ଦୀର୍ଘ ୮ ମାସ ପରେ ବାଂଲାଦେଶରୁ ଭାରତକୁ ମିଳିବ ବିମାନ ସେବା

ଢାକା,୧୮ ।୧୦: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିଲେ ବି ଏବେ ସାରା ବିଶ୍ୱରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । ଭାରତରେ ଟ୍ରେନ୍ ସେବା ଧିରେ ଧିରେ ସ୍ୱାଭାବିକ ହେଉଥିବା ବେଳେ ବିମାନ ସେବାକୁ ବି ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି । କେବଳ ଦେଶ ଭିତରେ ନୁହେଁ ଏହାସହ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବି ବଢାଯାଉଛି । ଏହି କ୍ରମରେ ବାଂଲାଦେଶର ଏୟାର ବବଲ ଆସନ୍ତା ୨୮ ତାରିଖରୁ ଭାରତକୁ ବିମାନ ସେବା ଯୋଗାଇ ଦେବ ବୋଲି ଜଣାପଡିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦୀର୍ଘ ପ୍ରାୟ ୮ ମାସ ହେବ ବିମାନ ସେବା ବନ୍ଦଥିବା ବେଳେ ଏବେ ଏହା ସ୍ୱାଭାବିକ ହେବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷ ପାଇଁ ଆକାଶ ମାର୍ଗ ବନ୍ଦ କଲେ ୟୁରୋପ, କାନାଡା

ନୂଆଦିଲ୍ଲୀ,୨୭।୨: ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ...

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ...

ମୋବାଇଲ୍‌ ଆପ୍‌ କରୋନା ସମ୍ପର୍କରେ ୧୦୦ମିଟର ଦୂରରୁ କରୁଛି ସଚେତନ: ପ୍ରତି ଘଣ୍ଟାରେ ୨୦ ହଜାର ଡାଉନଲୋଡ୍‌

ସିଓଲ୍‌,୫।୩: କରୋନା ସଂକ୍ରମଣ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ୍‌ ଆପ୍‌ ତିଆରି...

ବୁର୍କିନା ଫାସୋରେ ଆକ୍ରମଣ: ଶତାଧିକ ମୃତ

ନିଆମି(ନାଇଜର),୬।୬: ବୁର୍କିନା ଫାସୋର ଏକ ଗ୍ରାମରେ କେତେଜଣ ବନ୍ଧୁକଧାରୀଙ୍କ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ...

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦ ସନ୍ଦିଗ୍ଧଙ୍କୁ...

କ୍ୟାପିଟୋଲ ଆକ୍ରମଣ: ପୋଲିସ ଅଫିସର ନିହତ

ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍‌କୁ କ୍ୟାପିଟୋଲ...

ଇସ୍ତଫା ଦେବାକୁ ରାଜି ହେଲେ ରାଷ୍ଟ୍ରପତି

ବିଶକେକ୍‌,୯।୧୦: ପ୍ରବଳ ବିରୋଧ ମଧ୍ୟରେ କିର୍ଗିଜସ୍ଥାନର ରାଷ୍ଟ୍ରପତି ସୁରୋନବେ ଜିନବେକୋଭ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି। ଗତ ରବିବାର...

କ୍ଷେତରେ ଲାଗିଲା ନିଆଁ: ଜଣେ ମୃତ, ୩ ଅଗ୍ନିଶମ କର୍ମଚାରୀ ଆହତ

ଓ୍ବାଶିଂଟନ,୧୧ା୬: ଉତ୍ତର କାରୋଲିନାର ଏକ ଫାର୍ମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ ଥିବା ଏକ କଣ୍ଟେନର ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement
Archives

Model This Week