ପଥଚାରୀଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣେ ମୃତ
ମାନ୍ହେଇମ୍,୩।୩: ଜର୍ମାନୀର ମାନହେଇମ୍ ସହରରେ ଜଣେ ଡ୍ରାଇଭର ପଥଚାରୀମାନଙ୍କ ଉପରେ କାର୍ ମଡ଼ାଇଦେବାରୁ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। କଳାରଙ୍ଗର ଏସ୍ୟୁଭିଟି ଦ୍ରୁତ ବେଗରେ ଶପିଂ ଷ୍ଟ୍ରିଟ୍ର ଜନଗହଳି ମଧ୍ୟକୁ ପଶିଆସିବା ସହ ବହୁ ଲୋକଙ୍କ ଧକ୍କା…
ତୃତୀୟ ବିଶ୍ୱଯୁଦ୍ଧର ପରିଣାମ ହେବ ସବୁଠୁ ଭୟଙ୍କର, ଧ୍ୱଂସ ହୋଇଯିବ…
ମସ୍କୋ,୩।୩: ଯୁଦ୍ଧ ଯେକୌଣସି ରୂପ ନେଉ, କୌଣସି ଦେଶ ପାଇଁ କେବେବି ମଙ୍ଗଳକର ହୋଇନାହିଁ। ଏହା କେବଳ ବିନାଶ ଏବଂ ମୃତ୍ୟୁ ଘଟାଇଛି। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇସାରିଛି, କିନ୍ତୁ ବହୁତ ସମୟ ଧରି କୁହାଯାଉଛି ଯେ ତୃତୀୟ ବିଶ୍ୱଯୁଦ୍ଧ…
ପୁଟିନଙ୍କ ସହ ବଢୁଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଟ୍ରମ୍ପ: କହିଦେଲେ ଅସଲ କଥା
ଓ୍ବାଶିଂଟନ,୩।୩: ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ସହିତ ତାଙ୍କର ବଢ଼ୁଥିବା ଘନିଷ୍ଠତାର ସମାଲୋଚନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି। ଆମେରିକା ଭ୍ଲାଦିମିର ପୁଟିନଙ୍କ ବିଷୟରେ କମ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି। ନିକଟରେ, ଟ୍ରମ୍ପଙ୍କର ୟୁକ୍ରେନୀୟ…
ମୁଣ୍ଡ ନୁଆଁଇଲେ ଜେଲେନସ୍କି: ଆମେରିକା ପାଇଁ କହିଲେ ଏମିତି କଥା
ଓ୍ବାଶିଂଟନ,୩।୩: ଆମେରିକାର ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିତର୍କର ତିନି ଦିନ ପରେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏହି ଭିଡିଓରେ, ଜେଲେନସ୍କି ଆମେରିକାର ସମର୍ଥନ…
Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍ ବ୍ରୋଡି
ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍ ଏଞ୍ଜେଲସ୍ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଏହି ଶ୍ରେଷ୍ଠ ପୁରସ୍କାର କେଉଁମାନଙ୍କୁ ମିଳିଛି ଜାଣନ୍ତୁ ସେ ସମ୍ପର୍କରେ… ମିକି…
ଟ୍ରମ୍ପଙ୍କ ବଡ଼ ଘୋଷଣା, ଇଂରାଜୀ ହେବ ସରକାରୀ ଭାଷା
ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ଼ ଘୋଷଣା। ଇଂରାଜୀକୁ ଆମେରିକାର ସରକାରୀ ଭାଷା ଭାବରେ ଘୋଷଣା କରିଛନ୍ତି ଟ୍ରମ୍ପ ସରକାର। ଦେଶରେ ପ୍ରବାସୀ ଏବଂ ବହୁଭାଷୀ ସମାଜ ମଧ୍ୟରେ ଏକତା ଆଣିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି…
ଜେଲେନସ୍କିଙ୍କୁ ସମର୍ଥନ ଦେଲା ବ୍ରିଟେନ, ଦେଲା କୋଟିକୋଟି ଡଲାର, ହେବ ମହାଯୁଦ୍ଧ!
କିଭ୍,୨।୩: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୋଟିଏ କୋଠରୀରେ ହୋଇଛି ଜୋରଦାର ଲଢେଇ। ଅନ କ୍ୟାମେରା ସାମ୍ନାରେ ଏକ ଉଷ୍ମ ବିତର୍କ ଦେଖିବାକୁ ମିଳିଛି। ରୁଷିଆ ସହିତ ଯୁଦ୍ଧ ଶେଷ କରିବା ବିଷୟରେ ଆଲୋଚନା କରିବାକୁ…
Airspace Breach: ଜେଲେନସ୍କିଙ୍କ ସହ ବଚସା: ଟ୍ରମ୍ପଙ୍କ ଘର ଉପରେ ଉଡିଲା ଯୁଦ୍ଧ ବିମାନ, ଆମେରିକାରେ ଚହଳ
ଓ୍ବାଶିଂଟନ୍,୨।୩:ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି। ଘର ଉପରେ ଉଡିଲା ଯୁଦ୍ଧ ବିମାନ। କହିରଖୁଛୁ ଆମେରିକା ବାୟୁସୀମା ଉଲ୍ଲଘଂନ କରି ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ଉପରେ ଉଡିଛି ତିନୋଟି ଯୁଦ୍ଧ ବିମା। ଏହା ପରେ, ସେଠାରେ F-16 ଯୁଦ୍ଧ ବିମାନ ମୁତୟନ କରାଯାଇଥିଲା।…
ନମାଜ ପଢିବାରୁ ଗିରଫ ହେଲେ ୨୩ ଅହମଦିଆ ମୁସଲିମ
ଇସଲାମାବାଦ,୧।୩: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସଂଖ୍ୟାଲଘୁ ଅହମଦିଆ ସମ୍ପ୍ରଦାୟର ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଲୋକମାନଙ୍କୁ ‘ଶୁକ୍ରବାର ନମାଜ’ ପାଠ କରିବାରୁ ଗିରଫ କରାଯାଇଛି, ଯାହା ପାକିସ୍ତାନରେ ସେମାନଙ୍କ ପାଇଁ ଆଇନଗତ ଭାବରେ ନିଷିଦ୍ଧ। ସୂଚନାଯୋଗ୍ୟ, ପୋଲିସକୁ ସୂଚନା ମିଳିଥିଲା…
‘ଆମେରିକାର ସହାୟତା ରାଶିକୁ ଦୁବାଇ-ଲଣ୍ଡନ ପଠାଇଦେଲେ ଜେଲେନସ୍କି,’ ଟ୍ରମ୍ପଙ୍କ ସହ ବିତର୍କ ପରେ ପାକିସ୍ତାନୀ ଏକ୍ସପର୍ଟଙ୍କ ବଡ଼ ଦାବି
ଇସଲାମାବାଦ,୩।୧: ୨୮ ଫେବୃଆରୀ, ୨୦୨୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ମଧ୍ୟରେ ବଡ଼ ବିତର୍କ ହୋଇଥିଲା। ଏହି ଘଟଣା ପରେ, ଆମେରିକୀୟ କର୍ତ୍ତୃପକ୍ଷ ୟୁକ୍ରେନକୁ ଦିଆଯାଉଥିବା ଆର୍ଥିକ ସହାୟତାରେ…
ହ୍ବାଇଟ ହାଉସରେ ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ମାଡପିଟ, ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା
ଓ୍ବାଶିଂଟନ,୧।୩: ଶୁକ୍ରବାର ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଏକ ଉଷ୍ମ ବିତର୍କରେ ପରିଣତ ହୋଇଥିଲା। ଓଭାଲ ଅଫିସରେ ଏହି ଆଲୋଚନା ସମୟରେ, ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ…
ଭାରତକୁ ଟ୍ରମ୍ପ ଦେଲେ ଜୋରଦାର ଝଟ୍କା, ଫଣ୍ଡିଂ ରୋକିଦେବାରୁ ବନ୍ଦ ହୋଇଗଲା…
ଓ୍ବାଶିଂଟନ୍,୧।୩: ଆମେରିକା ସରକାର USAID ପାଣ୍ଠି ବନ୍ଦ କରିବାର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ କରିଛି। ଗତ ମାସରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଭାରତର ପ୍ରଥମ ତିନୋଟି କ୍ଲିନିକ ବନ୍ଦ ହୋଇଯାଇଛି। ଏହି କ୍ଲିନିକ ଆମେରିକାର ଆନ୍ତର୍ଜାତୀୟ ବିକାଶ ସଂସ୍ଥା…
Archives


