ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍
ଇସ୍ଲାମାବାଦ,୧୪।୨:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ପୁଣି ଥରେ ଦେଶର ଶାସନ ମଙ୍ଗ ଧରିପାରନ୍ତି। ପାକିସ୍ତାନ ମୁସ୍ଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍) ସୁପ୍ରିମୋ ତଥା ଶେହବାଜଙ୍କ ବଡ଼ଭାଇ ନଓ୍ବାଜ ଶରିଫ୍ ତାଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି। ପିଏମ୍ଏଲ୍-ଏନ୍ ମୁଖପାତ୍ର ମରିୟମ ଔରଙ୍ଗଜେବ...
ୟୁଏଇରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର: ଶୁଭିଲା ମୋଦି-ମୋଦି ନାରା
ଆବୁଧାବି,୧୪।୨:ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ ଅଲ୍ ନହ୍ୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେମାନେ ରଣନୀତିକ ସହଭାଗିତାର ସମୀକ୍ଷା କରିବା...
ୟୁଏଇରେ ରୁପେ କାର୍ଡର ଶୁଭାରମ୍ଭ କଲେ ମୋଦି…
ଆବୁଧାବି,୧୩।୨ : ଭାରତରେ ବିକଶିତ ହୋଇଥିବା ରୁପେ କାର୍ଡ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମଧ୍ୟ ପ୍ରଚଳନ ହେବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ...
ସୁରକ୍ଷା ପାଇଁ ଲୋକଙ୍କୁ ଚନ୍ଦ୍ରଙ୍କୁ ପଠାଯିବ କି? ଆମେରିକା ଇସ୍ରାଏଲକୁ ବନ୍ଦ କରୁ ଅସ୍ତ୍ର ଯୋଗାଣ: ଅସନ୍ତୋଷ ବ୍ୟକ୍ତ କଲା ଇୟୁ…
ଓ୍ବାଶିଂଟନ,୧୩।୨ : ରାଫା ସହର ଉପରେ ଆକ୍ରମଣ ପରେ ସାରା ବିଶ୍ୱରୁ ଇସ୍ରାଏଲ ଉପରେ ଚାପ ପଡ଼ିବା ଆରମ୍ଭ କରିଛି। ୟୁଏଇର ବୈଦେଶିକ ନୀତି ମୁଖ୍ୟ ଜୋଶେପ ବୋରେଲ ଇସ୍ରାଏଲର ସହଯୋଗୀ ବିଶେଷ କରି ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ...
ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ...
ବିରୋଧୀ ଆସନରେ ବସିବାକୁ ନିଷ୍ପତ୍ତି ନେଲା ଇମ୍ରାନ୍ଙ୍କ ଦଳ
ଇସ୍ଲାମାବାଦ,୧୨।୨: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ନିର୍ବାଚନରେ କାହାକୁ ସଂଖ୍ୟାଗରିଷ୍ଠତା ମିଳି ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ (ପିଟିଆଇ) ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ବିରୋଧୀ ଆସନରେ ବସିବାକୁ ନିଷ୍ପତ୍ତି ନେଇଛି। ପିଏମ୍ଏଲ୍-ଏନ୍ କିମ୍ବା...
ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ପ୍ରତିରକ୍ଷା ସଚିବ
ଓ୍ବାଶିଂଟନ,୧୨।୨: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ବ୍ଲାଡର ସମସ୍ୟା ନେଇ ରବିବାର ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଅଷ୍ଟିନ୍ ଧୀରେ ଧୀରେ ଭଲ ହେଉଥିବା ବେଳେ ତାଙ୍କ ଡେପୁଟି କାଥଲିନ୍ ହିକ୍ସଙ୍କୁ କ୍ଷମତା ହସ୍ତାନ୍ତର...
ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍
ନୁୟର୍କ, ୧୨।୨: ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଟୁଇଟର କରିଥିଲେ, ଯାହା ଏକ ସମୟରେ ବେଶ ଲୋକପ୍ରିୟ ଥିଲା, ଯାହାକୁ ଏଲନ ମସ୍କ କିଣି ଏହାକୁ ଏକ୍ସ ନାମରେ ନାମିତ କରିଥିଲେ। ତେବେ, ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ...
ଏହି ପ୍ରାଣୀଙ୍କୁ ବହୁତ ପସନ୍ତ କରନ୍ତି ଏଲନ ମସ୍କ, ଫଟୋ ଶେୟାର କରି ଲେଖିଲେ I Love You…
ନୁୟର୍କ,୧୨।୨: କୁକୁରମାନେ ମଣିଷର ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ। ଏପରିକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିତ୍ୱ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ସିଇଓ ମଧ୍ୟ ଏହି ସୁନ୍ଦର କୁକୁରଙ୍କ ବହୁତ୍ ଭଲ ପାଉଥିବା ଜଣାପଡିଛି। ନିକଟରେ ଏଲନ...
୧ ଦେଶ ୩ ପ୍ରଧାନମନ୍ତ୍ରୀ ! ରାଜନୈତିକ ସଙ୍କଟରେ ପାକିସ୍ତାନ…
ଇସଲାମାବାଦ,୧୨।୨ : ଦୀର୍ଘ ଦିନ ଧରି ପାକିସ୍ତାନ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଆସୁଛି। ସାଧାରଣ ନିର୍ବାଚନ ପରେ ଏହା ଅନ୍ତତଃପକ୍ଷେ ରାଜନୈତିକ ସଙ୍କଟରୁ ମୁକ୍ତ ହେବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ, ନିର୍ବାଚନ ଫଳାଫଳ ଆସିବା ପରେ...
ହିନ୍ଦୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କୁ ମିଳିବ ସ୍ବତନ୍ତ୍ର ଉପହାର
ଆବୁଧାବି,୧୨।୨: ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ପଥର ହିନ୍ଦୁ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏହି ସମୟରେ, ୧୦୦ ରୁ ଅଧିକ ଭାରତୀୟ ସ୍କୁଲ ପିଲା ଏଠାରେ ପଥରକୁ ଚିତ୍ରିତ କରିବାରେ ବ୍ୟସ୍ତ...
‘ଦିନରେ ସାମ୍ବାଦିକ, ରାତିରେ ଆତଙ୍କବାଦୀ’: ଦାବିକଲା ଇସ୍ରାଏଲ-‘ସାମ୍ବାଦିକ ମଧ୍ୟ ହମାସ ନେତା’
ନୂଆଦିଲ୍ଲୀ,୧୨।୨: ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ ଜଜିରା ପାଇଁ କାର୍ଯ୍ୟ କରୁଥିବା ଜଣେ ପାଲେଷ୍ଟାଇନ ସାମ୍ବାଦିକ ମଧ୍ୟ ହମାସର ସାମରିକ ୱିଙ୍ଗରେ ଜଣେ ବରିଷ୍ଠ କମାଣ୍ଡର ଅଟନ୍ତି। ଆଇଡିଏଫ୍ର ଆରବୀୟ ଭାଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଭିଚେ...
Archives


