ମାନିଲା ଗ୍ଲୋବାଲ ଟାଇମ୍ସ୍‌: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା

ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍‌ ଟାଇମ୍ସ୍‌ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ ସ୍ଥାପନ କରିଛି। ବିବାଦୀୟ ଜମିରେ ଚାଇନାର ପାଙ୍ଗଡ଼ା ଗାଁ ରହିଛି। ଗାଁର ଫଟୋ ମଧ୍ୟ ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ ଜାରି କରାଯାଇଛି। ଏବେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭୁଟାନ ସୀମାର ୨ କିଲୋମିଟର ଭିତରେ ଏହି ଗାଁ ରହିଛି। ଏଠାରେ ଚାଇନା ୯ କିଲୋମିଟର ଲମ୍ବ ଏକ ସଡ଼କ ରହିଛି। ଏହି ଗାଁରେ ୨୭ଟି ବାସଗୃହ ରହିଥିବାବେଳେ ବାସିନ୍ଦାଙ୍କ ସଂଖ୍ୟା ୧୨୪ ରହିଛି। ସେମାନେ ସେପ୍ଟେମ୍ବରଠାରୁ ଏଠାରେ ବାସ କରୁଛନ୍ତି। ଏଠାରେ ପୋଲିସ ଷ୍ଟେଶନ, ସ୍ବାସ୍ଥ୍ୟସେବା କେନ୍ଦ୍ର, ସୁପରମାର୍କେଟ୍‌, ସ୍କୁଲ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲଏଡ୍‌ଙ୍କ ପରିବାରକୁ ୧୯୬.୨୬ କୋଟି

ଓ୍ବାଶିଂଟନ୍‌, ୧୪ା୩: ଆମେରିକା ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଅଶ୍ୱେତ ଜର୍ଜ ଫ୍ଲଏଡ୍‌ଙ୍କ ପରିବାର ସହ ବୁଝାମଣା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛି ମିନିଆପଲିସ୍‌ ସିଟି...

କରୋନା ମହାମାରୀ ଚିକିତ୍ସା ସମ୍ପର୍କରେ ମିଳିବ ଖୁସି ଖବର…

ଓ୍ବାଶିଂଟନ, ୨୮।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣ ଚିକିତ୍ସା ନେଇ ଆସନ୍ତା ୨ ସପ୍ତାହ ମଧ୍ୟରେ ଖୁସି ଖବର ମିଳିବ...

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର...

୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ

କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି...

ତେଜିଲା ହିଜାବ ବିରୋଧୀ ହିଂସା: ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ଆଉ ଜଣେ ଯୁବତୀ

ତେହରାନ,୨୭। ୯: ଇରାନରେ ହିଜାବ ବିରୋଧରେ ହିଂସା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ମଧ୍ୟରେ ଇରାନର ସୁରକ୍ଷା ବାହିନୀ ଅତ୍ୟାଚାରର ଆଉ ଏକ ଉଦାହରଣ...

‘ମୋତେ କ୍ୟାନ୍‌ସର ହୋଇଛି’

ଓ୍ବାଶିଂଟନ୍‌, ୨୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଧବାର ଦେଇଥିବା ଭାଷଣର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କୁ...

ଗର୍ଭପାତକୁ ନିଷିଦ୍ଧ କରୁଥିବା ଦୁଇ ଆଇନ ଅସାମ୍ବିଧାନିକ: ଓକାଲୋହୋମା ହାଇକୋର୍ଟ…

ଓ୍ବାଶିଂଟନ,୧।୬ : ଆମେରିକାର ଓକାଲୋହୋମା ହାଇକୋର୍ଟ ଗତ ବର୍ଷ ଅଣାଯାଇଥିବା ଗର୍ଭପାତକୁ ନିଷିଦ୍ଧ କରୁଥିବା ଦୁଇଟି ଆଇନକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,...

ଓମିକ୍ରନର ଆଉ ୨ ନୂଆ ଲକ୍ଷଣ, ଯାହା କରୋନାଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଲଣ୍ଡନ,୩୧ ।୧୦: ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏବେ ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ...

Advertisement
Archives

Model This Week