ଦୀର୍ଘ ୮ ମାସ ପରେ ବାଂଲାଦେଶରୁ ଭାରତକୁ ମିଳିବ ବିମାନ ସେବା

ଢାକା,୧୮ ।୧୦: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିଲେ ବି ଏବେ ସାରା ବିଶ୍ୱରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । ଭାରତରେ ଟ୍ରେନ୍ ସେବା ଧିରେ ଧିରେ ସ୍ୱାଭାବିକ ହେଉଥିବା ବେଳେ ବିମାନ ସେବାକୁ ବି ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି । କେବଳ ଦେଶ ଭିତରେ ନୁହେଁ ଏହାସହ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବି ବଢାଯାଉଛି । ଏହି କ୍ରମରେ ବାଂଲାଦେଶର ଏୟାର ବବଲ ଆସନ୍ତା ୨୮ ତାରିଖରୁ ଭାରତକୁ ବିମାନ ସେବା ଯୋଗାଇ ଦେବ ବୋଲି ଜଣାପଡିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦୀର୍ଘ ପ୍ରାୟ ୮ ମାସ ହେବ ବିମାନ ସେବା ବନ୍ଦଥିବା ବେଳେ ଏବେ ଏହା ସ୍ୱାଭାବିକ ହେବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ

ଇସଲାମାବାଦ,୨୬ା୪: ଜମ୍ମୁ କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଅବଦୁଲ ବସିତ ଭାରତ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ...

ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ...

ହଂକଂରେ ମୃତଦେହ ପୋତିବାକୁ ଭରିବାକୁ ପଡ଼ୁଛି କୋଟି କୋଟି ଟଙ୍କା

ହଂକଂ,୨୯।୪: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା...

ଉହାନ୍‌ ନମୁନାରେ ଥିଲା ପ୍ରାଣୀଙ୍କ ଡିଏନ୍‌ଏ

ବେଜିଂ,୮ା୪: ଚାଇନାର ଏକ ଗବେଷକ ଦଳ ୨୦୨୦ରେ ଉହାନ୍‌ ସି ଫୁଡ୍‌ ହୋଲ୍‌ସେଲ୍‌ ମାର୍କେଟରୁ ସଂଗୃହୀତ ନମୁନାଗୁଡ଼ିକର ବିଶ୍ଳେଷଣ କରି ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର...

କିମ୍‌ ଟ୍ରମ୍ପ୍‌ଙ୍କୁ ଚୁମ୍ବନ ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ହନୋଇ,୧।୧ : ହାନୋଇରେ ଏକ ବୈଠକ କରିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖଯାଉଥିବା ହାୱାର୍ଡ ଆକ୍ସ ଏବଂ...

ଫ୍ୟାଟମ୍ୟାନ୍‌ ଅଗଷ୍ଟ ୯ରେ ନାଗାସାକୀରେ ରଚିଥିଲା ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ/ଟୋକିଓ, ୮।୮: ଜାପାନର ନାଗାସାକୀ ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ମାସ ୯ ତାରିଖ ପୂର୍ବାହ୍ନ...

ଭାରତକୁ ପ୍ରଶଂସା କଲେ ଇମ୍ରାନ,ପାକିସ୍ତାନ ସୈନ୍ୟ ବାହିନୀ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ…

ଇସଲାମାବାଦ,୮।୨ : ପାକିସ୍ତାନର ଲୋକଙ୍କୁ ଦୁଇବେଳା ରୁଟି ମିଳିବା କଷ୍ଟକର ହେବାରେ ଲାଗିଛି। ସମଗ୍ର ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶ ଦେବାଳିଆ...

ଇନ୍ଧନ ଭରା ଟ୍ରକ ସହ ୨ ଯାତ୍ରୀବାହୀ ବସ ଧକ୍କା: ୩୦ ମୃତ

ଦମିଶ୍କ,୮।୩: ସିରିଆରେ ଏକ ଇନ୍ଧନ ଭରା ଟ୍ରକ ସହିତ ୨ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଦମିଶ୍କ-ହାମ୍ସ୍‌ ହାଇଓ୍ବେରେ...

Advertisement
Archives

Model This Week