ବିଶ୍ୱରେ ୫୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଟପ୍ ଟେନ୍ରେ ଭାରତ
ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମିତ ଦେଶଙ୍କ ଟପ୍ ଟେନ୍ ତାଲିକାରେ ଏବେ ଭାରତ ସାମିଲ ହୋଇଛି। ଏବେ ଭାରତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଇରାନକୁ ପଛରେ ପକାଇ ଦେଇଛି। ଅନ୍ୟପଟେ ଲଗାତାର ଚତୁର୍ଥ ଦିନ ବି ବିଶ୍ୱରେ ୨୪ ଘଣ୍ଟାରେ ୧ ଲକ୍ଷରୁ…
ବ୍ରାଜିଲରୁ ଆସୁଥିବା ଲୋକଙ୍କୁ ଆମେରିକା ମନା: ଟ୍ରମ୍ପ
ଓ୍ବାଶିଂଟନ,୨୫।୫: କରୋନା ଭାଇରସ ସଂକ୍ରମଣରେ ଆମେରିକାର ସ୍ଥିତି ବେହାଲ ହୋଇଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ଶୀଘ୍ର ଆମେରିକାରେ ସ୍କୁଲ ଖୋଲିବାକୁ କହିଛନ୍ତି। ଟୁଇଟ୍ କରି ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍କୁଲ ଯେତେଶୀଘ୍ର ଖୋଲିଦେବା କଥା। ଟ୍ରମ୍ପ ସ୍କୁଲ ଖୋଲିବାର…
ଜୁଲାଇ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୨୧ ଲକ୍ଷ !
ଓ୍ବାଶିଂଟନ,୨୫।୫: ଭାରତ ଏବେ କରୋନା ଭାଇରସ ସଂକ୍ରମଣର ହଟ୍ସ୍ପଟ୍ ପାଲଟି ଯାଇଛି। ଗତ କିଛିଦିନ ହେବ ଏଠାରେ ୨୪ ଘଣ୍ଟାରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଏବେ ଏହା ଉଭୟ ସରକାର ଓ ସାଧାରଣ ଜନତାଙ୍କ ପାଇଁ…
ଚାଇନାର ନିରାପତ୍ତା ଆଇନକୁ ବିରୋଧ
ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି ବିପଦ ସାଜିବା ସହ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ସିଦ୍ଧାନ୍ତକୁ ପ୍ରୋତ୍ସାହିତ କରିବ ବୋଲି…
ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ
ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଆମେରିକା ଶୀର୍ଷରେ ରହିଛି। ଏଠାରେ ରବିବାର ସୁଦ୍ଧା ୧୬ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ୱ…
୨ ଦିନରେ ଉହାନରେ ୨୫ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା
ବେଜିଂ,୨୪।୫: କରୋନା ସଂକ୍ରମଣର ପ୍ରଭାବ ଚାଇନାରେ ଆଉ ନାହିଁ। ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନରେ ରହିଛି। ତେବେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଉହାନ ସହରରେ ଲୋକଙ୍କ ପରୀକ୍ଷା ଗତ ଦୁଇଦିନ ଧରି ଜାରି ରହିଛି। ଶୁକ୍ରବାରଠାରୁ ପରୀକ୍ଷା…
ଭାରତକୁ ରାଫାଲ ଯୁଦ୍ଧ ବିମାନ ମିଳିବାରେ ଆଉ ହେବନି ବିଳମ୍ବ: ଫ୍ରାନ୍ସ୍
ପ୍ୟାରିସ୍,୨୪।୫: ଭାରତକୁ ରାଫାଲ ଯୁଦ୍ଧ ବିମାନ ଖୁବ୍ ଶୀଘ୍ର ମିଳିବ। ଏଥିରେ ଆଉ ବିଳମ୍ବ ହେବନି ବୋଲି ଫ୍ରାନ୍ସ୍ ରାଷ୍ଟ୍ରଦୂତ ଇମାନୁଏଲ୍ ଲେନାଇନ୍ କହିଛନ୍ତି। ଫ୍ରାନ୍ସ୍ ଏବଂ ଭାରତ ମଧ୍ୟରେ ୩୬ ରାଫାଲ ଯୁଦ୍ଧ ବିମାନ ନେଇ ୫୮ ହଜାର କୋଟି…
ଶୀତଳଯୁଦ୍ଧ ମୁହାଁ ହେବାରେ ଲାଗିଛି ଆମେରିକା: ଚାଇନା ବହିର୍ବ୍ୟାପାର ମନ୍ତ୍ରୀ
ବେଜିଂ,୨୪।୫: କରୋନା ସଂକ୍ରମଣକୁ ନେଇ ଆମେରିକା ଲଗାତାର ଚାଇନା ଉପରେ ଦୋଷ ଲଦିବାରେ ଲାଗିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନାକୁ ଚାଇନା ଭୂତାଣୁ ଭାବେ ମଧ୍ୟ ନାମ କରଣ କରିଛନ୍ତି। ଏଭଳି କରିବା ଦ୍ୱାରା ଆମେରିକା ଧୀରେଧୀରେ ଶୀତଳଯୁଦ୍ଧ…
କରୋନା ଭାଇରସ: ଦୃଷ୍ଟି ଆକର୍ଷଣ କରିବାକୁ ଖବର କାଗଜର ପ୍ରଥମ ପୃଷ୍ଠାରେ ଛପାଗଲା ମୃତକଙ୍କ ନାମ
ନ୍ୟୁୟର୍କ,୨୪।୫: ଆମେରିକା ସରକାରଙ୍କ ମୁଣ୍ଡ ବିଗାଡିଲାଣି କରୋନା ଭାଇରସ। ଏଠାରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ। ଏବେ ଆମେରିକାରେ କରୋନା ସଂକ୍ରମିତଥିବା ପାଖାପାଖି ୧ଲକ୍ଷ ଲୋକଙ୍କ ମୃତ୍ୟୁ…
ଶେଷ ହେବାକୁ ଯାଉଛି କରୋନା !
ଲଣ୍ଡନ,୨୪।୫: କରୋନା ସଂକ୍ରମଣରେ ଏବେ ସାରା ବିଶ୍ୱର ଜୀବନଯାତ୍ରା ବଦଳି ଯାଇଛି। ଏବେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ। ଅନ୍ୟପଟେ କେବେ କରୋନା ବିଶ୍ୱରୁ ବିଦାୟ ନେବ ତାକୁ ନେଇ ଚାଲିଛି ଗବେଷଣା। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ କେତେଜଣ…
ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା
ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍ସ୍ପଟ୍ ଥିବା ବେଳେ ଭାରତ ମଧ୍ୟ ଧିରେ ଧିରେ ଆଗକୁ ଅଗ୍ରସର ହେଉଛି। ଏବେ ଆମେରିକାରେ କରୋନା…
ଦୁର୍ଘଟଣା ପୂର୍ବରୁ ୩ ଥର ଝଟକା ଦେଇଥିଲା ବିମାନ
କରାଚୀ/ଇସ୍ଲାମାବାଦ, ୨୪।୫(ପି.ଟି.): ପାକିସ୍ତାନର କରାଚୀଠାରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ୯୯ ଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ ପ୍ରାଣ ହରାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ୨ ଜଣ ବଞ୍ଚତ୍ୟାଇଛନ୍ତି। ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟବର୍ତ୍ତୀ ଏକ ଘନ ଜନବସତି ଅଞ୍ଚଳରେ ବିମାନଟି ଖସିପଡ଼ିବା…
Archives


