ଅନ୍ତର୍ଜାତୀୟ

ଆମେରିକାର ଏକ ଜେଲ୍‌ରେ ଛୁରାମାଡ, ଜଣେ କଏଦୀ ମୃତ

ଓ୍ବାଶିଂଟନ୍‌,୨।୯: ଆମେରିକାର ଫୁଲଟନ କାଉଣ୍ଟି ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଲ୍‌ ଭିତରେ ଛୁରାମାଡରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ କଏଦୀ ଆହତ ହୋଇଛନ୍ତି। ଫୁଲଟନ କାଉଣ୍ଟି ସରିଫ…

ଅଗଷ୍ଟରେ ଆମେରିକାରେ ଚାକିରି ଖୋଜିଛନ୍ତ ୭ଲକ୍ଷ ୩୬ହଜାର ଲୋକ

ଓ୍ବାଶିଂଟନ୍‌,୨।୯: ଭାରତ ପରି ଆମେରିକାରେ ମଧ୍ୟ ବେରୋଜଗାରି ହାର ବଢିବାରେ ଲାଗିଛି। ଆମେରିକାର ଶ୍ରମ ବିଭାଗ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ବେକାରୀ ହାର ୩.୫ରୁ ବଢି ୩.୮ପ୍ରତିଶତକୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ, ବହୁ…

ଦକ୍ଷିଣ ଆଫ୍ରିକାରେ ପୋଲିସ-ଲୁଟେରାଙ୍କ ମଧ୍ୟରେ ସଂଘର୍ଷ, ୧୮ ସନ୍ଦିଗ୍ଧ ମୃତ

ପ୍ରେଟୋରିଆ,୨।୯: ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଶୁକ୍ରବାର ପୋଲିସ ଏବଂ ସନ୍ଦିଗ୍ଧ ଲୁଟେରାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୮ ଜଣ ସନ୍ଦିଗ୍ଧ ଲୁଟେରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ରାଷ୍ଟ୍ରୀୟ ପୋଲିସ ଆୟୁକ୍ତ…

କ୍ୟାପିଟାଲ ହିଲ୍‌ ହିଂସା: ‘ପ୍ରାଉଡ ବୟଜ’ର ୨ନେତାଙ୍କୁ ଦଣ୍ଡାଦେଶ, ୬୦୦ରୁ ଅଧିକ ଅଭିଯୁକ୍ତଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ

ଓ୍ବାଶିଂଟନ୍‌,୨।୯: ଆମେରିକାର ସଂସଦ ଭବନ କ୍ୟାପିଟାଲ ହିଲ ହିଂସା ମାମଲାରେ ପ୍ରାଉଡ ବୟଜ ଗ୍ରୁପର ଦୁଇଜଣ ନେତା ଜୋସେଫ ବିଗ୍ସ ଓ ଜାକାରି ରେହଲଙ୍କୁ ଦଣ୍ଡିତ କରାଯାଇଛି। ଜଜ ଟିମୋଥି କେଲି ପ୍ରାଉଡ ବୟଜ ସଞ୍ଚାଳକ ବିଗ୍ସଙ୍କୁ ୧୭ ବର୍ଷ ଓ…

ତାମିଲ ସମେତ ୪ ଭାଷା ଜାଣିଛନ୍ତି ନୂଆ ରାଷ୍ଟ୍ରପତି ଥର୍‌ମାନ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍‌ମାନ ଶାନମୁଗରତ୍ନମ୍‌ ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟ ହାଜଲ କରିଛନ୍ତି। ୨୦୧୧ରୁ ଥର୍‌ମାନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏକି ୭୦ପ୍ରତିଶତରୁ ଅଧିକ…

୭ ସେପ୍ଟେମ୍ବରରେ ଭାରତ ପହଞ୍ଚିବେ ବାଇଡେନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ

ଓ୍ବାଶିଂଟନ୍‌,୨।୯: ରାଜଧାନୀ ଦିଲ୍ଲୀରେ ୯ ଏବଂ ୧୦ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଠାରୁ ଆରମ୍ଭ କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ ବିଶ୍ୱର…

ରୁଷିଆର ଲୁନା -୨୫ଧକ୍କା ହେବାରୁ ଚନ୍ଦ୍ରରେ ୩୩ ଫୁଟର ଗର୍ତ୍ତ, ଦୁର୍ଘଟଣା ସ୍ଥାନକୁ ଖୋଜିଲା ନାସା

