ଏହି ଦେଶରୁ ମିଳିଲା ଦ୍ୱିତୀୟ ସର୍ବବୃହତ୍‌ ହୀରା

ଗାବୋରୋନ୨୨ା୮: ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସ୍ବାନାରୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ହୀରା ମିଳିଛି, ଯାହା କି ୨,୪୯୨ କ୍ୟାରେଟ୍‌ ରହିଛି। ବୋତ୍ସ୍ବାନା ରାଜଧାନୀ ଗାବୋରୋନଠାରୁ ୫୦୦ କିମି ଉତ୍ତରରେ ଥିବା ଏକ ଖଣିରୁ ଏହି ହୀରା ଖୋଳାଯାଇଛି। ଉକ୍ତ ଖଣି କାନାଡା ଫାର୍ମ ଲୁକାରା ଡାଇମଣ୍ଡ ମାଲିକାନାରେ ରହିଛି। ୨୦୧୯ରେ ଉକ୍ତ ଖଣିରୁ ୧,୭୫୮ କ୍ୟାରେଟ୍‌ର ଏକ ଏକ ବୃହତ୍‌ ହୀରା ମିଳିଥିଲା।

ବୋତ୍ସ୍ବାନା ସର୍ବବୃହତ୍‌ ହୀରା ଉତ୍ପାଦନକାରୀ ଦେଶ। ବିଶ୍ୱର ୨୦ ପ୍ରତିଶତ ହୀରା ସେଠାରୁ ମିଳିଥାଏ। ସୂଚନାଯୋଗ୍ୟ, ବିଶ୍ୱର ସର୍ବବୃହତ୍‌ ହୀରା ଦକ୍ଷିଣ ଆଫ୍ରିକାରୁ ୧୯୦୫ରେ ମିଳିଥିଲା। ୩,୧୦୬ କ୍ୟାରେଟ୍‌ର ଏହି କୁଲିନାନ ହୀରାକୁ ୯ ଖଣ୍ଡରେ କଟାଯାଇଥିବାବେଳେ ଏହା ବ୍ରିଟିଶ ରାଜପରିବାରର ଅଳଙ୍କାରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହା ହେଉଛି ଥଲାପଥି ବିଜୟଙ୍କ ‘ମ୍ୟାଜିକ୍‌ ନମ୍ବର’, ଯାହା ତାଙ୍କୁ ଫିଲ୍ମ ଆଉ ରାଜନୀତିର କଲା ପ୍ରକୃତ ‘କମାଣ୍ଡୋ’

ନୂଆଦିଲ୍ଲୀ,୭।୫: ଦକ୍ଷିଣ ଅଭିନେତା ଥଲାପଥି ବିଜୟ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ତାଙ୍କର ଯାଦୁକରୀ ସଂଖ୍ୟା, ବା ରେଡିକ୍ସ…

ବଲାଙ୍ଗୀର ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା, ଝାମ୍ପିନେଇ ଫାଇଲ୍ ଚିରିଦେଲେ ଚେୟାରମ୍ୟାନ୍

ବଲାଙ୍ଗୀର,୭।୫(ସୁନିଲ କୁମାର ମହାନ୍ତି): ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଧବାର ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ…

ଡିପି ପରିବର୍ତ୍ତନ କଲେ ମୋଦି-ଶାହା: ପାକିସ୍ତାନକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ,୭।୫: ଆଜି ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରର ପ୍ରଥମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ…

ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପରେ ଅନୁପ୍ରବେଶକାରୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା, ଜଳପଥରେ ଆସି…

କେନ୍ଦ୍ରାପଡ଼ା,୭ା୫ (ଜଗନ୍ନାଥ ଧଳ): ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପାଇଛି। ସେହି ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏହା ପୂର୍ବରୁ ସେଠାରେ ଅନୁପ୍ରବେଶ କରିଥିବା…

ତାମିଲନାଡୁରେ ନୂଆ ଟୁଇଷ୍ଟ! ଚାଣକ୍ୟ ହୋଇ ଭାଜପା ଖେଳିଲା ବଡ଼ ଗେମ୍‌, ଚିନ୍ତାରେ ପଡିଲେ ବିଜୟ ,ରାହୁଲ

ଚେନ୍ନାଇ, ୭।୫: ତାମିଲନାଡୁ ରାଜନୀତିରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ଥଲାପଥି ବିଜୟଙ୍କ ଟିଭିକେ ସରକାର ଗଠନ କରିବାକୁ ଚେଷ୍ଟା କରୁଛି। ଏହାର ସଂଖ୍ୟାଗରିଷ୍ଠତା ନାହିଁ। ତେଣୁ,…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ମହାନଦୀରେ ଉଚ୍ଚ ଜୁଆର, ବିପଦରେ ମତ୍ସ୍ୟଜୀବୀଙ୍କ ହୁଲିଡଙ୍ଗା, ଆଶଙ୍କାରେ…

ମହାକାଳପଡ଼ା, ୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମହାନଦୀରୁ ମାଛ ମାରି ଜୀବିକା ନିର୍ବାହ…

ଭୟରେ ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ: ମା’ ଖୋଲିଦେଲେ ସବୁ ଗୁମର

ଭଦ୍ରକ,୭।୫(ସନାତନ ରାଉତ): ପ୍ରଥମ ନିଟ ପରୀକ୍ଷାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଙ୍ଗ କରିଥିଲେ। ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri