ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା

ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଛି ଚାଇନାର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଗଣମାଧ୍ୟମର ସୂଚନା ଥିଲା କି ତାଇଓ୍ବାନର ଏୟାର ଡିଫେନ୍ସ ସିଷ୍ଟମ ଚୀନର ପିପୁଲ୍ସ ଆର୍ମି ଏୟାର ଫୋର୍ସର ଏକ CCP SU-35 ଲଢୁଆ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି। ଏହି ବିମାନଟି ତାଇଓ୍ବାନର ବାୟୁସୀମା ଟପୁଥିବାବେଳେ ଏଭଳି ଘଟଣା ଘଟିଛି। ତାଇଓ୍ବାନ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ଚାଇନା ଏହାକୁ ଖାତିର କରି ନ ଥିଲା। ତେଣୁ ତାଇଓ୍ବାନ ଚାଇନାର ଉକ୍ତ ଲଢୁଆ ବିମାନକୁ ଖସାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଫର୍ନିଆରେ ବର୍ଷା-ବନ୍ୟା ବିତ୍ପାତ, ଭାଙ୍ଗିଲା ନଦୀ ବନ୍ଧ, ହଜାର ହଜାର ଲୋକ ଉଦ୍ଧାର

କାଲିଫର୍ନିଆ.୧୨ ।୩: ଆମେରିକାର ଉତ୍ତର କାଲିଫର୍ନିଆରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ପଜାରୋ ନଦୀରେ ନିର୍ମିତ ବନ୍ଧ...

ଏଠି ନଷ୍ଟ ହେଉଛି ଲକ୍ଷ ଲକ୍ଷ ଡୋଜ କରୋନା ଟିକା

ନାଇରୋବି,୨୪ ।୩: କେନିୟା ଫେବୃୟାରୀ ୨୮ରେ ଏକ୍ସପାୟର ହୋଇଯାଇଥିବା ଏସ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନର ୮୪୦,୦୦୦ ଡୋଜକୁ ନଷ୍ଟ କରିବାକୁ ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ...

ନାସାକୁ ସଫଳତା: ୭ ମାସ ଧରି ନିଖୋଜ ଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ସହିତ ସମ୍ପର୍କ ସ୍ଥାପନ

ଓ୍ବାଶିଂଟନ,୪।୧୧: ନାସାକୁ ବଡ଼ ସଫଳତା ମିଳିଛି। ଗତ ୭ ମାସ ଧରି ନିଖୋଜ ହୋଇ ଯାଇଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ଭୟୋଗର-୨ ସହିତ...

ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…

କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର...

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅନ୍ତର୍ଜାତୀୟ କ୍ରିକେଟର୍‌ ଗିରଫ

କାଠମାଣ୍ଡୁ,୬।୧୦: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେଙ୍କୁ ଗୁରୁବାର କାଠମାଣ୍ଡୁ ବିମାନବନ୍ଦରରେ ପୋଲିସ ଗିରଫ କରଛି। ସନ୍ଦୀପଙ୍କ ନାଁରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କାଠମାଣ୍ଡୁ...

କର୍‌ତାରପୁର ଗୁରୁଦ୍ୱାର ଗମ୍ବୁଜ ଭୁଶୁଡ଼ିଲା

ନୂଆଦିଲ୍ଲୀ/ଇସ୍‌ଲାମାବାଦ: ୨୦ା୪(ଆଇଏଏନ୍‌ଏସ୍‌): ଝଡ଼ବର୍ଷା ଯୋଗୁ କର୍‌ତାରପୁର ଗୁରୁଦ୍ୱାର ଦର୍‌ବାର ସାହିବର ୮ଟି ନବନିର୍ମିତ ଗମ୍ବୁଜ ଭୁଶୁଡ଼ିପଡ଼ିଛି। ଏହି ଘଟଣା ଶିଖ୍‌ମାନଙ୍କୁ ବ୍ୟଥିତ କରିଛି। ଭାରତ ସରକାର...

ସମସ୍ତଙ୍କୁ ସଂକ୍ରମିତ କରିଦିଅ: କରୋନାରୁ ମୁକ୍ତି ପାଇଁ ‘ହର୍ଡ ଇମ୍ୟୁନିଟି’ ପ୍ଲାନ୍‌-ବି ଉପରେ ଚର୍ଚ୍ଚା ଜାରି !

ଓ୍ବାଶିଂଟନ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସାମାଜିକ...

୧୦ ମାସ ହେଲା ପଜିଟିଭ ଆସୁଛି କୋଭିଡ୍‌ ରିପୋର୍ଟ

ଲଣ୍ଡନ,୨୪।୬: କ୍ରମାଗତ ୧୦ ମାସ ହେଲା ୭୨ ବର୍ଷୀୟ ବ୍ରିଟିଶ ନାଗରିକଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି। କ୍ରମାଗତ ସଂକ୍ରମିତ ହେବାରେ ଏହା ରେକର୍ଡ...

Advertisement
Archives

Model This Week