ଅନ୍ତର୍ଜାତୀୟ

ରାଷ୍ଟ୍ରପତି ଭାଇଙ୍କୁ ‘ନିଷ୍ଠୁର’ କହିଲେ ଭଉଣୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଷ୍ଠୁର କହିଛନ୍ତି ତାଙ୍କ ଭଉଣୀ ମାରିୟାନ ଟ୍ରମ୍ପ। ମାରିୟାନଙ୍କ ଏକ ରେକର୍ଡିଂ ଭାଇରାଲ ହୋଇଛି। ରେକର୍ଡିଂ ଅନୁଯାୟୀ ନିଜ ଭାଇ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ମାରିୟାନ। ୨୦୧୮-୨୦୧୯ରେ ମାରିୟାନଙ୍କ ଅଜାଣତରେ ତାଙ୍କ ଝିଆରୀ ମେରୀ ଟ୍ରମ୍ପ…

କିଏ ସେହି ପର୍ନ ଷ୍ଟାର୍‌, ଯାହାଙ୍କ ନାମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡାଯାଉଛି

ଓ୍ବାଶିଂଟନ୍‌,୨୩।୮: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି। ଜଣେ ପର୍ଣ୍ଣ ତାରକା ଷ୍ଟୋର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ କ୍ଷତିପୂରଣ ଦେବେ ବୋଲି…

ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମୋଦି

ଓ୍ବାଶିଂଟନ,୨୩।୮: ଆମେରିକାରେ ୨୦ ଲକ୍ଷରୁ ଅଧିକ ପ୍ରଭାବଶାଳୀ ଭାରତୀୟ-ଆମେରିକୀୟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ କରି ନିର୍ବାଚନ ପ୍ରଚାର ଲାଗି ଟ୍ରମ୍ପ ଭିଡିଓ ବିଜ୍ଞାପନ ଜାରି କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ…

ଚାଇନାକୁ ଚେତାବନୀ ଦେଲା ତାଇଓ୍ବାନ

ତାଇପେ,୨୩।୮: ଚାଇନା ଗୋଟିଏ ପଟେ ତାଇଓ୍ବାନକୁ ସେନା ଶକ୍ତି ଦେଖାଇ ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ କିନ୍ତୁ ତାଇଓ୍ବାନ ମୁଣ୍ଡ ନଇଁବା ଭଳି ଲକ୍ଷ୍ୟ କରାଯାଉନାହିଁ। ତାଇଓ୍ବାନ ସେନା କହିଛି ସେ କାହାସହ ଶତ୍ରୁତା କରିବାକୁ ଚାହୁଁ ନାହିଁ…

କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ବଡମାନେ ମାସ୍କ ପିନ୍ଧିବା ଜରୁରୀ। ହେଲେ ପିଲାମାନଙ୍କ ପାଇଁ ଏହା କେତେଦୂର ସୁରକ୍ଷିତ। ଏବେ…

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ସହିତ ସମ୍ପର୍କ ଥିଲା ବୋଲି ଷ୍ଟୋର୍ମି ଦାବି କରିଛନ୍ତି। ତେବେ…

ସଂକ୍ରମଣରେ ଶିଶୁଙ୍କର ବଡ଼ ଭୂମିକା ରହିଛି

ଓ୍ବାଶିଂଟନ, ୨୩।୮: ଶିଶୁମାନଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣ ହାର ଅଧିକ ଏବଂ ତାହା ସେମାନଙ୍କୁ ନୀରବ ସଂକ୍ରମଣକାରୀରେ ପରିଣତ କରିପାରେ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର କେତେକ ଅଞ୍ଚଳରେ ସ୍କୁଲ ଖୋଲିଥିବାବେଳେ କେତେଜଣ ପିଲାଙ୍କଠାରେ ଅଧିକ ମାତ୍ରାରେ…

ଆୟରଲାଣ୍ଡ ପାର୍କରେ ଦେଖିବାକୁ ମିଳିଛି ଗଣେଶଙ୍କ ଅଦ୍ଭୁତ ପ୍ରତିମା

ଡବଲିନ,୨୨।୮:ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହାକୁ କେହି କେହି ବିନାୟକ ଚତୁର୍ଥୀ ବୋଲି ମଧ୍ୟ କହିଥାଆନ୍ତି। ଏହିଦିନ ପ୍ରତିଘରେ ଗଣେଶଙ୍କ ପ୍ରତିମା…

ତଳେ ମୁଁହ ମାଡ଼ି ଶୋଇଥିବା ପିଲାଙ୍କ ଉପରେ ଚାଲିଲେ ଚାଇନା ରାଷ୍ଟ୍ରଦୂତ: ଅମାନବୀୟ ବୋଲି କହିଲା ଆମେରିକା

ବେଜିଂ, ୨୨।୮: ଚାଇନା ରାଷ୍ଟ୍ରଦୂତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଷ୍ଟ୍ରଦୂତ ତଳେ ମୁଁହ ମାଡ଼ି ଶୋଇଥିବା ଛୋଟ ପିଲାଙ୍କ ଉପରେ ଚାଲିଛନ୍ତି। ରେଡ୍‌ କାର୍ପେଟ୍‌ ବଦଳରେ ଛୋଟ ପିଲାଙ୍କ ଉପରେ ରାଷ୍ଟ୍ରଦୂତ ଚାଲୁଥିବାର…

କରୋନାର ନୂଆ ଔଷଧ: ନାକରେ ଲଗାଇଲେ ମରିଯିବ ଭାଇରସ!

ଓ୍ବାଶିଂଟନ,୨୨।୮: କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ କରୋନା ସଂକ୍ରମଣକୁ ନେଇ ଆମେରିକାର ସ୍ଥିତି ସବୁଠାରୁ ଖରାପ ରହିଛି। ଏଠାରେ ଲକ୍ଷାଧିକ ଲୋକ କରୋନା କବଳରେ ପଡି ଛଟପଟ ହେଉଛନ୍ତି। ସାରା ବିଶ୍ୱରେ…

କରୋନା ପରେ ଏବେ ଆମେରିକା ଉପରେ ମାଡି ଆସୁଛି ଆଉ ଏକ ବିପଦ!

ଓ୍ବାଶିଂଟନ,୨୨।୮: ଆମେରିକାର ଫ୍ଲୋରିଡା ଉପକୂଳ ଓ ଗଲ୍ଫ କୋଷ୍ଟରେ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ବାତ୍ୟା(ଲଉରା) ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏବେ ଏହି ସାଇକ୍ଲୋନିକ ଷ୍ଟର୍ମ ପୂର୍ବ କୈରେବିୟାରେ ଥିବା ବେଳେ ଏହା ବ୍ୟତୀତ ଆଉ ଏକ…

ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଯିବ କରୋନା ଭାଇରସ: ଡବ୍ଲୁଏଚ୍‌ଓ !

ଜେନେଭା,୨୨।୮: ଏବେ କରୋନାକୁ ହରାଇବା ପାଇଁ ସବୁ ବିକାଶଶୀଳ ଦେଶ ଏହାର ଭ୍ୟାକ୍ସିନ ବା ଟିକା ଉପରେ ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରସ୍‌ ଅଧାନମ ଘେବ୍ରିୟେସସ କହିଛନ୍ତି ମାତ୍ର ଦୁଇ ବର୍ଷ ମଧ୍ୟରେ ବିଶ୍ୱରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?