ଅନ୍ତର୍ଜାତୀୟ

ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ପର୍ଯ୍ୟବେକ୍ଷଣରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତୀୟ ସେନାର ଅପରେଶନ ସିନ୍ଦୂରର…

ପାକ୍‌ ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇନାହିଁ: ଆଇଏଇଏ

ନୂଆଦିଲ୍ଲୀ,୧୬ା୫: ନିକଟରେ ଭାରତ ସହ ହୋଇଥିବା ସାମରିକ ସଂଘର୍ଷ ବେଳେ ପାକିସ୍ତାନର କୌଣସି ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) କହିଛି। ଅପରେଶନ ସିନ୍ଦୂର ବେଳେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନର…

ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ

ଖାନ୍‌ ୟୁନିସ୍‌, ୧୬।୫: ଗାଜା ଷ୍ଟ୍ରିପ୍‌ରେ ଗୁରୁବାର ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି, ଯେଉଁଥିରେ ୧୧୪ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ଗାଜାସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ ସହରରେ ବିଭିନ୍ନ ବିସ୍ଥାପିତ…

ବଡ଼ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ, ‘ଭାରତ ସହ ଏପରି କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ଗୁରୁବାର କହିଛନ୍ତି ଯେ ସେ ଭାରତ ସହିତ ଶାନ୍ତି ଆଲୋଚନାରେ ଭାଗ ନେବାକୁ ପ୍ରସ୍ତୁତ। ‘ଅପରେସନ ସିନ୍ଦୂର’ ପରେ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା, କିନ୍ତୁ ପରେ ଯୁଦ୍ଧବିରତି ହୋଇଥିଲା।…

ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ

ନୂଆଦିଲ୍ଲୀ,୧୫।୫: ଭାରତରେ ବୟକଟ ତୁର୍କୀର ଟ୍ରେଣ୍ଡ ଚାଲିଥିବା ବେଳେ ଗୁରୁବାର ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ ପୁଣିଥରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ପୋଷ୍ଟକୁ ରି-ପୋଷ୍ଟ କରି…

ପୁଣି କଟିଲା ଟ୍ରମ୍ପଙ୍କ ନାକ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଲେ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୫ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିକୁ ୧୮ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ଗୁରୁବାର (୧୫ ମେ) ଏହି ଘୋଷଣାର ପୁଷ୍ଟି କରିଛନ୍ତି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ…

ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!

ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ସରକାରୀ ସୂତ୍ରଗୁଡ଼ିକ ଗୁରୁବାର (୧୫ ମଇ, ୨୦୨୫) ଏହି…

ତୁର୍କୀରେ ଭୂମିକମ୍ପ: ଦେଶକୁ ଥରାଇଦେଲା ୫.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ଇସ୍ତାନବୁଲ,୧୫।୫: ତୁର୍କୀରେ ଗୁରୁବାର ସନ୍ଧ୍ୟାରେ ୫.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଥରାଇ ଦେଇଛି। ରିକ୍ଟର ସ୍କେଲରେ ୫.୨ ମାପରେ ଏହି ଭୂକମ୍ପ ଇସ୍ତାନବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି। ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ଏଜେନ୍ସି…

ପୁଣିଥରେ ତୁର୍କୀକୁ ବଡ଼ ଝଟକା ଦେଲା ଭାରତ! ବାତିଲ କଲା…

ନୂଆଦିଲ୍ଲୀ,୧୫।୫: ଆତଙ୍କବାଦର କେନ୍ଦ୍ର ଭାବରେ ଜଣାଶୁଣା ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ମିଳିଛି। ଏହି ସମୟରେ, ତୁର୍କୀକୁ ଏକ ବଡ଼ ଝଟକା ଦେଇ, ଭାରତ ତୁରନ୍ତ ପ୍ରଭାବରୁ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ବାତିଲ କରିଦେଇଛି।…

‘ମୁଁ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିନାହିଁ, ହେଲେ…,’ ପୁଣିଥରେ ୟୁଟର୍ନ ନେଲେ ଟ୍ରମ୍ପ, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ ସମସ୍ୟାର…

ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା…

ଓ୍ବାଶିଂଟନ/ଢାକା,୧୫।୫: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜାୟ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ୱାଶିଂଟନ ଡିସିରେ ନାଗରିକତାର ଶପଥ ନେଇଥିଲେ ଏବଂ ଶନିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ। ପ୍ରମାଣପତ୍ର ପାଇବା ପରେ ସେ ପାସପୋର୍ଟ…

ପାକିସ୍ତାନକୁ ମିଳିଲା ‘ଅନ୍ତର୍ଜାତୀୟ ଭିକାରୀ’ ଉପାଧି! ୫ ହଜାର ଭିକାରୀଙ୍କୁ ଘଉଡାଇ ଦେଇଥିଲା ସୌଦି ଆରବ, ଶହବାଜଙ୍କ ମନ୍ତ୍ରୀ କହିଲେ…

ଇସଲାମାବାଦ,୧୫।୫: ଗୋଟିଏ ପଟେ ପାକିସ୍ତାନ ସରକାର IMF ଠାରୁ ଟଙ୍କା ନେଇ ଆତଙ୍କବାଦୀଙ୍କ ଉପରେ ଖର୍ଚ୍ଚ କରୁଛି, ଅନ୍ୟପଟେ ସେମାନଙ୍କର ସାଧାରଣ ଲୋକମାନେ ବିଦେଶକୁ ଯାଇ ଭିକ୍ଷା ମାଗୁଛନ୍ତି। ପାକିସ୍ତାନ ଏକ ଅନ୍ତର୍ଜାତୀୟ ଭିକାରୀର ଛବି ପାଇଛି। ପରିସ୍ଥିତି ଏପରି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?