ତୃତୀୟ ଦିନରେ ସୁଦାନ ବିଦ୍ରୋହ: ୯୭ ନାଗରିକ ମୃତ
ଖାର୍ଟୋମ, ୧୮।୪: ସୁଦାନ ରାଜଧାନୀ ଖାର୍ଟୋମ୍ରେ ସେନା ଓ ଶକ୍ତିଶାଳୀ ବିଦ୍ରୋହୀ ସଙ୍ଗଠନ ମଧ୍ୟରେ ସଂଘର୍ଷ ସୋମବାର ତୃତୀୟ ଦିନରେ ପହଞ୍ଚିଛି। ଏଥିରେ ଅନୂ୍ୟନ ୯୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ସେଣ୍ଟ୍ରାଲ ଖାର୍ଟୋମର ରାସ୍ତାରେ କୁଢ଼ କୁଢ଼ ମୃତଦେହ ପଡ଼ିରହିଥିବାବେଳେ…
ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କଠାରୁ କିଙ୍ଗ୍ ଚାଲର୍ସ ଧନୀ
ଲଣ୍ଡନ,୧୮।୪: ବ୍ରିଟେନ୍ ରାଜା ଚାଲର୍ସ ତୃତୀୟ ୬୦୦ ମିଲିୟନ୍ ପାଉଣ୍ଡ (୭୪୫ ନିୟୁତ ଡଲାର) ସମ୍ପତ୍ତିର ମାଲିକ। ସଣ୍ଡେ ଟାଇମ୍ସ ପକ୍ଷରୁ ପ୍ରକାଶ ପାଇଥିବା ଧନୀ ତାଲିକା ଅନୁସାରେ ସ୍ବର୍ଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସମ୍ପତ୍ତି ତୁଳନାରେ ଚାଲର୍ସଙ୍କ ସମ୍ପତ୍ତି ୬୦…
ଦେଶଦ୍ରୋହ ମାମଲାରେ ପୁଟିନ୍ଙ୍କ ସମାଲୋଚକଙ୍କୁ ୨୫ ବର୍ଷ ଜେଲଦଣ୍ଡ
ମସ୍କୋ, ୧୭।୪: ମସ୍କୋର ଏକ କୋର୍ଟ ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍ଙ୍କ ସମାଲୋଚକ ଭ୍ଲାଡିମିର କାରା ମୁର୍ଜାଙ୍କୁ ଦେଶଦ୍ରୋହ ମାମଲାରେ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କରିବା ସହ ରୁଷୀ…
ଚାଇନା ସମରାଭ୍ୟାସ ଶେଷ ପରେ ଆମେରିକା ପଠାଇଲା ଯୁଦ୍ଧପୋତ…
ଓ୍ବାଶିଂଟନ,୧୭।୪ : ତାଇୱାନକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି। ଚାଇନାର ସମରାଭ୍ୟାସ ପରେ ବର୍ତ୍ତମାନ ଆମେରିକା ତାର ଯୁଦ୍ଧ ପୋତ ମିଲିୟସକୁ ତାଇୱାନ ଷ୍ଟ୍ରାଇଟକୁ ପଠାଇଛି। ଏଭଳି ପରିସ୍ଥିତିରେ ଚାଇନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଚାଇନା…
ସ୍ବଦେଶ ଫେରିବେ ନଓ୍ବାଜ…
ଇସଲାମାବାଦ,୧୭।୪ : ନୱାଜ ସରିଫଙ୍କ ପାକିସ୍ତାନକୁ ଫେରିବା ନେଇ ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ମାତ୍ରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ…
ସୂର୍ଯ୍ୟରୁ ନିର୍ଗତ ହେଲା ବିପଜ୍ଜନକ ପ୍ଲାଜମା: ସୃଷ୍ଟି ହେଲା ୬୦ ହଜାର ମାଇଲ ଲମ୍ବ ପ୍ରାଚୀର, ରହିଯିବ ୮ ପୃଥିବୀ…
ଓ୍ବାଶିଂଟନ,୧୭।୪ : କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ ବିଶାଳ ପ୍ଲାଜମା ବାହାରିଛି, ଯାହା ଜଳପ୍ରପାତ…
ବଢ଼ିଲା ଉତ୍ତେଜନା: ଉତ୍ତର କୋରିଆରକୁ ଜବାବ ଦେବାକୁ ଦକ୍ଷିଣ କୋରିଆ-ଜାପାନ-ଆମେରିକାର ସମରାଭ୍ୟାସ…
ଓ୍ବାଶିଂଟନ,୧୭।୪ : ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଉତ୍ତର କୋରିଆକୁ ଜବାବ ଦେବା ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା…
ଆଇଏସର ନରସଂହାର: ପନିପରିବା ସଂଗ୍ରହ କରିବାକୁ ଆସିଥିବା ୩୧ ଲୋକଙ୍କ ହତ୍ୟା…
ଦାମାସକସ,୧୭।୪ : ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀମାନେ ଋତୁକାଳୀନ ପନିପରିବା ଖୋଜୁଥିବାବେଳେ ହମା ଅଞ୍ଚଳରେ ୩୧ ଜଣଙ୍କୁ ହତ୍ୟା କରିଛନ୍ତି। ଅନ୍ୟ ଏକ ଘଟଣାରେ ସିରିଆର ମାନବିକ ଅଧିକାର ଅନୁଯାୟୀ ଚାରିଜଣ ମେଷପାଳକଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ଆଇଏସ ଜିହାଦୀମାନେ…
ସମ୍ମାନ ଦ୍ୱାରା ବରିଷ୍ଠ ନାଗରିକଙ୍କ ମାନସିକସ୍ତର ବିକଶିତ ହୁଏ: ଗବେଷଣା ରିପୋର୍ଟ…
ଓ୍ବାଶିଂଟନ,୧୭।୪ : ଆମ ଚାରିପାଖରେ ଏପରି ଅନେକ ବରିଷ୍ଠ ନାଗରିକଙ୍କୁ ଆମେ ଦେଖିଥାଉ। ବୟସ ବଢ଼ିବା ସହିତ ସେମାନେ ସ୍ମୃତି ଶକ୍ତି ଦୁର୍ବଳ ହେବା ସମସ୍ୟାର ଶିକାର ହୋଇଥାନ୍ତି। ବିଶେଷକରି ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ।…
ଛାତ୍ରଙ୍କ ସହ ଯୌନ ସମ୍ପର୍କ: ୬ ଶିକ୍ଷୟିତ୍ରୀ ଗିରଫ
କାଲିଫର୍ନିଆ, ୧୭ା୪: ଆମେରିକାରେ ନିଜ ଛାତ୍ରମାନଙ୍କ ସହ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଦୁଇ ଦିନ ଭିତରେ ୬ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣା କାଲିଫର୍ନିଆର ଡେନଭିଲେରେ ଘଟିଛି। ଶିକ୍ଷୟତ୍ରୀ…
ଭୂତାଣୁ ଦ୍ୱାରା ହେବ କକର୍ଟର ଚିକିତ୍ସା…
ନୂଆଦିଲ୍ଲୀ,୧୬।୪ : ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁକୁ ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ଖୋଜାଯାଉଛି। ଯାହା ମଣିଷକୁ କର୍କଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ। ନେଚର ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲକ୍ଷ ଲକ୍ଷ…
ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ପହଞ୍ଚିଲା କାଠମାଣ୍ଡୁ…
ଓ୍ବାଶିଂଟନ,୧୬।୪ : ପୃଥିବୀର ପ୍ରଦୂଷିତ ସହର ତାଲିକାରେ ନେପାଳର ରାଜଧାନୀ କାଠମାଣ୍ଡୁ ଶୀର୍ଷରେ ରହିଛି। ଆଇକ୍ୟୁ ଏୟାର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ ରବିବାର ବାୟୁ ଗୁଣବତ୍ତା ଆଧାରରେ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ କାଠମାଣ୍ଡୁ ଶୀର୍ଷରେ ରହିଛି। ବିଶ୍ୱ…
Archives


