ଅନ୍ତର୍ଜାତୀୟ

ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା ହୋଇଥାଏ ଚାଇନାରେ, ନମ୍ବର ରଖିବା କାଠିକର ପାଠ…

ବେଜିଂ,୧।୮ : ପରୀକ୍ଷା ଯେତେ କଷ୍ଟକର, ଏହାର ଫଳାଫଳ ସେତେ ଭଲ ହୋଇଥାଏ। ତେବେ ଦୁନିଆର ସବୁଠାରୁ କଷ୍ଟକର ପରୀକ୍ଷା କେଉଁ ଦେଶରେ କରାଯାଏ ଏବଂ ଏହାର ନାମ କ’ଣ? ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ସାମର୍ଥ୍ୟରେ ନ ଥାଏ।…

ପାକିସ୍ତାନରେ ନିର୍ବାଚନ ସମୟରେ ହେବ କି ଆତଙ୍କବାଦୀ ଆକ୍ରମଣ! କ୍ଷମତା ଲୋଭୀ ରାଜନୈତିକ ଦଳକୁ ଟାର୍ଗେଟ କରିବ ଆଇଏସକେପି

ଇସଲାମବାଦ,୧।୮: ଆସନ୍ତା ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ଆତଙ୍କବାଦୀଙ୍କ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଖେବରପଖତୁନଖାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସକେପି) ନିଜକୁ ଦାୟୀ କରିଛି। ସଂଗଠନ ସ୍ପଷ୍ଟ କରିଛି…

ଆଉ ଲଢ଼ି ହେବନି ଯୁଦ୍ଧ: ଭାରତ ସହ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କଲେ ଶେହବାଜ…

ଇସଲାମାବାଦ,୧।୮ : ପାକିସ୍ତାନରେ ଚାଲିଥିବା ଗୁରୁତର ଅର୍ଥନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ଭାରତ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସରିଫ ମଙ୍ଗଳବାର କହିଛନ୍ତି ଯୁଦ୍ଧ ବିକଳ୍ପ ନୁହେଁ ଏବଂ ସେ ପଡୋଶୀ…

ହିରୋସିମା ପରେ କ୍ୱେଟାରେ ପଡ଼ିଥାନ୍ତା ପରମାଣୁ ବୋମା, ମାତ୍ର ଶେଷ ମୂହୁର୍ତ୍ତରେ ହନିମୁନ ସ୍ମୃତି ଯୋଗୁ ନାଗାସାକିରେ ରଚାଗଲା ତାଣ୍ଡବ…

ଓ୍ବାଶିଂଟନ,୧।୮ : ଏହା ୧୯୨୦ ଦଶକ ଥିଲା। ତତ୍କାଳୀନ ଆମେରିକାର ଯୁଦ୍ଧ ମନ୍ତ୍ରୀ ହେନେରୀ ଏଲ ଷ୍ଟିମସନ ତାଙ୍କ ସ୍ତ୍ରୀଙ୍କ ସହ ହନିମୁନ ପାଇଁ ଜାପାନର କ୍ୱେଟା ସହରକୁ ଯାଇଥିଲେ। ସହରର ସୌନ୍ଦର୍ଯ୍ୟ ଷ୍ଟିମସନଙ୍କୁ ଆକର୍ଷିତ କରିଥିଲା, ଏବଂ ଯେତେବେଳେ ୧୯୪୫ରେ…

ପାକିସ୍ତାନ ସହ ସମ୍ପର୍କ ନୂଆ ଶିଖରକୁ ଯିବ: ଚାଇନା…

ବେଜିଂ,୧।୮ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଚାଇନା ତାର ସର୍ବକାଳୀନ ସହଯୋଗୀ ପାକିସ୍ତାନ ସହ ସମ୍ପର୍କକୁ ଏକ ନୂତନ ଶିକରକୁ ନେଇ ରଣନୀତିକ ସମ୍ପର୍କ ସ୍ଥାପନ କରିବ। ଆଞ୍ଚଳିକ ସଂଯୋଗ ପାଇଁ ଦକ୍ଷିଣ ଏସୀୟ ଦେଶରେ ସିପିଇସି ଭିତ୍ତିଭୂମି…

ଦକ୍ଷିଣ କୋରିଆ, ଜାପାନରେ ଗ୍ରୀଷ୍ମପ୍ରବାହ: ୧୩ ଲୋକଙ୍କ ମୃତ୍ୟୁ, ତାପାମାତ୍ରା ୪୦ ଡିଗ୍ରୀ ପାଖାପାଖି

ଟୋକିଓ,୧।୮: ଦୁନିଆର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ବିପର୍ଯ୍ୟୟର କାରଣ ପାଲଟିଥିବା ବେଳେ କେତେକ ସ୍ଥାନରେ ଅତ୍ୟଧିକ ଉତ୍ତାପ ଯୋଗୁ ଲୋକଙ୍କର ଜୀବନ ଯାଉଛି। ଏହି କ୍ରମରେ ଦକ୍ଷିଣ କୋରିଆ ଏବଂ ଜାପାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦକ୍ଷିଣ କୋରିଆରେ ଉତ୍ତାପ…

ତାଲିବାନୀ ପ୍ରତିନିଧୀଙ୍କୁ ଭେଟିଲା ଆମେରିକା, ଆତଙ୍କବାଦ ଉପରେ ଆଲୋଚନା

ଦୋହା,୧।୮: ଆଫଗାନିସ୍ତାନରେ ତାଲିବାନୀଙ୍କ ଜବରଦଖଲ ପରେ ଆମେରିକା ନିଜର ସେନା ପ୍ରତ୍ୟାହାର କରିନେଇଛି ସତ କିନ୍ତୁ ତାଲିବାନ ସରକାରଙ୍କ ସହ ଆମେରିକା ନିରନ୍ତର ଯୋଗାଯୋଗ ସମ୍ପର୍କ ରଖିଛି। ଆମେରିକାର ବରିଷ୍ଠ କୂଟନୀତିଜ୍ଞଙ୍କ ଏକ ଦଳ ତାଲିବାନର କିଛି ପ୍ରତିନିଧୀଙ୍କୁ ଭେଟିଛନ୍ତି। ଜୁଲାଇ…

ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’

କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା କରି ଆଲୋଚନାର ବିଷୟ ପାଲଟିଛ। ନିକଟରେ ମସ୍କ ଟୁଇଟର ଲୋଗୋ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ…

ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କଲେ ୟୁଏନ୍‌ ମୁଖ୍ୟ

ନ୍ୟୁୟର୍କ,୧।୮: ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶରେ ଆଞ୍ଚଳିକ ଇସଲାମ ପାର୍ଟି ଜମିଆତ୍‌ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ହୋଇଥିବା ଏହି ଆତ୍ମଘାତୀ ବିସ୍ପୋରଣକୁ ଦୃଢ ନିନ୍ଦା କରିଛନ୍ତି। ଏହି ଆକ୍ରମଣ କିଏ ଘଟାଇଛି…

ସ୍ତ୍ରୀଙ୍କୁ ବ୍ୟାଟରେ ପିଟି ହତ୍ୟା କଲେ ଶିଖ୍‌ ବୃଦ୍ଧ

ଲଣ୍ଡନ,୧।୮: ବ୍ରିଟେନରେ ଜଣେ ଶିଖ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ନିଜ ଝିଅର ବ୍ୟାଟରେ ପିଟି ପିଟି ହତ୍ୟା କରିଛନ୍ତି॥ ବୃଦ୍ଧ ବ୍ୟକ୍ତିଙ୍କ ବୟସ ୭୯ ବର୍ଷ। ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ସ୍ତ୍ରୀଙ୍କୁ ହତ୍ୟା ପରିବା ପରେ ଲଣ୍ଡନ ପୋଲିସ ଷ୍ଟେସନକୁ…

ଆମେରିକାରେ ପୁଣି ବୃଦ୍ଧି ପାଉଛି କରୋନା ମାମଲା, ଚେତାଇଲା ସ୍ବାସ୍ଥ୍ୟ ବିଭାଗ

ଓ୍ବାଶିଂଟନ୍‌,୧।୮: ଆମେରିକାକୁ ପୁଣି ଡରାଇଛି କରୋନା। ସେଣ୍ଟର୍ସ ଫର ଡିଜିଜି କଣ୍ଟ୍ରୋଲ (ସିଡିସି) ଚେତାବନୀ ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ଯୋଗୁ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟରୁ ଜଣାପଡିଛି…

ଡକସୁରୀ ଝଡ଼ରେ ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ବେଜିଂ,୧।୮ : ଉତ୍ତର ଚାଇନାର କେତେକ ସ୍ଥାନରେ ଭୟଙ୍କର ଡକସୁରୀ ଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ ବନ୍ୟାରେ ଖେଳନା ପରି ବହୁ ଭାରୀ ଯାନ ମଧ୍ୟ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଝଡ଼ରେ ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri