ଅନ୍ତର୍ଜାତୀୟ

ଚାଇନାରେ କରୋନାର ନୂଆ ଲହର ଆଶଙ୍କା, ଜୁନରେ ଗୋଟିଏ ସପ୍ତାହରେ ସାଢେ ୬ କୋଟି ଲୋକ ହୋଇପାରନ୍ତି ସଂକ୍ରମିତ

ବେଜିଂ,୨୬।୫: ଚାଇନାରେ ପୁଣିଥରେ ଆସିପାରେ କରୋନାର ଲହର। ଆଉ ଏହି ଲହର ଏତେ ବିପଦଜନକ ଯେ ଆଶଙ୍କା କରାଯାଉଛି କି ଜୁନରେ ପ୍ରତି ସପ୍ତାହରେ ସାଢେ ୬ କୋଟି ଲୋକ କରୋନାର ଏହି ଲହରରେ ସଂକ୍ରମିତ ହୋଇପାରନ୍ତି। ଏହି ଦାବି କରିଛନ୍ତି…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଗେଟ୍‌କୁ ଧକ୍କାଦେଲା କାର୍‌

ଲଣ୍ଡନ, ୨୫ା୫: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ ଲଣ୍ଡନସ୍ଥିତ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ଗେଟ୍‌କୁ ଗୁରୁବାର ଏକ କାର୍‌ ଧକ୍କା ଦେଇଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ଉକ୍ତ ଅଞ୍ଚଳକୁ ସୁରକ୍ଷା…

ଭାରତ ଆସିବେ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ

ଓ୍ବାଶିଂଟନ,୨୬।୫: ଆମେରିକାର ପ୍ରତିରକ୍ଷା ବିଭାଗ ଇଣ୍ଡିଆନ ପାସିଫିକ ସୁକ୍ୟୁରିଟି ମାମଲାର ସହାୟକ ସଚିବ ଏଲି ରୈଟନର କହିଛନ୍ତି, ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଜୁନ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଯିବେ। ସେ କହିଛନ୍ତି କି ଅଷ୍ଟିନ ଭାରତରେ ଦ୍ୱିପାକ୍ଷିକ…

ଟିପୁ ସୁଲତାନଙ୍କ ଖଣ୍ଡା ୧୪ ନିୟୁତ ପାଉଣ୍ଡରେ ନିଲାମ

ଲଣ୍ଡନ,୨୬ା୫: ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଶୟନକକ୍ଷରୁ ମିଳିଥିବା ଏକ ଖଣ୍ଡା ସବୁ ରେକର୍ଡ ଭାଙ୍ଗିଦେଇଛି। ଲଣ୍ଡନର ବୋନ୍‌ହାମ୍ସରେ ଏହା ୧୪ ନିୟୁତ ପାଉଣ୍ଡରେ ନିଲାମ ହୋଇଛି। ୧୭୮୨ରୁ ୧୭୯୯ ପର୍ଯ୍ୟନ୍ତ ମହୀଶୂରକୁ ଶାସନ କରିଥିବା ମହୀଶୂରର…

ବ୍ରିଟେନ୍‌ରେ ଭାରତୀୟଙ୍କୁ ସର୍ବାଧିକ ଭିଜା

ଲଣ୍ଡନ, ୨୬ା୫ : ବ୍ରିଟେନରେ କୁଶଳୀ କର୍ମଚାରୀ ଏବଂ ଛାତ୍ର ଭିଜା ଇସ୍ୟୁରେ ଭାରତୀୟମାନେ ସର୍ବାଗ୍ରେ ରହିଛନ୍ତି। ଗୁରୁବାର ପ୍ରକାଶିତ ଲଣ୍ଡନସ୍ଥିତ ଇମିଗ୍ରେଶନ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ ନୂଆ ଗ୍ରାଜୁଏଶନ ପରବର୍ତ୍ତୀ ଶିକ୍ଷାଗ୍ରହଣ ଲାଗି ଦିଆଯାଇଥିବା ଭିଜାରୁ ୪୧ ପ୍ରତିଶତ ଭାରତୀୟ…

ଜର୍ମାନୀରେ ମାନ୍ଦାବସ୍ଥା

ବର୍ଲିନ,୨୬ା୫: ବିଶ୍ୱର ଚତୁର୍ଥ ବୃହତ୍‌ ରାଷ୍ଟ୍ର ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ୟୁରୋପୀୟ ଦେଶର ଅର୍ଥନୀତି ୨୦୨୨ର ଚତୁର୍ଥ କ୍ୱାର୍ଟରରେ ଅପ୍ରତ୍ୟାଶିତ ଭାବେ ନକାରାମତ୍କ ଅଭିବୃଦ୍ଧି ଦେଖାଇବା ପରେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ସଙ୍କୁଚିତ ହୋଇଯାଇଛି। ୟୁରୋପର ସର୍ବବୃହତ୍‌ ଅର୍ଥନୀତି…

ସଫଳ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ

ତେହରାନ,୨୫ା୫: ଇରାନ ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପରୀକ୍ଷା ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ ଦେବାକୁ କରାଯାଇଛି। ପରୀକ୍ଷଣ ସହିତ ଇରାନ କହିଛି ଯେ, ଏହା ଶତ୍ରୁମାନଙ୍କର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ। ଇରାନର ଖେର୍ସମସହର-୪  କ୍ଷେପଣାସ୍ତ୍ର…

ଧାରା ୨୪୫କୁ ‘ଅଘୋଷିତ ମାର୍ଶଲ ଲ’ କହିଲେ ଇମ୍ରାନ

ଇସଲାମାବାଦ,୨୫ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ପ୍ରଦେଶରେ ଧାରା ୨୪୫ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଇମ୍ରାନ ଏହାକୁ ‘ଅଘୋଷିତ ମାର୍ଶଲ ଲ’ ବୋଲି କହିଛନ୍ତି। ପାକିସ୍ତାନର ସମ୍ବିଧାନର ଧାରା ୨୪୫ ଅନୁଯାୟୀ,…

ବହୁ ମହଲା କୋଠାରେ ଲାଗିଲା ନିଆଁ

ସିଡ୍‌ନୀ,୨୫ା୫: କେନ୍ଦ୍ରୀୟ ସିଡ୍‌ନୀରେ ଥିବା  ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା…

ସପ୍ତାହରେ ଦ୍ୱିତୀୟ ଥର ଥରିଲା ମେକ୍ସିକୋ

ମେକ୍ସିକୋ,୨୫।୫: ପାନାମା-କଲମ୍ବିଆ ସୀମାରୁ କିଛି ଦୂର କ୍ୟାରୋବିୟାନ ସାଗରରେ ବୁଧବାର ରାତିରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି। ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ମପାଯାଇଛି। ସୂଚନାନୁସାରେ, ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି…

ମଙ୍କିପକ୍ସରୁ ସୁରକ୍ଷା ଦେବ ବସନ୍ତ ଟିକା…

ଷ୍ଟକହୋମ,୨୫।୫ : ସ୍ବିଡେନର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଦାବି କରିଛନ୍ତି ବସନ୍ତ ଟିକା ମଙ୍କିପକ୍ସ ସଂକ୍ରମଣରୁ ସୁରକ୍ଷା କରିବାରେ ସକ୍ଷମ। ୧୯୭୦ ଦଶକରେ ବ୍ୟାପିଥିବା ବସନ୍ତ ମହାମାରୀ ସମୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏହି ଟିକା ମଙ୍କିପକ୍ସ ସଂକ୍ରମଣ ବିରୁଦ୍ଧରେ ନିରନ୍ତର…

ଦ୍ରୁତ ଗତିରେ ଚାଲିବା ବ୍ୟାୟାମ ଅପେକ୍ଷା ମସ୍ତିଷ୍କ ପାଇଁ ଦେଢ଼ଗୁଣା ଅଧିକ ଲାଭଦାୟକ…

ଓ୍ବାଶିଂଟନ,୨୫।୫ : ନିୟମିତ ବ୍ୟାୟାମ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ମଧ୍ୟମ ଶାରୀରିକ କାର୍ଯ୍ୟକଳାପ ଯେପରିକି ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଲାଇବା ଆମ ମସ୍ତିଷ୍କ ପାଇଁ ବ୍ୟାୟାମ ତୁଳନାରେ ଦେଢ଼ଗୁଣା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଗତ ୩୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri