ଅନ୍ତର୍ଜାତୀୟ

ଭାରତ ଉପରେ କଟକଣା ଲଗାଇପାରେ କାନାଡା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୧୬ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ତୀବ୍ର ହେବାରେ ଲାଗିଛି। ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ…

ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ,୧୫।୧୦: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନର ଇସ୍ଲାମଵାଦରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ବରିଷ୍ଠ ଅଧିକାରୀ ନୁର ଖାଁ ସ୍ୱାଗତ କରିଥିଲେ। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବେ। ଏହି ବୈଠକ…

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ କାହିଁକି ରୁଷିଆକୁ ମିଳୁଛି ବାହାର ସମର୍ଥନ

ମସ୍କୋ,୧୫।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଥିବାବେଳେ ରୁଷିଆ କିଛି ଦେଶରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା ନେଉଛି। ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ଉତ୍ତର କୋରିଆ…

ତାଇଓ୍ବାନକୁ ଚାଇନାର ଅଲ୍ଟିମେଟମ, ଯୁଦ୍ଧାଭ୍ୟାସରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ

ବେଜିଂ,୧୫।୧୦: ଚାଇନା ଏବଂ ତାଇୱାନ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ରହିଆସିଛି, ଯେତେବେଳେ ତାଇୱାନରେ ଚାଇନା ଅଦୃଶ୍ୟ ସାମରିକ ଅଭ୍ୟାସ କରିଥିଲା ସେତେବେଳେ ଏହି ତିକ୍ତତା ଆହୁରି ବୃଦ୍ଧି ପାଇଛି। ଏହି ଅଭ୍ୟାସ ଅଧୀନରେ ଚାଇନା ଏକ ରେକର୍ଡ ପରିମାଣର ୧୨୫…

ମା’ଙ୍କୁ ଖଣ୍ଡ ଖଣ୍ଡ କରି ହାଣିଲେ ଝିଅ, ଓଭାନରେ ରାନ୍ଧିଲେ…ଆଉ ତା’ପରେ

ଓ୍ବାଶିଂଟନ୍‌,୧୫।୧୦:ଜଣେ ଯୁବତୀ ନିଜ ମା’ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶରୀରର ବିଭିନ୍ନ ଅଙ୍ଗ କାଟିବା ପରେ ଯୁବତୀ ଏହାକୁ ଓଭାନରେ ରାନ୍ଧିଥିଲେ। ଏହି ନିର୍ମମ…

ଭଲ ହେବ ଯଦି କେହି ମହିଳା ରାଷ୍ଟ୍ରପତି ହୁଅନ୍ତି.., କମଳା ହାରିସଙ୍କୁ ଖୋଲାଖୋଲି ସମର୍ଥନ ଦେଲେ ରେହମାନ

ଓ୍ବାଶିଂଟନ,୧୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କ ସମର୍ଥନରେ ଭେଟେରାନ ସଙ୍ଗୀତକାର ଏ ଆର୍‌ ରହମାନ ବାହାରିଛନ୍ତି। ସେ କହିଛନ୍ତି ଯେ କମଲା ହାରିସଙ୍କ ସମତାପୂର୍ଣ୍ଣ ବିଶ୍ୱ ଦୃଷ୍ଟିକୋଣ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ।…

ବାଂଲାଦେଶର ପୋଲ ଖୋଲିଦେଲା ଭାରତ! ରାଗିଗଲେ ୟୁନୁସ ସରକାର, କହିଲେ…

ଢାକା,୧୫।୧୦: ଭାରତର ଅଭିଯୋଗ ଉପରେ ବାଂଲାଦେଶର ଅନ୍ତରୀଣ ସରକାର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଅନ୍ତରୀଣ ସରକାରଙ୍କ ତରଫରୁ କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରଗୁଡିକର ସୁରକ୍ଷା ସମ୍ପର୍କରେ ଭାରତ ଦେଇଥିବା ବିବୃତ୍ତି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅନାବଶ୍ୟକ। ଦେଶରେ ଏପରି…

ବିଷ୍ଣୋଇ ଗ୍ୟାଙ୍ଗ ଆମକୁ ନାକେଦମ କରିଦେଲା…, ଟ୍ରୁଡୋ ନେଲେ ଗ୍ୟାଙ୍ଗଷ୍ଟରର ସାହାରା!

ଓଟାଓ୍ବା/ନୂଆଦିଲ୍ଲୀ,୧୫।୧୦: କାନାଡା ଭାରତ ସହ ସମ୍ପର୍କକୁ ନଷ୍ଟ କରିଦେଇଛି। ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଖାଲିସ୍ତାନି ପ୍ରେମ ଏତେ ବଢି ଯାଇଛି ଯେ ସେ କୂଟନୈତିକ ସମ୍ପର୍କକୁ ଆଦୌ ଗୁରୁତ୍ୱ ଦେଉ ନାହାଁନ୍ତି। ଏହି କାରଣରୁ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସରକାର…

ପୁଣି କାନାଡା ପ୍ରଧାନମନ୍ତ୍ରୀଙ୍କ ନୂଆ ଡ୍ରାମା! ଭାରତ ବିରୋଧରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିକଟରେ କଲେ ଗୁହାରି

ଓଟାୱା,୧୫/୧୦:କାନାଡା ଓ ଭାରତ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ଭାରତ ସରକାରଙ୍କ ସହ ଜଡିତ ଏଜେଣ୍ଟଙ୍କ ଦ୍ୱାରା…

ଷ୍ଟାର୍‌ସିପ୍‌ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍‌ପ୍ୟାଡ୍‌

ଓ୍ବାଶିଂଟନ, ୧୫।୧୦: ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍‌ସିପ୍‌ ରକେଟର ଉତ୍‌କ୍ଷେପଣ ଓ ଅବତରଣ କରାଯାଇଛି, ଯାହା ଇତିହାସ ସୃଷ୍ଟି କରିଛି। ପୂର୍ବ ୪ଟି ପ୍ରୟାସ ପରି ଚଳିତ ଥର ଷ୍ଟାର୍‌ସିପ୍‌ ରକେଟର…

‘୧୯ ଅକ୍ଟୋବର ସୁଦ୍ଧା ଦିଲ୍ଲୀ ଛାଡନ୍ତୁ’, କାନାଡା କୂଟନୀତିଜ୍ଞଙ୍କୁ ଭାରତର ଅଲ୍ଟିମେଟମ

ନୂଆଦିଲ୍ଲୀ,୧୪।୧୦: କାନାଡା ସରକାରଙ୍କ ସହ ବିବାଦ ମଧ୍ୟରେ ଭାରତ ସରକାର ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଅକ୍ଟୋବର ୧୯ରେ ରାତି ୧୧:୫୯ରେ କିମ୍ବା ପୂର୍ବରୁ ଭାରତ ଛାଡିବାକୁ ପଡିବ। ଭାରତ ସରକାର ମଧ୍ୟ କାନାଡାରୁ…

ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ, ଜେମ୍ସ ଏ. ରବିନସନଙ୍କୁ ଅର୍ଥନୀତିରେ ମିଳିଲା ନୋବେଲ

ନୂଆଦିଲ୍ଲୀ,୧୪ା୧୦: ଆମେରିକାର କେମ୍ବ୍ରିଜରେ ଥିବା ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ର ଡାରନ୍ ଆସେମୋଗ୍ଲୋ ଏବଂ ସାଇମନ୍ ଜନସନ ଏବଂ ଆମେରିକାର ଚିକାଗୋ ୟୁନିଭରସିଟିର ଜେମ୍ସ ଏ. ରବିନ୍ସନ୍ ଙ୍କୁ ୨୦୨୪ ପାଇଁ ନୋବେଲ ମିଳିବ। ଏକ ଦେଶର ସମୃଦ୍ଧତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri