‘ଏମ୍ବାସଡର ଆଟ ଲାର୍ଜ’ ହେଲେ ଭାରତୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା
ଓ୍ବାଶିଂଟନ୍,୧୧।୭: ଭାରତୀୟ ଆମେରିକୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା ବୀଦେଶ ମନ୍ତ୍ରଣାଳୟରେ ମହିଳାମାନଙ୍କ ସହ ଜଡିତ ବୈଶିକ ସମସ୍ୟା ଇପସ୍ଥାପନା କରିବା ପାଇଁ ‘ଏମ୍ବାସେଡର ଏଟ ଲାର୍ଜ’ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବାଳିକା ଏବଂ ମହିଳାଙ୍କ ପାଇଁ ଥ୍ରୀଡି…
ପରମାଣୁ କାରଖାନା ଉପରେ ଆକ୍ରମଣକୁ ରୋକିବା ପାଇଁ ରୁଷିଆ ପାଖରେ ରେଡ ଲାଇନ ନାହିଁ: ୟୁକ୍ରେନ…
କିଭ୍,୧୧।୭ : ୟୁକ୍ରେନର ଶକ୍ତି ମନ୍ତ୍ରୀ କହିଛନ୍ତି ଦକ୍ଷିଣ ୟୁକ୍ରେନରେ ଏକ ଡ୍ୟାମ ଭୁଶୁଡ଼ିବା ଦ୍ୱାରା କିଭ ଚିନ୍ତାରେ ପଡିଛି ରୁଷିଆ ଜାପୋରିଜିଆ ଆଣବିକ କାରଖାନା ଉପରେ ଆକ୍ରମଣ କରିପାରେ। ହରମାନ ହାଲୁଚେଙ୍କୋ କହିଛନ୍ତି ଖେରସନ ଅଞ୍ଚଳରେ ରୁଷିଆ ନିୟନ୍ତ୍ରଣ ସମୟରେ…
ନ୍ୟୁୟର୍କରେ ଜଳ ପ୍ରଳୟ
ନ୍ୟୁୟର୍କ,୧୧।୭: ସାରା ବିଶ୍ୱରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିି। ଏହି ସମୟରେ ଆମେରିକାର ନ୍ୟୁୟର୍କ ସିଟିରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଆମେରିକାର ଧନୀ ରାଜଧାନୀ ନ୍ୟୁୟର୍କରେ ଲଗାଣ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି।…
ପାକିସ୍ତାନରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ୯ ମୃତ, ୫୦ ଆହତ…
ଇସଲାମାବାଦ,୧୧।୭ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା (କେପି) ପ୍ରଦେଶର କୁରାମ ଜିଲାରେ ଜମି ବିବାଦ ଯୋଗୁଁ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି। ସ୍ଥାନୀୟ ନ୍ୟୁଜ ଏଜେନ୍ସି ଏୟାରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ଗତ ଚାରି…
ପାକିସ୍ତାନରେ ବର୍ଷା ବିତ୍ପାତ: ୮୬ ମୃତ, ୧୫୧ ଆହତ
ଇସଲାମାବାଦ,୧୧।୭: ପ୍ରବଳ ବର୍ଷା ପୁଣି ଥରେ ପାକିସ୍ତାନରେ ବିପଦ ସୃଷ୍ଟି କରୁଛି। ବନ୍ୟା ପରି ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ପଡୋଶୀ ଦେଶ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ)ର ଏକ ରିପୋର୍ଟ ଅନୁଯାୟୀ, ଜୁନ…
ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷ ଜେଲ
ସିଙ୍ଗାପୁର,୧୧।୭: ସିଙ୍ଗାପୁରରେ ଜଣେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯାଇଛି। କେବଳ ସେତିକି ନୁହେଁ ତାଙ୍କ ଉପରେ ୪୦୦୦ ସିଙ୍ଗାପୁର ଡଲାର ଜରିମାନା ବି ଲଗାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ…
ନେପାଳରେ ହଠାତ୍ ନିଖୋଜ ହେଲା ହେଲିକପ୍ଟର
କାଠମାଣ୍ଡୁ,୧୧।୭: ନେପାଳରେ ମଙ୍ଗଳବାର ଉଡାଣ ଭରିବା ପରେ ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ନିଖୋଜ ହେଲିକପ୍ଟରରେ ୫ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୬ ଜଣ ଲୋକ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁକୁ ଯାତ୍ରା…
କେବଳ ଭାରତ ଯୋଗୁ ବନ୍ଦ ହୋଇପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଜାଣନ୍ତୁ କ’ଣ କହିଲା ଆମେରିକା
ଓ୍ବାଶିଂଟନ,୧୧।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୫୦୦ଦିନ ହୋଇଗଲାଣି। ଏହି ସମୟରେ ଅନେକ ଦେଶ ମଧ୍ୟ ଅଧିକ ପଦକ୍ଷେପ ନେଇ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ତଥାପି, ଏହା କୌଣସି ଫଳପ୍ରଦ ଦେଇନାହିଁ। ଏହି ସମୟରେ,…
‘ଭାରତ ସହିତ ନେପାଳର ସମ୍ପର୍କ ଐତିହାସିକ’
କାଠମାଣ୍ଡୁ,୧୧।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନ.ପି.ସାଉଦ ସୋମବାର ଭାରତ ଏବଂ ଚାଇନା ସହ ତାଙ୍କ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପଡ଼ୋଶୀ ଦେଶ ସହ ସମ୍ପର୍କକୁ ଅନ୍ୟ କାହା ସହ…
ମେକ୍ସିକୋ ସହରର ପବ୍ଲିକ ମାର୍କେଟରେ ନିଆ ଲଗାଇଲେ ଅଜଣା ବନ୍ଧୁକଧାରି, ୯ ମୃତ
ଟୋଲୁକା,୧୧।୭: କେତେଜଣ ଅଜ୍ଞାତ ବନ୍ଧୁକଧାରୀ ସୋମବାର ମଧ୍ୟ ମେକ୍ସିକୋ ସହର ଟୋଲୁକାରେ ଏକ ସାର୍ବଜନିକ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୁହାଯାଉଛି କି ଆକ୍ରମଣକାରୀମାନେ ବଜାରରେ ପହଞ୍ଚିବା…
କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ
ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ। ହେଲେ…
ଆମେରିକାର ଧନୀ ତାଲିକାରେ ୪ ଭାରତୀୟ
ଓ୍ବାଶିଂଟନ,୧୧।୭: ଫୋର୍ବସର ଧନୀ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ୪ ଭାରତୀୟ ଆମେରିକୀୟ। ଭାରତୀୟ ମୂଳ ବାସିନ୍ଦା ଭାବେ ଆମେରିକାରେ ରହୁଥିବା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁଇ, ନିରଜା ସେଠି ଓ ନେହା ନରଖେଡେଙ୍କୁ ଫୋର୍ବସ ଆମେରିକାର ୧୦୦ ସବୁଠାରୁ ଧନୀ…
Archives