କେପ କ୍ୟାନଭେରଲ,୨।୯: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ସମ୍ଭାବ୍ୟ ସ୍ଥାନକୁ ଖେଶଜି ବାହାର କରିଛି ଯେଉଁଠାରେ ରୁଷିଆର ରୋବୋଟିକ ଲ୍ୟାଣ୍ଡର ଲୁନା -୨୫ ଗତ ମାସରେ ଏକ ଅନିୟନ୍ତ୍ରିତ କକ୍ଷପଥକୁ ଯିବା ପରେ ଚନ୍ଦ୍ରରେ ଖସିପଡିଥିଲା। ୪୭ ବର୍ଷ ପରେ,…

ଇରାକରେ ସଡ଼କ ଦୁର୍ଘଟଣା, ୧୬ ମୃତ

ବାଗଦାଦ,୨।୯: ଇରାକରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନିହତମାନଙ୍କ ମଧ୍ୟରୁ ଅଧିକାଂଶ ଇରାନୀୟ ଥିଲେ। ଏହି ଦୁର୍ଘଟଣାରେ ୧୭ ଜଣ ମଧ୍ୟ ଆହତ ହୋଇଛନ୍ତି। ଇରାକର ଉତ୍ତର ଭାଗର ଦୁଇ…

ଆମେରିକା-ଦକ୍ଷିଣ କୋରିଆ ମଧ୍ୟରେ ସୈନ୍ୟ ଅଭ୍ୟାସକୁ ଦେଖି ଚିନ୍ତାରେ ଉତ୍ତର କୋରିଆ, ପରୀକ୍ଷା କଲା କ୍ଷେପଣାସ୍ତ୍ର

ସିଓଲ,୨।୯: ଶନିବାର ସକାଳେ ଉତ୍ତର କୋରିଆ କୋରିଆ ଉପଦ୍ୱୀପର ପଶ୍ଚିମ ଉପକୂଳରୁ ସମୁଦ୍ର ଆଡକୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ନିକଟରେ ଆମେରିକା ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ…

ଚାଇନା ମାନଚିତ୍ରକୁ ଆଉ ୪ ଦେଶର ବିରୋଧ

ନୂଆଦିଲ୍ଲୀ,୨ା୯: ଚାଇନାର ନୂଆ ମାନଚିତ୍ରକୁ ଭାରତ ବିରୋଧ କରିବା ପରେ ଏବେ ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଏବଂ ଭିଏଟ୍‌ନାମ ମଧ୍ୟ ଏହାକୁ ଭିତ୍ତିହୀନ ମାନଚିତ୍ର କହି କଡ଼ା ସମାଲୋଚନା କରିଛନ୍ତି। ନୂଆ ମାନଚିତ୍ରରେ ଦକ୍ଷିଣ ଚାଇନା ସାଗର ଏବଂ ଅନ୍ୟ କେତେକ…

ଚାଇନା ସାମ୍ନାରେ ନୂଆ ମାନଚିତ୍ରର ପ୍ରସଙ୍ଗ ଉଠାଇବେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

କାଠମାଣ୍ଡୁ,୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ବେଜିଂ ଗସ୍ତ ସମୟରେ ଚାଇନା ଦ୍ୱାରା ଜାରି ହୋଇଥିବା ନୂତନ ମାନଚିତ୍ରର ପ୍ରସଙ୍ଗ ଉଠାଇବେ। ଚାଇନା ନୂତନ ମାନଚିତ୍ରରେ କାଲାପାନି, ଲିମ୍ପିୟାଧୁରା ଏବଂ ଲିପୁଲେଖଙ୍କୁ ଭାରତୀୟ ଅଞ୍ଚଳ ଭାବରେ ଦର୍ଶାଯାଇଛି। ସିପିଏନ-ମାଓବାଦୀ…

ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କଲା କାନାଡା, ପ୍ରଧାନମନ୍ତ୍ରୀ ଟ୍ରୁଡେ କହିଲେ ଏହି ପ୍ରକ୍ରିୟା ବହୁତ ଜଟିଳ

ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ ଦୁଇ ଦେଶ କହିଥିାଲ ଯେ ସେମାନେ ଚଳିତ ବର୍ଷ ପ୍ରାଥମିକ ଚୁକ୍ତିନାମା କରିବାକୁ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?