ଡରାଇଲା ଭବିଷ୍ୟବାଣୀ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ୩୦ଫୁଟ ଉଚ୍ଚତାରେ ଊଠିବ ଜୁଆର!
ଟୋକିଓ,୧୬।୫: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ଜୁଲାଇରେ ଜାପାନ ସମେତ ଏସିଆର ବିଭିନ୍ନ ଅଞ୍ଚଳରେ…
Tariff War:ଚାଇନା ଉପରେ ୨୪୫% ଟାରିଫ୍ ଲଗାଇବାକୁ ଘୋଷଣା କଲା ଆମେରିକା
ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍ ଓ୍ବାର୍ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାଇନା ଏବେ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଦେବାକୁ ପଡ଼ିବ।…
ଏଣିକି ସ୍କୁଲରେ ମୋବାଇଲ୍ ମନା: ଜାଣନ୍ତୁ କ’ଣ ରହିଛି କାରଣ
ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର ନିକଟରେ ଘୋଷଣା କରିଛନ୍ତି, ଖୁବ ଶୀଘ୍ର ୭ ରୁ ୧୭ ବର୍ଷ ବୟସର ପିଲାମାନଙ୍କ…
ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି
ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍ ପ୍ରେସ୍ ସେକ୍ରେଟାରି କାରୋଲିନ ଲିଭିଟ୍ ପିନ୍ଧିଥିବା ପୋଷାକକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। ଚାଇନାର କୂଟନୀତିଜ୍ଞ ଝାଙ୍ଗ ଝିଶେଙ୍ଗ…
କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍
ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ ଫିଲ୍ମରେ ଦେଖିଛୁ ଯେତେବେଳେ ଅନ୍ୟ ଦୁନିଆର ଲୋକମାନେ ପୃଥିବୀକୁ ଆସି ବିନାଶ ସୃଷ୍ଟି କରିବା…
Ant Trade: ଦେଶରେ ପିମ୍ପୁଡି ଚୋରା ଚାଲାଣର ବଡ଼ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ, ଗୋଟିଏ ପିମ୍ପୁଡିର ଦାମ୍ ୧୮୦୦୦ଟଙ୍କା
କେନିଆ,୧୫।୪: ଭାରତରେ ଯେକୌଣସି କାନ୍ଥରେ କିମ୍ବା ମାଟିରେ ପିମ୍ପୁଡ଼ି ଦେଖିବା ସାଧାରଣ କଥା। ଭାରତରେ, ଯେତେବେଳେ ଲୋକମାନେ ସେମାନଙ୍କ ଘରେ ପିମ୍ପୁଡ଼ି ଦେଖନ୍ତି, ସେମାନେ ପ୍ରାୟତଃ ସେମାନଙ୍କୁ ଦଳିି ମାରିଦିଅନ୍ତି। ଆପଣ କେବେ ଭାବିଛନ୍ତି କି, ଅନେକ ସ୍ଥାନରେ ପିମ୍ପୁଡ଼ି ଏବଂ…
US-China Tariff War: ଟାରିଫ୍ ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଝଟ୍କା ଦେଲା ଚାଇନା
ବେଜିଂ,୧୫।୪: ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ୍ ଓ୍ବାର୍ କବଳରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ପଡ଼ିଯାଇଛି। ଆମେରିକୀୟ କମ୍ପାନୀ ବୋଇଂଠାରୁ ଜେଟ ଡେଲିଭରି ନ ନେବାକୁ ଚାଇନା ତାର ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଚାଇନା…
Mehul Choksi: କିଏ ସେହି ମହିଳା? ଯାହାଙ୍କ ଉପରେ ଲାଗିଛି ଚୋକସିଙ୍କୁ ହନିଟ୍ରାପରେ ଫସାଇବାର ଅଭିଯୋଗ
ନୂଆଦିଲ୍ଲୀ,୧୫।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ୧୩,୫୦୦କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବେଲଜିୟମ ପୋଲିସର ହେପାଜତରେ ଅଛନ୍ତି। ଭାରତ ଏହି ହୀରା ବ୍ୟବସାୟୀଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଛି। ଇଡି ଏବଂ ସିବିଆଇର ଅନୁରୋଧ କ୍ରମେ…
ଉପରାଷ୍ଟ୍ରପତିଙ୍କ ହାତରୁ ଖସିପଡିଲା ଫୁଟବଲ କପ୍ ଟ୍ରଫି, ଭିଡିଓ ହେଉଛି ଭାଇରାଲ
ଓ୍ବାଶିଂଟନ,୧୫।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହା ଯୋଗୁଁ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ପ୍ରକୃତରେ, ଭାନ୍ସ ହ୍ବାଇଟ ହାଉସ ବାହାରେ ଏକ ସମାରୋହରେ ଯୋଗଦେବାକୁ ଆସିଥିଲେ, ଯେଉଁଠାରେ କଲେଜ ଫୁଟବଲ…
Jeff Bezos ତାଙ୍କ ପ୍ରେମିକାଙ୍କୁ କରାଇଲେ ମହାକାଶ ଯାତ୍ରା,ସାଙ୍ଗରେ ଥିଲେ Katy Perry
ନ୍ୟୁୟର୍କ,୧୫।୪: ମହାକାଶ ପର୍ଯ୍ୟଟନ କମ୍ପାନୀ ବ୍ଲୁ ଅରିଜିନର ପ୍ରତିଷ୍ଠାତା ଜେଫ ବେଜୋସ ସୋମବାର ତାଙ୍କ ଫିଆନ୍ସି ଲରେନ ସାଞ୍ଚେଜଙ୍କୁ ତାଙ୍କ କମ୍ପାନୀର ରକେଟ ନ୍ୟୁ ସେପର୍ଡରେ ମହାକାଶ ଯାତ୍ରାରେ ନେଇଯାଇଛନ୍ତି। ଏହି ଯାତ୍ରାରେ ଗାୟିକା କେଟି ପେରିଙ୍କ ସମେତ ଅନ୍ୟ ପାଞ୍ଚ…
କଙ୍ଗୋରେ ପ୍ରବଳ ବର୍ଷା, ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ
କିନଶାସା,୧୫।୪: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DRC)ର ଅନେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଦେଶର ରାଜଧାନୀ କିନଶାସା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସଦ୍ୟତମ ସୂଚନା ଅନୁଯାୟୀ, କିନଶାସାର…
ଆମେରିକାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ୨.୨ ବିଲିୟନ ଡଲାରର ପାଣ୍ଠି ବନ୍ଦ, ହାର୍ଭାର୍ଡ ସହିତ ଟ୍ରମ୍ପଙ୍କ ସମସ୍ୟା କ’ଣ?
ନୂଆଦିଲ୍ଲୀ, ୧୫ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨.୨ ବିଲିୟନ ଡଲାରର ପାଣ୍ଠିକୁ ତୁରନ୍ତ ବନ୍ଦ କରିଦେଇଛନ୍ତି। ୟୀହୂଦୀମାନଙ୍କ ପ୍ରତି ବଢ଼ୁଥିବା ଘୃଣା ଏବଂ ପାଲେଷ୍ଟାଇନ ସମର୍ଥନରେ ପ୍ରଦର୍ଶନକୁ ରୋକିବାରେ ବିଶ୍ୱବିଦ୍ୟାଳୟ ବିଫଳ ହୋଇଥିବା ଅଭିଯୋଗ…
Archives


