ଆମେରିକାରୁ ଆସିଲା ବଡ଼ ଖବର, ଶପଥ ପରେ ମୋଦିଙ୍କୁ ଭେଟିବାକୁ ଆସିବେ ଟ୍ରମ୍ପ, ହେବ ବଡ଼ ପ୍ଲାନ
ନୂଆଦିଲ୍ଲୀ,୨୦।୧:ଆଜି ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଦ୍ୱିତୀୟ ଇନିସଂ ଆରମ୍ଭ ହେବାକୁ ଯାଉଛି। ଅନେକ ଦେଶର ବଡ଼ ବଡ଼ ଦାୟିତ୍ୱରେ ଥିବା ବ୍ୟକ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି। କିନ୍ତୁ ଏହାରି ଭିତରେ ସବୁଠାରୁ ବଡ଼…
ଶପଥ ପୂର୍ବରୁ ବଡ଼ ଝଟ୍କା! ଟ୍ରମ୍ପଙ୍କ ପ୍ରଶାସନରେ ଥିବା ଏହି ଭାରତୀୟ ଛାଡିବେ ହାତ
ଓ୍ବାଶିଂଟନ୍,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପ ଶପଥ ନେବା ପରେ, ତାଙ୍କ ନୂଆ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ,…
ଶପଥ ନେବା ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା, ସାରା ବିଶ୍ୱ ଛାନିଆ!
ଓ୍ବାଶିଂଟନ୍,୨୦।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଟ୍ରମ୍ପ ଆମେରିକାର ୪୮ତମ ରାଷ୍ଟ୍ରପତି ହେବେ। ଭାରତୀୟ ସମୟ ଅନୁସାରେ ରାତି ୧୦:୩୦ ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ।…
ଆଜି ଶପଥ ନେବେ ଟ୍ରମ୍ପ୍
ଓ୍ବାଶିଂଟନ,୨୦ା୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ସୋମବାର ଶପଥ ଗ୍ରହଣ କରିବେ। ଶପଥ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ଏବଂ ଗଣମାଧ୍ୟମ ତାରକାଙ୍କ ସମେତ ଦେଶବିଦେଶରୁ ଅନେକ ହଜାର ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ…
ଟ୍ରମ୍ପ୍ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି
ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଯୋଗଦେବେ। ଅମ୍ବାନୀ…
ଗାଜାରେ ଥମିଗଲା ବନ୍ଧୁକର ଗର୍ଜନ
ତେଲ ଆଭିବ,୧୯।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ଶେଷରେ ଏକ ଯୁଦ୍ଧବିରତି ହୋଇଛି। ରବିବାର ଶେଷ ମୁହୂର୍ତ୍ତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ହମାସ ବନ୍ଧକଙ୍କ ତାଲିକା ଶେୟାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧବିରତି କାର୍ଯ୍ୟକାରୀ ହେବ…
ବନ୍ଦ ହେଲା ଟିକ୍ଟକ୍, ଟ୍ରମ୍ପଙ୍କ ନାଁ ନେଇ ୟୁଜର୍ସଙ୍କୁ କମ୍ପାନୀ କହିଲା…
ଓ୍ବାଶିଂଟନ,୧୯।୧: ଭାରତ ପରେ, TikTok ଏବେ ଆମେରିକାରେ ମଧ୍ୟ କାମ କରିବା ବନ୍ଦ କରିଦେଇଛି। ପ୍ରତିବନ୍ଧକର ଗୋଟିଏ ଘଣ୍ଟା ପୂର୍ବରୁ, ଶନିବାର ବିଳମ୍ବିତ ରାତିରେ ଏହି ଆପ ଆମେରିକାରେ କାମ କରିବା ବନ୍ଦ କରିଦେଇଥିଲା ଏବଂ ଆପଲ ଏବଂ ଗୁଗୁଲ ଆପ…
ବିଷ ପାଲଟିଲାଣି ବାଂଲାଦେଶର ବାୟୁ, ହଜାରେ କୋଟିରୁ ଅଧିକ କ୍ଷତି
ଢାକା,୧୯।୧: ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୧୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ହେଉଥିବା ଆକଳନ…
ଯୁଦ୍ଧ ପାଇଁ ଜାପାନରୁ ପ୍ରୟାଗରାଜ, ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ମହାକୁମ୍ଭରେ ହେବ ଯଜ୍ଞ
ପ୍ରୟାଗରାଜ/ଟୋକିଓ,୧୯।୧: ଜାପାନରୁ ମହାମଣ୍ଡଳେଶ୍ୱର ଯୋଗ ମାତା କୈଲାଦେବୀ (ପୂର୍ବ ନାମ କେଇକୋ ଆଇକାୱା)ଙ୍କ ପ୍ରାୟ ୧୫୦ ଜଣ ଜାପାନୀ ଶିଷ୍ୟ ଜାନୁଆରୀ ୨୬ ତାରିଖରେ ମହାକୁମ୍ଭକୁ ଆସି ଗଙ୍ଗାରେ ବୁଡ଼ ପକାଇବେ। ଜାପାନୀ ବଂଶୋଦ୍ଭବ କେଇକୋ ଆଇକାୱାଙ୍କୁ ଜୁନା ଆଖରା କୈଲାଦେବୀ…
ବାଂଲାଦେଶ ସୀମାରେ ମହାଭାରତ
ଢାକା/କୋଲକାତା,୧୮।୧: ପଶ୍ଚିମବଙ୍ଗର ବାଂଲାଦେଶ ସୀମାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଥିଲା। ବାଡ଼ ଅଭାବରୁ, ଶହ ଶହ ବାଂଲାଦେଶୀ ଚାଷୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଫସଲ କାଟି ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ସେଠାକାର ଚାଷୀମାନେ ଏହା ଜାଣିପାରିଲେ…
ସୁପ୍ରିମକୋର୍ଟରେ ଫୁଟିଲା ଗୁଳି, ୨ ବିଚାରପତି ମୃତ
ତେହରାନ,୧୮।୧: ଇରାନର ରାଜଧାନୀ ତେହେରାନରେ ଥିବା ସୁପ୍ରିମକୋର୍ଟ କୋଠାରେ ଜଣେ ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ଜଣ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଇରାନୀ ଗଣମାଧ୍ୟମ ଅନୁସାରେ, ଗୁଳିଚାଳନା ସମୟରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। ନ୍ୟାୟପାଳିକା ଦ୍ୱାରା ଜାରି ଏକ…
ମା’ଙ୍କ ଉପହାର ସହ ଶପଥ ନେବେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୧୮।୧: ସୋମବାର ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ଉତ୍ସବରେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ଧରିବେ। ଏଥିମଧ୍ୟରୁ ଗୋଟିଏ ତାଙ୍କୁ ତାଙ୍କ ମାଆଙ୍କ ଠାରୁ ଉପହାର ସ୍ବରୂପ ମିଳିଥିଲା ଏବଂ ଅନ୍ୟଟି ଲିଙ୍କନ ବାଇବଲ ହେବ। ପ୍ରବଳ…
Archives


