ କମ୍ପାନୀ ଟେସ୍‌ଲା ମାଲିକ ଏଲନ୍‌ ମସ୍କ କହିଛନ୍ତି। ଏଥିସହ ଉପଯୁକ୍ତ ବ୍ୟକ୍ତି ମିଳିଲେ ସେ ଟୁଇଟର୍‌କୁ ବିକିବେ ବୋଲି…

ଅତି ବାଇଗଣି ରଶ୍ମି ଦ୍ୱାରା ବାଇବେଲ ରହସ୍ୟ ତଥ୍ୟ ଠାବ

ଭିଏନା, ୧୩।୪: ନିକଟରେ ବୈଜ୍ଞାନିକମାନେ ୧୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିବା ବାଇବେଲର ଏକ ଲୁକ୍କାୟିତ ଅଧ୍ୟାୟର ଠାବ କରିଛନ୍ତି। ସେହି ପୃଷ୍ଠାରେ ମେଥ୍ୟୁର ୧୧ରୁ ୧୨ ଅଧ୍ୟାୟ ରହିଛି। ଯେଉଁଥିରେ ଏବେର ଲେଖାଠାରୁ ଅଧିକ ତଥ୍ୟ ରହିଛି। ଭାଟିକାନ ଲାଇବ୍ରେରିରେ ରଖାଯାଇଥିବା…

ଉଦ୍ଭିଦ ମହାମାରୀ ଆଣିବ ଅନାହାର

ଲଣ୍ଡନ, ୧୩।୪: ଜଳବାୟୁ ପରିବର୍ତ୍ତନ ଯୋଗୁ ସମସ୍ତ ଜୀବଜଗତ ପ୍ରଭାବିତ। ଏହାଦ୍ୱାରା ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟାଇବା ଆରମ୍ଭ କରିଛି। ଏହା ଫଳରେ ଉଦ୍ଭିଦ ମହାମାରୀ ଦେଖାଯିବ। ଏଥିଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ…

ଉଗାଣ୍ଡାରେ ଏନ୍‌ଏଫ୍‌ଏସ୍‌ୟୁର କ୍ୟାମ୍ପସ୍‌ ଉଦ୍‌ଘାଟନ କଲେ ଜୟଶଙ୍କର

କାମ୍ପ୍‌ଲା,୧୨ା୪: ନ୍ୟାଶନାଲ ଫରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି (ଏନ୍‌ଏଫ୍‌ଏସ୍‌ୟୁ) ହେଉଛି ବିଶ୍ୱର ପ୍ରଥମ ତଥା ଏକମାତ୍ର ଫରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି ଉଗାଣ୍ଡାରେ ଏହାର ପ୍ରଥମ କ୍ୟାମ୍ପସ ସ୍ଥାପନ କରି ଭାରତ ଇତିହାସ ସୃଷ୍ଟି କରିଛି। ଯାହା ଅଧୀନରେ ଏନ୍‌ଏଫ୍‌ଏସ୍‌ୟୁ ଭାରତର ପ୍ରଥମ ଏବଂ…

ସିଙ୍ଗାପୁରରେ ଭାରତୀୟ ବଂଶୋଭବ ଗିରଫ

ସିଙ୍ଗାପୁର,୧୨ା୪: ବିଭିନ୍ନ ଅଭିଯୋଗରେ ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଭବଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିଙ୍ଗାପୁରର ସେଣ୍ଟ୍ରାଲ ବିଜନେସ୍‌ ଜିଲା (ସିବିଡିଟି)ରେ କୁରାଢ଼ି ଲଗାଇଥିବା ୨୫ ବର୍ଷୀୟ ଭାରତୀୟ ମୂଳ ଯୁବକଙ୍କୁ ଆକ୍ରମଣ ତଥା ଅନ୍ୟାନ୍ୟ ଅପରାଧ ଅଭିଯୋଗରେ ବୁଧବାର କୋର୍ଟରେ ହାଜର…

ଆମେରିକାକୁ ମହାବିନାଶକ ଶକ୍ତି ଦେଖାଇଲା ରୁଷିଆ…

ମସ୍କୋ,୧୨।୪ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ବିଶ୍ୱ ସାମ୍ନାରେ ନିଜର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ରୁଷିଆର ସୈନ୍ୟବାହିନୀ ଏକ ନୂତନ ଆନ୍ତଃଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ପଡୋଶୀ ଦେଶ କାଜାଖସ୍ତାନରେ ନିର୍ମିତ ଫାୟାରିଂ ରେଞ୍ଜରୁ ରୁଷିଆ…

ଆମେରିକାରେ ଶବଦାହ ଗୃହ ବାହାରେ ଫୁଟିଲା ଗୁଳି, ଜଣେ ମୃତ, ୩ ଆହତ

ଓ୍ବାଶିଂଟନ,୧୨।୪: ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ମଙ୍ଗଳବାର ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସେହି ସମୟରେ ହୋଇଥିଲା…

ଚାଇନା ଧୂଳିଝଡ଼ ନେଇ ଜାପାନ-ଦକ୍ଷିଣ କୋରିଆରେ ସଙ୍କଟ…

ବେଜିଂ/ଟୋକିଓ/ସିଓଲ,୧୨।୪ : ପ୍ରାୟ ଏକ ମାସ ହେବ ଚାଇନାରେ ଏକ ଧୂଳିଝଡ଼ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଝଡ଼ ପଡୋଶୀ ଦେଶ ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ବ୍ୟାପିଛି। ସେଠାରେ ଆକାଶ କୁହୁଡିରେ ଆଚ୍ଛାଦିତ ହୋଇଛି। ଏହି କାରଣରୁ, ଦକ୍ଷିଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri