ଏହିଦିନ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଖଲୀସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ
ନୂଆଦିଲ୍ଲୀ,୧୧।୧୧: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓରେ ପନ୍ନୁନ୍ ନଭେମ୍ବର ୧୬ ଏବଂ ୧୭ ରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି।…
ଭଗତ ସିଂଙ୍କୁ ଆତଙ୍କବାଦୀ କହିଲା ପାକିସ୍ତାନ
ଇସଲାମାବାଦ୍,୧୧।୧୧୧: ପାକିସ୍ତାନ ସରକାର ଲାହୋରର ଶାଦମାନ ଚୌକ ନାମ ବଦଳାଇ ଶହୀଦ ଭଗତ ସିଂଙ୍କ ନାଁ ରଖାଯିବ ଯୋଜନା ଶେଷରେ ରଦ୍ଦ ହୋଇଛି। ଏହି ପଦକ୍ଷେପ ଜଣେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀଙ୍କ ଆପତ୍ତି ପରେ ଉଠାଯାଇଛି। ଲାହୋର ହାଇକୋର୍ଟରେ ଆସିଷ୍ଟାଣ୍ଟ ଆଡଭୋକେଟ…
ଏହି କାମ ପାଇଁ ଘଣ୍ଟାକୁ ୫ ହଜାର ଟଙ୍କା ଦେବେ ଏଲନ ମସ୍କ: ଏମିତି କରିପାରିବେ ଆବେଦନ
କାଲିଫର୍ନିଆ,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏକ୍ସ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ଏହି ସମୟରେ ମସ୍କ ଏମିତି କିଛି କରିଛନ୍ତି,ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ମସ୍କ ଏକ ଜବରଦସ୍ତ…
କାହାକୁ ଭୋଟ ଦେଇଥିଲେ ଟ୍ରମ୍ପଙ୍କ ସାନ ପୁଅ: ହେଲା ଚାଞ୍ଚଲ୍ୟକର ଖୁଲାସା
ଓ୍ବାଶିଂଟନ୍,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଏଥିରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପଙ୍କ ସାନ ପୁଅ ବାରୋନ ଟ୍ରମ୍ପଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ସେ କୌଣସି ଦଳକୁ ସମର୍ଥନ…
ବାଇଡେନ ଗାଦି ଛାଡି କମଲାଙ୍କୁ କରନ୍ତୁ ରାଷ୍ଟ୍ରପତି , ଟ୍ରମ୍ପଙ୍କ ପୂର୍ବରୁ ଜଣେ ମହିଳା ହୁଅନ୍ତୁ ରାଷ୍ଟ୍ରପତି, ଜାଣନ୍ତୁ କାହାର ରହିଛି ଦାବି
ଓ୍ବାଶିଂଟନ,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇବା ପରେ କମଳା ହାରିସଙ୍କ ସମର୍ଥକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ବହୁମତ ପାର କରି କମଲାଙ୍କୁ ମାତ ଦେଇଛନ୍ତି ଟ୍ରମ୍ପ। ତେବେ ବର୍ତ୍ତମାନ କମଲା ହାରିସ ଦଳର ଜଣେ ପୂର୍ବତନ କର୍ମଚାରୀ ରାଷ୍ଟ୍ରପତି…
Ministry Of Sex: ‘ସେକ୍ସ ମିନିଷ୍ଟ୍ରି’ ଗଠନ କରିବାକୁ ଚାହୁଁଛନ୍ତି ପୁଟିନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମସ୍କୋ,୧୧।୧୧: ଗତ ତିନି ବର୍ଷ ଧରି ଯୁଦ୍ଧ କରିଆସୁଥିବା ରୁଷିଆ ଏବେ ଦେଶର ଜନ୍ମ ହାର ହ୍ରାସକୁ ନେଇ ଚିନ୍ତିତ ହୋଇ ପଡିଛି। ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପୁଟିନ ସରକାର ଏକ ଯୌନ ମନ୍ତ୍ରଣାଳୟ ବା ‘ସେକ୍ସ ମିନିଷ୍ଟ୍ରି’…
ଟ୍ରମ୍ପ ତାଙ୍କ କଥା ରଖିଲେ , ନିଶ୍ଚିତ ଭାବେ ଚାଇନାର ହେବ କ୍ଷତି, ଭାରତକୁ ମିଳିବ ଲାଭ!
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧୧: ଆମେରିକାର ଲୋକମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କର ରାଜା ଭାବରେ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ବିଶ୍ୱାସ କରିଥିଲେ ଯେ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ। ଯଦି ସେମାନେ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରନ୍ତି, ତେବେ ଭାରତ ନିଶ୍ଚିତ…
ମସ୍କୋ ଉପରେ ୩୪ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍
ମସ୍କୋ/କିଭ୍,୧୧ା୧୧: ୟୁକ୍ରେନ୍ ପକ୍ଷରୁ ରବିବାର ମସ୍କୋ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନୀୟ ସେନା ୩୪ଟି ଡ୍ରୋନ୍ ମାଡ଼ କରିଛି। ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଶେରେମେଟ୍ୟେଭୋ ଏବଂ…
ଟ୍ରମ୍ପ୍ ପ୍ରଶାସନରେ ରହିବେନି ହାଲି, ପମ୍ପିଓ
ଓ୍ବାଶିଂଟନ,୧୧ା୧୧: ଆମେରିକାର ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହାଲି ଏବଂ ପ୍ରାକ୍ତନ ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓଙ୍କୁ ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ ପାଳି ପ୍ରଶାସନରେ ସାମିଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ସହ ପୂର୍ବରୁ ଏକାଠି…
ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲି: ନେତାନ୍ୟାହୁ
ଜେରୁଜେଲମ୍,୧୧ା୧୧: ଲେବାନନ୍ରେ ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାବିନେଟ୍ ବୈଠକରେ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ୧୭ ଓ ୧୮ରେ ଅନେକ ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣରେ…
ହାସିନାଙ୍କୁ ଫେରାଇନେବା ପାଇଁ ଇଣ୍ଟରପୋଲ୍ର ସହାୟତା ନେବ ବାଂଲାଦେଶ
ଢାକା,୧୧ା୧୧(ପି.ଟି.): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭାରତରୁ ଫେରାଇନେବା ପାଇଁ ସେଠାର ଅନ୍ତରୀଣ ସରକାର ଇଣ୍ଟରପୋଲ୍ର ସହାୟତା ନେବେ ବୋଲି ରବିବାର ସୂଚନା ଦେଇଛନ୍ତି। ବାଂଲାଦେଶରେ ମାନବତା ବିରୋଧୀ ଅପରାଧରେ ସମ୍ପୃକ୍ତ ଥାଇ ବିଚାରର ସମ୍ମୁଖୀନ ହୋଇଥିବା ଅନ୍ୟ ପଳାତକମାନଙ୍କୁ…
ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ବାନ
ଓ୍ବାଶିଂଟନ,୧୧ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋକପାତ କରିଥିବାବେଳେ ବିବାଦ ନ ବଢ଼ାଇ…
Archives


