ଅନ୍ତର୍ଜାତୀୟ

ଅନମୋଲ ବିଷ୍ଣୋଇଙ୍କଠାରୁ ଗୋଲଡି ବ୍ରାରଙ୍କ ପର୍ଯ୍ୟନ୍ତ, ମୋଷ୍ଟ ଓ୍ବାଣ୍ଟେଡ ଗ୍ୟାଙ୍ଗଷ୍ଟରଙ୍କ ହଜିବ ନିଦ

ଓ୍ବାାଇଂଟନ/ନୂଆଦିଲ୍ଲୀ,୧୨।୨: ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, ଭାରତର ଶୀର୍ଷ ସୁରକ୍ଷା ଏଜେନ୍ସିଗୁଡ଼ିକ ଆମେରିକାରେ ବସବାସ କରୁଥିବା ୧୨ ଜଣ ଗ୍ୟାଙ୍ଗଷ୍ଟରଙ୍କ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସପ୍ତାହରେ…

ପ୍ରବାସୀଙ୍କୁ ପୁଣିଥରେ ବଡ଼ ଝଟକା ଦେଲେ ଟ୍ରମ୍ପ, ଅଡୁଆରେ ପଡିବେ…

ଓ୍ବାଶିଂଟନ,୧୨।୨: ରାଷ୍ଟ୍ରପତି ହେବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ତାଙ୍କର ଭିନ୍ନ ଭିନ୍ନ ନିଷ୍ପତ୍ତି ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆସୁଛନ୍ତି ଏବଂ ଏହି ନିଷ୍ପତ୍ତିଗୁଡ଼ିକ ଲୋକଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଟ୍ରମ୍ପ ଅସ୍ଥାୟୀ ଭିସା ଧାରକଙ୍କ ପିଲାମାନଙ୍କ ପାଇଁ ଜନ୍ମଗତ…

ଏଲନ ମସ୍କ ଦେଲେ ଚେତାବନୀ: ବଢିଲା ଟ୍ରମ୍ପଙ୍କ ଟେନସନ, ଏମିତି କ’ଣ କହିଦେଲେ…

ଓ୍‌ବାଶିଂଟନ୍‌,୧୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଫେଡେରାଲ ଖର୍ଚ୍ଚ ହ୍ରାସ କରିବା ପାଇଁ ଗଠିତ ଏକ ଏଜେନ୍ସି, ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (DOGE)ର ମୁଖ୍ୟ ଏଲନ ମସ୍କ ଏକ ଚେତାବନୀ ଦେଇଛନ୍ତି, ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ଟେନସନକୁ ବୃଦ୍ଧି…

ଫ୍ରାନ୍ସ ପହଞ୍ଚିବା ପୂର୍ବରୁ ୪୬ ମିନିଟ୍‌ ଯାଏ ପାକିସ୍ତାନରେ ରହିଲା ମୋଦିଙ୍କ ବିମାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାରିସ ଗସ୍ତ ସମୟରେ ତାଙ୍କ ବିମାନ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିଥିଲା। ବେସାମରିକ ବିମାନ ଚଳାଚଳ ସୂତ୍ରକୁ ଏହି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ, ଯାହାକୁ ‘ଇଣ୍ଡିଆ ୧’ କୁହାଯାଏ, ସେହି…

ଆମେରିକା ଉପରାଷ୍ଟ୍ରପତିଙ୍କ ପରିବାରକୁ ଭେଟି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଏଆଇ ଆକ୍ସନ ସମିଟ୍‌ରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ତାଙ୍କ ଭାରତୀୟ ବଂଶୋଦ୍ଭବ ସ୍ତ୍ରୀ ଉଷା ଏବଂ ପୁଅମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜେଡି ଭାନ୍ସଙ୍କ ପୁଅ ବିବେକଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ ଏବଂ…

ବଡ଼ ଖୁଲାସା: ପିଏମ ମୋଦିଙ୍କୁ ହରାଇବାକୁ ଷଡ଼ଯନ୍ତ୍ର କରିଥିଲା ଆମେରିକା! ପୂର୍ବତନ ବୈଦେଶିକ ବିଭାଗର ଅଧିକାରୀଙ୍କ ବୟାନକୁ ନେଇ…

ଓ୍‌ବାଶିଂଟନ୍‌,୧୨।୨: ଆମେରିକାର ପୂର୍ବତନ ବୈଦେଶିକ ବିଭାଗ ଅଧିକାରୀ ମାଇକ ବେଞ୍ଜ ଅଭିଯୋଗ କରିଛନ୍ତି ଯେ ଆମେରିକା ବିଭିନ୍ନ ଦେଶର ରାଜନୀତିରେ ହସ୍ତକ୍ଷେପ କରିବା ପାଇଁ ଅନେକ ରଣନୀତି ବ୍ୟବହାର କରିଛି। ରିପୋର୍ଟ ଅନୁଯାୟୀ, ବେଞ୍ଜ ଦାବି କରିଛନ୍ତି , ଆମେରିକା ଗଣମାଧ୍ୟମ…

ଇସ୍ପାତ, ଆଲୁମିନିୟମ ଟାରିଫ୍‌ ବଢ଼ାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ/ବ୍ରସେଲ୍ସ,୧୨।୨: ବିଦେଶରୁ ଆମଦାନୀ ହେଉଥିବା ଇସ୍ପାତ ଓ ଆଲୁମିନିୟମ୍‌ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ମାର୍ଚ୍ଚ ୧୨ରୁ ଏହି ନୂଆ ଟାରିଫ୍‌ ଲାଗୁ ହେବାକୁ ଯାଉଛି। ୟୁରୋପ…

ଆଦାନୀଙ୍କୁ ବଡ଼ ଉପହାର ଦେବେ ଟ୍ରମ୍ପ! ବଡ଼ ଘୋଷଣା…

ଓ୍ବାଶିଂଟନ୍‌,୧୧।୨: ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ତାଜୁବ କରିଦେବା ଭଳି ନିଷ୍ପତ୍ତି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରାୟ ୫୦ବର୍ଷ ପୁରୁଣା ଆଇନକୁ…

କ’ଣ AI ମଣିଷର ସ୍ଥାନ ନେଇପାରିବ ? ‘ସର୍ବାଧିକ ପଚରାଯାଉଥିବା ପ୍ରଶ୍ନର’ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୧।୨: ଫ୍ରାନ୍ସରେ ଏଆଇ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। କ’ଣ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଣିଷମାନଙ୍କର ଚାକିରିକୁ ବଦଳାଇ ପାରିବ? “ଇତିହାସ ଦେଖାଇଛି ଯେ ପ୍ରଯୁକ୍ତିବିଦ୍ୟା ଯୋଗୁଁ କାମ…

ଟ୍ରମ୍ପଙ୍କୁ ଝଟକା: ଯେଉଁ ଦେଶକୁ କରୁଥିଲେ ସାହାଯ୍ୟ, ସିଏ କଲା ବିଶ୍ୱାସଘାତକତା

ଓ୍‌ବା୍‌ଶିଂଟନ,୧୧।୨: ମଧ୍ୟପ୍ରାଚ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମୁସଲିମ ଦେଶ ଏବଂ ଭାରତର ବନ୍ଧୁ ଇଜିପ୍ଟକୁ ଚାଇନାରେ ନିର୍ମିିତ J-10CE ଲଢ଼ୁଆ ବିମାନ ପାଇଛି। ଏହି ଲଢ଼ୁଆ ବିମାନଟି ଉନ୍ନତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦକାରୀ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ପୂର୍ବରୁ ଇଜିପ୍ଟ ବାୟୁସେନାର ନୌବାହିନୀରେ…

ବିଶ୍ୱର ୧୦ ଶାନ୍ତ ଦେଶ ତାଲିକାରେ ନାହିଁ ଭାରତ, ଦେଖନ୍ତୁ ପାକିସ୍ତାନ-ବାଂଲାଦେଶର ସ୍ଥିତି

ଓ୍ବାଶିଂଟନ,୧୧।୨: ବିଶ୍ୱର ଅନେକ ଦେଶ ହିଂସା ଏବଂ ଅପରାଧର ଶିକାର, କିନ୍ତୁ କିଛି ଦେଶ ଅଛି ଯେଉଁଠାରେ ହିଂସା ବହୁତ କମ ଏବଂ ନାଗରିକମାନେ ଶାନ୍ତିରେ ବାସ କରନ୍ତି। ଫୋର୍ବସ ଦ୍ୱାରା ଜାରି କରାଯାଇଥିବା ବିଶ୍ୱର ୧୦ଟି ସବୁଠାରୁ ଶାନ୍ତିପ୍ରିୟ ଦେଶ…

ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି

ପ୍ୟାରିସ୍‌/ନୂଆଦିଲ୍ଲୀ,୧୧।୨: ଭାରତ ଶକ୍ତି ସପ୍ତାହ ୨୦୨୫ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି। ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?